ଯଦି ୟୁକ୍ରେନ୍ ନାଟୋରେ ସାମିଲ ହେଉଛି ତେବେ ଏହା ରଷିଆର ସୁରକ୍ଷା ଦିଗରେ ବିପଦ ସୃଷ୍ଟି କରିବ।
ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୨୨ ତାରିଖ, ମଙ୍ଗଳବାର , କୂମ୍ଭ ୧୦ଦିନ, କୃଷ୍ଣପକ୍ଷ ଷଷ୍ଠୀ ତିଥି, ସ୍ୱାତୀ ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ପଣଙ୍କରଦିନ...
ଦୀର୍ଘ ୧୧ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ଆଖିରେ ସେ ଥିଲେ ଜଣେ ଝିଅ। କିନ୍ତୁ ୧୧ ବର୍ଷ ପରେ କୌଣସି କାରଣକୁ ତାକୁ ଚୁଟି କାଟିବାକୁ ପଡିଲା। ଏବେ ସେ ଝିଅରୁ ହୋଇଗଲେ ପୁଅ।
ସୁସ୍ୱାଦୁ ବ୍ୟଞ୍ଜନ ଭିତରେ ପଣସ ତରକାରୀ ନିଆରା। ଏହା ଶାକାହାରୀଙ୍କ ପାଇଁ ଏକ ମାଂସର ବିକଳ୍ପ ଭାବେ କାମ କରେ। ଭାରତର ଗଳି କନ୍ଦିରେ ଏହା ପ୍ରାୟ ଦେଖାଯାଏ। ଏହା ଖୁବ ଶସ୍ତାରେ ମଧ୍ୟ ମିଳିଯାଏ। କିନ୍ତୁ ଏମିତି ଏକ ଜାଗା ଅଛି ଯେଉଁ ଗୋଟେ ପଣସକୁ ୧୬ ହଜାର ଟଙ୍କାରେ ବିକ୍ରି କରାଯାଏ।
ନୌସେନା ଏୟାର୍ ଆର୍ମ ପକ୍ଷରୁ ବି ଚିତାକର୍ଷକ ଫ୍ଲାଏ ପାଷ୍ଟ୍ ଆୟୋଜନ କରାଯାଇଥିଲା।
ନିଦ ଭାଙ୍ଗିବା ବେଳକୁ ଯଦି ମୋବାଇଲ୍ଟି ହାତ ପାହାନ୍ତାରେ ନଥାଏ ତେବେ ଆମେ ଚମକି ପଡ଼ୁ । ଆଉ ହଠାତ୍ ଚିହିଁକି ଉଠି, ମୋବାଇଲ୍ ଖୋଜିବାରେ ବ୍ୟସ୍ତ ହୋଇଯାଉ ।
ମିଳିଥିବା ସୂଚନା ଅନୁଯାୟୀ କରୋନା ଟିକା କୋର୍ବେଭାକ୍ସକୁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିସାରିଛି । ବାୟୋଲୋଜିକାଲ-ଇ’ର ଟିକା କୋର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇସାରିଛି ।
ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ପ୍ରସାଦ ଯାଦବ। ଚାରା ଦୁର୍ନୀତି ଅଭିଯୋଗର ପଞ୍ଚମ ମାମଲାରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ମିଳିଛି। ୫ ବର୍ଷର ଜେଲ ଓ ୬୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟ।
ପିଲଭିଟରେ ପ୍ରଚାର ବେଳେ ସମାଜବାଦୀ ପାର୍ଟି ଉପରେ ପରିବାର ବାଦ ମନ୍ତବ୍ୟ ଦେଇଥିଲେ ଅମିତ ଶାହ । ସମାଜବାଦୀ ପାର୍ଟି କେବେ ବି ଉତ୍ତର ପ୍ରଦେଶ ଲୋକଙ୍କ ହିତ ଚାହିଁନି ବୋଲି କହିଥିଲେ ଶାହ ।
କିଲିଆନ୍ଙ୍କ ପାଇଁ ଆଣେ କ୍ୟାମ୍ପେନ୍ ଆରମ୍ଭ କରିଥିଲୁ, ଯାହାର ନାଁ ଥିଲା ନଏଜ୍ ଫର୍ କିଲିଆନ୍।
ଦାଦା ସାହେବ ଫାଲ୍କେ ଆନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ୍ରେ ପୁଷ୍ପାକୁ ମିଳିଛି ଶ୍ରେଷ୍ଠ ସିନେମା ପୁରସ୍କାର। ଚଳିତ ଥରର ସର୍ବଶ୍ରେଷ୍ଠ ସିନେମା ଭାବେ ପୁଷ୍ପାକୁ ସମ୍ମାନିତ କରାଯାଇଛି। ତେବେ ଦାଦା ସାହେବ ଫାଲ୍କେ ଆନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ୍ରେ ଏଥରର ସର୍ବଶ୍ରେଷ୍ଠ ଅଭିନେତା ଭାବେ ରଣବୀର ସିଂହଙ୍କୁ ସମ୍ମାନିତ କରାଯାଇଛି।
ବିବାହ ଫେବୃଆରୀ ୨୪ରେ ହେବାକୁ ଥିବାବେଳେ ଫେବୃଆରୀ ୩ରୁ ଛୁଟିରେ ଥିଲେ ବିଜୟ । ଫେବୃଆରୀ ୧୭ରେ ସେ ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇଥିଲେ ।
ନୂଆ ରୂପରେ ଆସୁଛନ୍ତି ସାମନ୍ଥା ରୁଥ୍ ପ୍ରଭୁ। ଶକୁନ୍ତଳା ଚରିତ୍ର ମାଧ୍ୟରେ ତାଙ୍କୁ ଦେଖିବାକୁ ମିଳିବ। ‘ପୁଷ୍ପା’ ଚଳଚ୍ଚିତ୍ରର ସ୍ପେସାଲ୍ ଗୀତରେ ନାଚି ଚର୍ଚ୍ଚାର କେନ୍ଦ୍ର ପାଲଟି ଥିଲେ।
ଡୋରଣ୍ଡା ଟ୍ରେଜେରୀ ସହ ଜଡିତ ଚାରା ଘୋଟାଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ପାଞ୍ଚ ବର୍ଷ ଦଣ୍ଡାଦେଶ ଦିଆଯାଇଛି । ସ୍ୱତନ୍ତ୍ର କୋର୍ଟର ବିଚାରପତି ଏସ.କେ ଶଶି ଏହି ରାୟ ଶୁଣାଇଛଡ଼୍ତି । ତାଙ୍କ ଉପରେ ୬୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦିଆଯାଇଛି।
ଆଜିକାଲି ଟିଭି ଦୁନିଆ ମଧ୍ୟ କମ୍ରେ ନାହିଁ। ଏ ଦୁନିଆରେ ବି କାମ କରି ଅନେକ ବ୍ୟକ୍ତି ନାମ କମେଇ ପାରିଛନ୍ତି। ସେମାନେ ମଧ୍ୟ ଟିଭି କଳାକାରମାନଙ୍କୁ ଟକ୍କର ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ବିଷୟରେ।
ଆମ୍ ଆଦମୀ ପାର୍ଟିର ମୁଖିଆ ତଥା ଅରବିନ୍ଦ କେଜ୍ରିୱାଲ ଆଜି ଠାରୁ ଆସନ୍ତା ଚାରି ଦିନ ପାଇଁ ୟୁପିରେ ଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଏବଂ ସମର୍ଥନ ହାସଲ କରିବାକୁ ଚେଷ୍ଟା କରିବେ ।
ଚାକିରି ଖୋଜୁଥିବା ପିଲାଙ୍କ ପାଇଁ ଖୁସିଖବର । ଏଣିକି ପତଞ୍ଜଳିରେ ମିଳିବ ଚାକିରି ସୁଯୋଗ। ଶୀଘ୍ର ହିଁ ଆବେଦନ କରନ୍ତୁ...
ସୁପ୍ରିତି ଆଚାର୍ଜୀ ନାମକ ଜଣେ ମହିଳା ଅଦ୍ଭୁତ ଶରୀର ତିଆରି କରିଛନ୍ତି । ତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯାହା ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି
ଆନ୍ଧ୍ର ପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କ ପରଲୋକ ହୋଇଛି। ହୃଦ୍ଘାତ ଯୋଗୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ବୟସ ହୋଇଥିଲା।
ହିରକ ଦାସ ନାମକ ଜଣେ ୟୁଟ୍ୟୁବର୍ ତାଙ୍କ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଆସାମର ବାରପେଟାର ସୁଜୁକି ଡିଲରସିପ୍କୁ ଜଣେ ବ୍ୟକ୍ତି ସ୍କୁଟର କିଣିବା ପାଇଁ ପହଞ୍ଚିଥିଲେ
ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଜଣେ ମହିଳା ଏବଂ ତାଙ୍କ ଝିଅଙ୍କୁ ବୁର୍ଖା-ହିଜାବ ନ ପିନ୍ଧିବାକୁ ଧମକ ଦେଇଥିଲେ । ଫଳରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା, ଏବେ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।
ଅପହୃତ ହୋଇଥିବା ବ୍ୟକ୍ତିଙ୍କ ନାମ 'ଲି' । ଲିଙ୍କୁ କିଡନାପ୍ କରିବା ପରେ ତାଙ୍କ ଦେହରୁ ରକ୍ତ ଟାଣି ଅନଲାଇନରେ କିଛି ବ୍ୟକ୍ତିଗତ ଗ୍ରାହକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।
ପାରିତ ହେଲା ନୂଆ ବିଲ୍ । ସେନା ବିରୁଦ୍ଧରେ କିଛି କହିଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଦିଆଯାବ ।
ନାଳରୁ ମିଳିଲା ମହିଳା କନଷ୍ଟେବଲଙ୍କ ମୃତଦେହ। ଜଣେ ମହିଳା କନଷ୍ଟେବଲଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ନାଳରୁ ମିଳିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।
ରବିବାର ବିଳମ୍ବିତ ରାତିରେ କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି