ପାରିତ ହେଲା ନୂଆ ବିଲ୍ । ସେନା ବିରୁଦ୍ଧରେ କିଛି କହିଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଦିଆଯାବ ।
ନାଳରୁ ମିଳିଲା ମହିଳା କନଷ୍ଟେବଲଙ୍କ ମୃତଦେହ। ଜଣେ ମହିଳା କନଷ୍ଟେବଲଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ନାଳରୁ ମିଳିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।
ରବିବାର ବିଳମ୍ବିତ ରାତିରେ କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି
ମୋଦି ଏକ ଜନସଭାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି ।
ଯୁଦ୍ଧ ପରିସ୍ଥିତି ଏଡ଼ାଇବା ଲାଗି ଉଭୟ ରୁଷିଆ ଏବଂ ୟୁକ୍ରେନ ଉଦ୍ୟମ କରିଥିବା ସୂଚନା ମିଳିଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନଙ୍କ ଉଦ୍ୟମ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରମୁଖ୍ୟ ବୋଲୋଦିମିର୍ ଜେଲେନସ୍କି ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୨୧ ତାରିଖ, ସୋମବାର, କୁମ୍ଭ ୯ ଦିନ, କୃଷ୍ଣ ପକ୍ଷ, ପଞ୍ଚମୀ ତିଥି, ଚିତ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…
ଆପଣ ଯଦି ବଡ଼ ହୋଇସାରିଛନ୍ତି କି? ଆଉ ଏକାଗ୍ର ହେବାକୁ ଚାହୁଁଛନ୍ତି, କିନ୍ତୁ ପାଉ ନାହାଁନ୍ତି ବାଟ। ତେବେ ନିମ୍ନରେ ଦିଆଯାଇଥିବା କେତୋଟି ସହଜ ଉପାୟକୁ ଆପଣେଇ ନିଅନ୍ତୁ, ହେଇଯିବ ସବୁ ସମାଧାନ।
ବିଜ୍ଞାନ ଆଣିଛି ଅଜବ ଖବର। ବର୍ତ୍ତମାନ ମୃତ ବ୍ୟକ୍ତିମାନେ ପୁନର୍ବାର ଜୀବିତ ହୋଇପାରିବେ। ଏହି କଥା ଶୁଣିଲା ପରେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଘୂରି ଯିବଣି। ଆପଣ ଆଶ୍ଚର୍ଯ୍ୟ ହୋଇ ଭାବୁଥିବେ ଏହା କିପରି ସମ୍ଭବ। କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଏକ ପରୀକ୍ଷଣ କରାଯାଉଛି।
ମାର୍କେଟ୍ରେ ଏବେ ହାଇ ଟେକ୍ ଭିକାରୀ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଡିଜିଟାଲ ଭିକାରୀର କାହାଣୀ। ଯିଏ କହୁଛି ଖୁଚୁରା ନାହିଁ ତାକୁ ଦେଖେଇ ଦେଉଛି ବାର୍ କୋଡ୍ ମେସିନ୍।
ସାପ୍ତାହିକ ରାଶିଫଳରେ ଫେବୃଆରୀ ୨୧ରୁ ୨୭ ପର୍ଯ୍ୟନ୍ତ ଆପଣଙ୍କ ଜୀବନର ବିଭିନ୍ନ ଦିଗ ସହିତ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଉଛି। ତେବେ ଆସନ୍ତୁ ଜାଣିବା କେଉଁ ରାଶିରେ କ’ଣ ଅଛି।
ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଟସ୍ ଜିତିଥିଲେ କ୍ୟାରିବିଆନ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ।
କେବଳ ଶେଷ ୫ ଓଭରରେ ଦଳ ପାଇଁ ୮୬ ରନ ସଂଗ୍ରହ କରିଛନ୍ତି ଉଭୟ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଆୟର୍ । ଏବେ ୧୮୫ ରନ୍ର ବିଜୟ ଲକ୍ଷ ନେଇ ୱେଷ୍ଟଇଣ୍ଡିଜ ମଇଦାନକୁ ଓହ୍ଲାଇଛି ।
ଭୁବନେଶ୍ୱରରେ ଫେବ୍ରୁଆରୀ ୪ରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଥିଲା ୪୯ ହଜାର ୬୫୦ ଟଙ୍କା । ଏ ଭିତରେ ୨ ହଜାର ୮୦ ଟଙ୍କା ବଢ଼ି ଆଜି ପହଞ୍ଚିଛି ୫୧ ହଜାର ୭୩୦ ଟଙ୍କାରେ ।
ଶୀଘ୍ର ଛାଡ଼ ୟୁକ୍ରେନ୍ । ବିଶେଷ ବଡ଼ କାମ ନଥିଲେ ତୁରନ୍ତ ଦେଶ ଛାଡ଼ିବା ପାଇଁ ଭାରତୀୟ ନାଗରିକ ଓ ଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି ।
ଗହରାଇୟାଁ’କୁ ନେଇ ଦୀପିକା ପାଦୁକୋନ ଆଜିକାଲି ଖୁବ୍ ଚର୍ଚ୍ଚାରେ। ଫିଲ୍ମକୁ ନେଇ ହୋଇଥିବା ସମସ୍ତ ସମୀକ୍ଷା ବହୁତ ସକାରାତ୍ମକ ହୋଇଛି। କିନ୍ତୁ ଦୀପିକା ତାଙ୍କ ଚରିତ୍ରର କିଛି ବିଚାରକୁ ନେଇ ସନ୍ତୁଷ୍ଟ ନୁହନ୍ତି ବୋଲି କହିଛନ୍ତି।
ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ପକ୍ଷରୁ ଦିଲ୍ଲୀ ଏନ୍ସିଆର୍ର ସରକାରୀ ହସ୍ପିଟାଲରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଫେବୃଆରୀ ମାସ ୨୮ ତାରିଖ ମଧ୍ୟରେ ଅନ୍ଲାଇନ୍ରେ ଆବେଦନ ଫର୍ମ ଦାଖଲ କରିପାରିବେ ।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରତାପଗଡ ଜିଲ୍ଲାର ଉଦୟପୁର ଅଞ୍ଚଳର ଏକ ଗ୍ରାମରେ ଆୟୋଜିତ ବିବାହ ଉତ୍ସବରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।
ଭାଗ୍ୟ କେତେବେଳେ ଯେ ଚମକି ଉଠେ ତାହା କେହି କହିପାରିବେ ନାହିଁ। ଭାଗ୍ୟ ଖୋଲିଲେ ତ ଭିକାରୀ ବି ରାଜ ସିଂହାସନରେ ବସିପାରେ। ଆମ ବଲିଉଡ୍ ଦୁନିଆରେ ମଧ୍ୟ ଏମିତି ଅନେକ କାହାଣୀ ଅଛି ଯେଉଁମାନଙ୍କ ପିଲା ଦିନ ବହୁ କଷ୍ଟରେ ବିତିଛି। ସେହି ତାଲିକାରେ ଅଛନ୍ତି ଅନ୍ନୁ କପୁର।
ହାଇକୋର୍ଟଙ୍କ ରାୟ ଅନୁସାରେ ସ୍ତ୍ରୀ ଓ ତୃତୀୟ ବ୍ୟକ୍ତିଙ୍କ ମଧ୍ୟରେ ଫୋନ୍ କଲ୍ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନୁହେଁ । ଏଥି ସହିତ ଉଭୟଙ୍କ ମଧ୍ୟରେ ଚାଲିଥିବା ବ ବୈବାହିକ ମତଭେଦକୁ ଦୃଷ୍ଟିରେ ରଖି ପତ୍ନୀ ତାଙ୍କ ଆଚରଣରେ ଅଧିକ ଯତ୍ନବାନ ହେବା ଉଚିତ
ବର ଏବଂ କନ୍ୟା ଫଟୋଗ୍ରାଫି ପାଇଁ ପୋଜ୍ ଦେଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି । ସେମାନେ ଯେଉଁ ସ୍ଥାନକୁ ଫଟୋଗ୍ରାଫି ବାଛିଛନ୍ତି, ସାଧାରଣ ସ୍ଥାନ ଠାରୁ ତାହା ଖୁବ୍ ଭିନ୍ନ ।
ଶାଶୂଘରକୁ ଯିବା ପୂର୍ବରୁ ଜଣେ ସଚେତନ ନାଗରିକର କାମ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କଲେ ନବବିବାହିତା ।
ମେୟର ପ୍ରମିଳା ପାଣ୍ଡେ ଆଜି କାନପୁର ସହରର ହଡସନ ମତଦାନ କେନ୍ଦ୍ରକୁ ଭୋଟ୍ ଦେବାପାଇଁ ଯାଇଥିଲେ । ଆଉ ଇଭିଏମରେ ଭୋଟ୍ ଦେବାବେଳେ ସେ ନିଜର ଫଟୋ ନେଇଥିଲେ, ଯାହାକୁ ସେ ସେୟାର କରିଛନ୍ତି ।
ହସଖୁସିରେ ବିବାହ ପାଇଁ ଯାଉଥିବା ସମୟରେ ଘଟିଲା ବଡ଼ ଧରଣର ଦୁର୍ଘଟଣା । ବର ସମେତ ୯ ଜଣଙ୍କ ଜୀବନ ଚାଲିଗଲା
ଶାହାରୁଖ ଖାନ୍ଙ୍କ ପୁଅକୁ ଗିରଫ କରି ଚର୍ଚ୍ଚାକୁ ଆସିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡ଼ୁଆ ବଢ଼ି ବଢ଼ିଚାଲିଛି ।