ଋଷ୍-ୟୁକ୍ରେନ୍ ଯୁଦ୍ଧ ଶେଷ ହେଉନି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୋଧହୁଏ ଏହା ସବୁଠାରୁ ଲମ୍ବା ଲଢ଼େଇ। ରକ୍ତମୁଖା ଋଷକୁ କେହି ଅଟକେଇ ପାରୁନାହାଁନ୍ତି। ଆଜିର ବିଶ୍ୱ ଏତେ ଅସହାୟ କାହିଁକି? ଏହି ଯୁଦ୍ଧ ପୃଥିବୀକୁ ଧ୍ୱଂସ ଆଡ଼କୁ ନେଇଯାଉନି ତ?
ଋଷିଆ ସୈନ୍ୟଙ୍କୁ ମୁହଁତୋଡ୍ ଜବାବ ଦେଲେ ୟୁକ୍ରେନ ଚାଷୀ। ଟ୍ରାକ୍ଟର ଲଗାଇ ନେଇ ପଳାଇଲେ ଋଷ୍ ଟ୍ୟାଙ୍କର...ପଛରେ ଗୋଡ଼ାଇଲେ ଋଷିଆ ସୈନ୍ୟ, ଭାଇରାଲ ହେଉଛି ଏମିତି ଭିଡ଼ିଓ
ଋଷ ଟାର୍ଗେଟ୍ରେ ୨୩ ମହାରଥୀ। ଏମାନଙ୍କ ମୁଣ୍ଡ ଗଡ଼ାଇବାକୁ ଉଡ଼ାଣ ଭରିଲେଣି ଋଷ ସୈନ୍ୟ...ଲିଷ୍ଟର ପ୍ରଥମ ନାଁରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଜାଣନ୍ତୁ ଆଉ କାହାର ରହିଛି ନାଁ?
ୟୁକ୍ରେନର ଫରଓ୍ୱାର୍ଡ ଅଞ୍ଚଳରେ ଗୋଳାବାରୁଦ ମାଡ଼ । ବିଦ୍ରୋହୀ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ ମସ୍କୋ ତରଫରୁ ସମର୍ଥନ ରହିଥିବା ସୂଚନା ମିଳିଛି । ଗୋଳାବାରୁଦ ମାଡ଼ରେ କିଛି ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି ।