ମଦ୍ୟପାନ ଅନେକ ମଣିଷଙ୍କ ନିତି ଦିନିଆ ଅଭ୍ୟାସ ହୋଇଯାଇଛି। ଅନେକ ମଣିଷ ଅଛନ୍ତି ମଦ୍ୟପାନ ନ କଲେ ରହିପାରନ୍ତି ନାହିଁ। ତେବେ ମଣିଷର ଏହି ଅଭ୍ୟାସ କାହିଁକି ହେଲା ଜାଣିବା ପାଇଁ ପଢନ୍ତୁ।
ପୁଣି ବଢ଼ିଲା ତେଲ ଦର । ଗତ ୧୪ ଦିନ ଭିତରେ ୧୨ ଥର ବଢ଼ିଲାଣି ତେଲ ଦର ଗତକାଲି ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ୍ ।
ମା ହୋଇଛନ୍ତି ଲେଡି କମେଡିଆନ ଭାରତୀ ସିଂହ। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ନିଜ ଇନ୍ଷ୍ଟାଗ୍ରାମରେ ଏହି ଖୁସି ଖବର ଦେଇଛନ୍ତି।
ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲେ ଇମ୍ରାନ୍ ଗାଦିଚ୍ୟୁତ ହେବା ଏକପ୍ରକାର ନିଶ୍ଚିତ ଥିଲା।
ପ୍ରାଚୁର୍ଯ୍ୟର ଭୂଖଣ୍ଡରେ ନାହିଁ ନାହିଁର ଆର୍ତ୍ତ ଚିତ୍କାର । ଖାଦ୍ୟ ନାହିଁ, ପାନୀୟ ନାହିଁ, ଔଷଧ ବି ନାହିଁ ଗୁରୁତର ଆର୍ଥିକ ସଙ୍କଟର ଶୀକାର ପରେ ପଡ଼ୋଶୀ ଶ୍ରୀଲଙ୍କାରେ ସୃଷ୍ଟି ହୋଇଛି ଉତ୍କଟ ସ୍ଥିତି
କିଙ୍ଗ୍ ଖାନ୍ ତଥା ବାଦଶାହାଙ୍କ ଘରେ ସଲମାନ ଖାନ୍, ସୈଫ୍ ଅଲ୍ଲୀ ଖାନ୍ ଓ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି। ଏହା ଜାଣିବା ପରେ ଆପଣ ନିଶ୍ଚିତ ଚିନ୍ତାରେ ପଡିଯିବେଣି। ତେବେ ଆପଣଙ୍କ ଏହି ଚିନ୍ତା ଦୂର କରିବା ନେଇ ଆପଣଙ୍କୁ କହିଦେଉଛି ଏହା ପଛର ଉଦ୍ଦେଶ୍ୟ କ’ଣ?
‘ଜର୍ସି’ର ନୂଆ ଟ୍ରେଲର୍ ସୋମବାର ରିଲିଜ୍ ହେବ। ଅଭିନେତ୍ରୀ ମୃଣାଳ ଠାକୁର ନିଜ ସୋସିଆଲ୍ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର୍ ପୋଷ୍ଟ୍ କରି ‘ଜର୍ସି’ର ନୂଆ ଟ୍ରେଲର ଲଞ୍ଚ୍ ହେବା ନେଇ ସୂଚନା ଦେଇଛନ୍ତି।
କେବଳ ଭାରତ କାହିଁକି, United Nationsର ବିଶ୍ୱ Infertility Statisticsକୁ ଲକ୍ଷ୍ୟ କଲେ ଭଲଭାବରେ ସ୍ପଷ୍ଟ ହୋଇଯାଏ ଯେ ସମଗ୍ର ବିଶ୍ୱର ମାନବଜାତିର ପ୍ରଜନନ କ୍ଷମତା ହ୍ରାସ ପାଇବାରେ ବା ବନ୍ଧ୍ୟାତ୍ୱ ବଢିବାରେ ଲାଗିଛି। ବିଶ୍ୱରେ ବନ୍ଧ୍ୟାତ୍ୱର ସବୁ ମାମଲାର ୩୦% କେବଳ ମହିଳାମାନଙ୍କ କାରଣରୁ ହେଉଥିବା ବେଳେ ଆଉ ୩୦% କେବଳ ପୁରୁଷଙ୍କ ପାଇଁ ହୋଇଥାଏ।
ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିସ ପରେ ନ୍ୟାସନାଲ ଆସେମ୍ବଲିଙ୍କୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଆରିଫ୍ ଆଲଭି
ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ମୃତ୍ତିକା ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଲଣ୍ଡନର ଟ୍ରାଫାଲଗଡ ସ୍କୋୟାରରୁ ସେ ୧୦୦ ଦିନିଆ ବାଇକ୍ ଯାତ୍ରା ଆରମ୍ଭ କରିଥିଲେ
୭ ମହଲା... ସଂପୂର୍ଣ୍ଣ ଷ୍ଟେନସେସ୍ ଷ୍ଟିଲ୍... ରୋବୋଟ୍ ସହାୟତାରେ ନିର୍ମାଣ... ୭୭ ମିଟର ଉଚ୍ଚ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର ନିର୍ମାଣ କରିବାକୁ ଲାଗିଛି ୯ ବର୍ଷ ସମୟ । ବାହାରେ ଲାଗିଛି ଆରବିକ୍ ଭାଷାରେ ଲିପିବଦ୍ଧ ୧ ହଜାର ୨୪ଟି ସ୍ୱତନ୍ତ୍ର ପ୍ଲେଟ୍ । ୩୦ ହଜାର ବର୍ଗ ମିଟର ପରିମିତ ଜାଗାରେ ରହିଛି ଏହି ବିଲ୍ଡିଂ
ଶ୍ରୀଲଙ୍କାକୁ ଚୀନ୍ ଦେବାଳିଆ କରିସାରିଥିବା ବେଳେ ଅସମୟରେ ଭାଇ ପରି ଛିଡ଼ା ହୋଇଛି ଭାରତ ।
ଆମେ ସମସ୍ତେ ଜାଣୁ ଯେ, ଭାରତୀ ଏବେ ନିଜ କ୍ୟାରିଅରର ଏମିତି ଏକ ସୋପାନରେ ପହଞ୍ଚିସାରିଛନ୍ତି, ଯେଉଁଠି ତାଙ୍କର ଆଉ କୌଣସି ଅସୁବିଧା ନାହିଁ । ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ ।
ଗ୍ରୀଷ୍ମ ଦିନେ ତ୍ୱଚାର ରଙ୍ଗ ସାମାନ୍ୟରୁ ଅଧିକ କଳା ପଡ଼ିଯାଇଥାଏ। ଟାଣ ଖରାରୁ ତ୍ୱଚାକୁ ଦୂରେଇ ରଖିବା ପାଇଁ ସନ୍ସ୍କ୍ରିନ୍ ଲୋଶନ ବହୁତ ପ୍ରଭାବୀ ହୋଇଥାଏ । ପ୍ରବଳ ଗରମ ଏବଂ ପ୍ରଦୂଷଣ ଯୋଗୁ ସାଧାରଣତଃ ଏହି ଦିନେ ତ୍ୱଚା କଳା ପଡ଼ିଯିବା ସହ ମୁହଁରେ କଳା ଦାଗ, ଟ୍ୟାନ, ସନ୍ବର୍ଣ୍ଣ ଆଦି ସମସ୍ୟା ଦେଖାଦେଇଥାଏ। ତେଣୁ ଆପଣ ଯେତେ ସମ୍ଭବ ନିଜ ତ୍ୱଚାକୁ ସୂର୍ଯ୍ୟଙ୍କ ସିଧା କିରଣରୁ ଦୂରେଇ ରଖିବା ଉଚିତ୍ ।
ଏହାରି ଭିତରେ ଆସିଛି ଆଉ ଏକ ନୂଆ ରୋଚକ ଖବର । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦର୍ଶକଙ୍କ ମନରେ ଭରିଦେଇଛି ଉତ୍କଣ୍ଠା । କାରଣ ହଠାତ ପୁଣି ଥରେ ପୁନମ ପାଣ୍ଡେ ଦର୍ଶକଙ୍କୁ ଦେବାକୁ ଯାଉଛନ୍ତି ସରପ୍ରାଇଜ୍ । ତେବେ ଆସନ୍ତୁ ଜାଣିବା କ’ଣ ସେହି ସରପ୍ରାଇଜ୍ ।
ଶ୍ରୀଲଙ୍କାରେ ସୋସିଆଲ୍ ମିଡିଆ ଉପରେ ଲାଗିଲା ରୋକ୍ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍, ଟିକ୍ଟକ୍ ଉପରେ ରୋକ୍ । ଆନ୍ଦୋଳନାତ୍ମକ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ରୋକ୍ ଲଗାଇଛନ୍ତି ।
ସାମାନ୍ୟ ଆକାରର ଲବଙ୍ଗ ଟିଏ ସ୍ୱାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ସତ୍ୟ ଅଟେ । ବାସ୍ତୁ ବିତ୍ ମାନେ ଲବଙ୍ଗ ଦ୍ଵାରା ଭାଗ୍ୟ ବଦଳାଇ ବାର ବିଭିନ୍ନ ପ୍ରକାର ଉପାୟ କହି ଥାଆନ୍ତି ।
ସାମ୍ନାକୁ ଆସିଲା ମହାମାରୀ କରୋନାର ଆଉ ଏକ ମ୍ୟୁଟାଣ୍ଟ । XE ନାମକ କରୋନାର ଏହି ନୂଆ ରୂପ ପୂର୍ବ ମ୍ୟୁଟାଣ୍ଟ ତୁଳନାରେ ଅଧିକ ସଂକ୍ରାମକ ଓମିକ୍ରନର ସବ୍ ଭାରିଏଣ୍ଟ BA.2 ଏଯାଏ ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ବୋଲି କୁହାଯାଉଥିଲା ।
ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏକ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି। ଶନିବାର ସେ କାର୍ରେ ଯାଉଥିବା ବେଳେ ମୁମ୍ବାଇ ନିକଟସ୍ଥ ପନଭେଲ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ବେଶ୍ କିଛି ଦିନରୁ ଚର୍ଚ୍ଚା ହେଉଥିଲା । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଗସିପ୍ ଗଳିରେ ଖୁବ୍ ଆଲୋଚନା ହୋଇଛି ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପ୍ରତି ୪୭,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୬୪୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୬, ୮୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ବେଲଗାମ୍ ତୈଳ ଦର । ଗତ ୧୩ ଦିନ ଭିତରେ ୧୧ ଥର ପାଇଁ ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ,ଡିଜେଲ ଦର।
ଅଧିକାଂଶ ଲୋକ ମିଠା ଏବଂ ଖଟା ଖାଇବାକୁ ପସନ୍ଦ କରନ୍ତି। ସେ ଜୁସ୍ ହେଉ କିମ୍ବା ଚଟନି । ସେହପରି ତେନ୍ତୁଳି ଏକ ପ୍ରକାରର ଖଟା ଯାହାକୁ ସମସ୍ତେ ଖାଇବାକୁ ଇଚ୍ଛା କରନ୍ତି । କୁହାଯାଏ କି ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।
ଆଜି ୨୦୨୨ ମସିହା ଅପ୍ରେଲ ତା ୩ ରିଖ ରବିବାର ମୀନ ୨୦ ଦିନ ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି,ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...