ଗ୍ରୀଷ୍ମ ଋତୁରେ ଯେ କେବଳ ଖରା, ଗରମ, ଝାଳ, ଘିମିରି କିମ୍ବା ଡିହାଇଡ୍ରେସନର ସମ୍ଭାବନା ବଢିଯାଏ ତା’ ନୁହେଁ। ଗ୍ରୀଷ୍ମ ଋତୁରେ ଡେଙ୍ଗି, ମେଲେରିଆ, ଚିକନ୍-ଗୁନିଆ ଏବଂ ଡାଏରିଆ ସ°କ୍ରମଣ ମଧ୍ୟ ବଢିଯାଏ। ଏହାର କାରଣ ଜାଣି ବେଳହୁଁ ସାବଧାନ ରହିଲେ ହିଁ ଉକ୍ତ ରୋଗ ଗୁଡ଼ିକ ଦ୍ବାରା ଦେଖା ଯାଉଥିବା ବିଭିନ୍ନ ସା°ଘାତିକ ଏବଂ ପ୍ରାଣଘାତକ ସମସ୍ୟାରୁ ରକ୍ଷା ମିଳି ପାରିବ।
ଗ୍ରୀଷ୍ମ ଋତୁରେ ଝାଳ ହୋଇ ଅସ୍ତବ୍ୟସ୍ତ ଲାଗିବା ସହ ଘିମିରି ହେବା, କୁଣ୍ଡାଇ ହୋଇ ଫଳିଯିବା, ଚମଡା ଲାଲ୍ ପଡ଼ିଯିବା ପରି ସମସ୍ୟା ମଧ୍ୟ ଦେଖା ଯାଇଥାଏ। ଏସବୁ ଅନ୍ୟମାନଙ୍କୁ ଭାରି ସାଧାରଣ ମନେ ହେଲେ ବି ଭୁକ୍ତଭୋଗୀଙ୍କୁ କେବଳ ଯେ ଶାରୀରିକ କଷ୍ଟ ଦିଏ ତା' ନୁହେଁ, ମାନସିକ ସ୍ତରରେ ମଧ୍ୟ ଅସ୍ତବ୍ୟସ୍ତ ଏବଂ ଅସହାୟ କରି ଦିଏ। ଚାଲନ୍ତୁ ଜାଣିବା ସାଧାରଣତଃ ଚର୍ମର କେଉଁ ସମସ୍ୟା ଗ୍ରୀଷ୍ମ ଋତୁରେ ଅଧିକ ଦେଖାଯାଏ ଏବଂ ସେଥିରୁ ରକ୍ଷା ପାଇବାର ଉପାୟ କ’ଣ?
ଯେଉଁମାନେ ଭେଣ୍ଡି ଖାଇବାକୁ ପସନ୍ଦ ନ କରୁଛନ୍ତି ସେମାନଙ୍କ ପାଇଁ ଏହି ଲେଖା ଅତି ଗୁରୁତ୍ୱପୂର୍ଣ୍ଣ। ଭେଣ୍ଡି ଖାଲି ସ୍ୱାଦରେ ଉତ୍କୃଷ୍ଟ ନୁହେଁ, ଏଥିରେ ଅନେକ ପୋଷକ ତତ୍ତ୍ୱ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଏହା ଖାଇବାରେ କ’ଣ ଲାଭ ଅଛି।
ସେ ପାଶ୍ଚାତ୍ୟ ହେଉ କି ପାରମ୍ପରିକ, ଆଲିଆ ଭଟ୍ଟ ସବୁବେଳେ ତାଙ୍କ ଲୁକ୍ ସହିତ ତାଙ୍କ ପ୍ରଶଂସକମାନଙ୍କୁ ପ୍ରଭାବିତ କରନ୍ତି। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଅଭିନେତ୍ରୀଙ୍କ ସେହି ଆଶ୍ଚର୍ଯ୍ୟଜନକ ଏବଂ ସୁନ୍ଦର ଲୁକ୍ ଦେଖାଇବାକୁ ଯାଉଛୁ, ଯାହାକୁ ଆପଣ ଗ୍ରୀଷ୍ମ ଋତୁରେ ଯେକୌଣସି ସ୍ଥାନରେ ଷ୍ଟାଇଲ୍ କରିପାରିବେ। ଫଟୋଗୁଡ଼ିକ ଉପରେ ନଜର ପକାନ୍ତୁ....
ଆପଣ ଗହମ ଅଟାକୁ ଅନ୍ୟ କିଛି ଶସ୍ୟର ଅଟା ସହିତ ମିଶାଇ ଖାଇପାରିବେ। ଆମେ ଆପଣଙ୍କୁ ଏପରି କିଛି ପୁଷ୍ଟିକର ଅଟା ବିଷୟରେ କହିବୁ, ଯାହା ଭାରତରେ ବହୁତ ବ୍ୟବହାର କରାଯାଏ। ଏହା ଏପରି ଅଟା ଯାହାକୁ ଆପଣ ଯେକୌଣସି ଋତୁରେ ଖାଇପାରିବେ।
ଗରମ ବଢୁଥିବାରୁ ଅଂଶୁଘାତର ଭୟ ମଧ୍ୟ ବଢୁଛି। ଏବେ ପ୍ରଶ୍ନ ଉଠେ ଯେ ଆପଣ ହିଟ୍ଷ୍ଟ୍ରୋକ୍ରୁ ସୁରକ୍ଷିତ କି ନାହିଁ କିପରି ଜାଣିବେ? ଏଥିପାଇଁ, ନିଜକୁ କିଛି ପ୍ରଶ୍ନ ପଚାରନ୍ତୁ ଏବଂ ଆପଣ ନିଜେ ଏହାର ମୂଲ୍ୟାଙ୍କନ କରନ୍ତୁ।
ଯଦି ଘରେ ଅତ୍ୟଧିକ ଗରମ ହୁଏ ତେବେ ଏସି, ଫ୍ୟାନ୍ ଏବଂ କୁଲର୍ ମଧ୍ୟ କାମ କରେ ନାହିଁ। ଏଭଳି ପରିସ୍ଥିତିରେ ଘର ଭିତରର କିଛି ପରିବର୍ତ୍ତନ ହିଁ ଗରମରୁ ମୁକ୍ତ କରିବ।
ଏମିତି କିଛି ଯୋଗାସନ ଅଛି ଯାହା ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଗ୍ରୀଷ୍ମ ସମୟରେ ଏହିସବୁ ଆସନ କଲେ ଶରୀର ଶୀତଳ ଅନୁଭବ କରେ। ତେବେ ଆସନ୍ତୁ ଏହିସବୁ ଯୋଗ ବିଷୟରେ ଜାଣିନେବା।
ଖରାଦିନେ ତଳ କୋର୍ଟରେ ଓକିଲମାନେ କଳା କୋଟ୍ ନପିନ୍ଧିଲେ ଚଳିବ । ଏହା ବାଧ୍ୟତାମୂଳକ ନୁହେଁ । ତେବେ କଳା କୋଟ ବଦଳରେ ଏହି ଡ୍ରେସ୍ ପିନ୍ଧିପାରିବେ ।
ଖରାଦିନେ ଚର୍ମକୁ କୋମଳ ଏବଂ ସତେଜ ରଖିବା ପାଇଁ ଏହାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ, କିନ୍ତୁ ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏହାର ଯତ୍ନ ନେବା ଏବଂ ଚର୍ମ ପାଇଁ ପାର୍ଲରରେ ଘଣ୍ଟା ଘଣ୍ଟା ବିତାଇବା ସମ୍ଭବ ନୁହେଁ। ତେବେ ଆସନ୍ତୁ ଜାଣିବା ଖରାଦିନେ ଚର୍ମ ବା ତ୍ୱଚାର କିପରି ଯତ୍ନ ନେବା ଉଚିତ।
ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ପାଇଁ ଏକ ନୂତନ ଡିଭାଇସ୍ ଲଞ୍ଚ କରିଛି ସୋନି । ଏହି ଡିଭାଇସ୍ଟି ହେଉଛି ମଣିଷ ନିଜ ଦେହରେ ପିନ୍ଧି ପାରୁଥିବା ଏକ ଏସି ।
ପ୍ରବଳ ଗରମ ଯୋଗୁଁ ଲୋକଙ୍କ ହାଲତ ପୂରା ଖରାପ। ଏପରି ପରିସ୍ଥିତିରେ ଲୋକମାନେ ପ୍ରଚୁର ପରିମାଣରେ ଜୁଇସ୍ ଏବଂ ଫଳ ଖାଇବା ଉଚିତ, ଯାହା ଦ୍ୱାରା ଡିହାଇଡ୍ରେସନ୍ ସମସ୍ୟା ଉପୁଜିବ ନାହିଁ। ଏହି ସମୟରେ ବେଳ ପଣାକୁ ଅମୃତ ଭାବରେ ବିବେଚନା କରାଯାଏ।
ପ୍ରବଳ ସୂର୍ଯ୍ୟ ତାପ ସାଙ୍ଗକୁ ଝାଞ୍ଜିରେ ଚର୍ମରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଚର୍ମର ବିଶେଷ ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ତେବେ ଆଜି ଆମେ ଆପଣଙ୍କୁ କିଛି ଘର ତିଆରି ଫେସ୍ ପ୍ୟାକ୍ ବିଷୟରେ କହିବୁ, ଯାହା ଗ୍ରୀଷ୍ମ ସମୟରେ ଆପଣଙ୍କ ଚେହେରାର ଚମକକୁ ବଜାୟ ରଖିବାରେ ସାହାଯ୍ୟ କରିବ।
ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଏସି ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି। ଏଠାରେ ଜାଣିବା ଦରକାର ଯେ ରୁମ୍ର ତାପମାତ୍ରା ଶୋଇବା ଉପରେ ଗଭୀର ପ୍ରଭାବ ପକାଇଥାଏ। ନ୍ୟାସ୍ନାଲ୍ ସ୍ଲିପ୍ ଫାଉଣ୍ଡେସନ୍ ଏହି ବିଷୟରେ ଏକ ସର୍ଭେ କରିଛି, ଯାହାଦ୍ୱାରା ଜାଣିହେବ ଯେ ରୁମ୍ର ତାପମାତ୍ରା କେତେ ରହିଲେ ଗଭୀର ଏବଂ ଭଲ ନିଦ ହୋଇଥାଏ।
ନୂଆପଡା ଜିଲ୍ଲା ସିନାପାଲିର ଲାଇଫଲାଇନ୍ ଉଦନ୍ତି ନଦୀ । ଗ୍ରୀଷ୍ମ ଋତୁରେ ଏହି ନଦୀ ଗୋଟିଏ ମରୁଭୂମିର ଭ୍ରମ ସୃଷ୍ଟି କରିଥାଏ । ନଦୀରେ ପାଣିର ଧାରଟିଏ ବି ନଥାଏ । ତେଣୁ ଫେବ୍ରୁଆରୀ ପରେ ଏହି ନଦୀରେ ପାଣି ରହେ ନାହିଁ ।
କାଲିଠୁ ୪ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ୪ ଦିନ ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି।
ସାରା ରାଜ୍ୟରେ ବର୍ଷୁଛି ନିଆଁ । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।
ଉପାନ୍ତ ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତର ବାସିନ୍ଦାଙ୍କ ହାତରେ ଗରା ଓ ବାଲଟି ଧରି ଆସିଛନ୍ତି ସିଧା ଜିଲ୍ଲା ମୁଖିଆ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବାକୁ । ଏବର୍ଷ ଖରାଦିନ ନୁହେଁ, ପୂର୍ବରୁ ବି ବହୁ ବାର ଗାଁରେ ନଳକୂପଟିଏ ବସାଇବାକୁ ଦାବି କରି ଆସୁଛନ୍ତି । କିନ୍ତୁ ବାରମ୍ବାର ଦାବି ପରେ ବି ପୂରଣ ନହେବାରୁ ଏଥର ପଞ୍ଚାୟତର ମହିଳାମାନେ ଏକାଠି ହୋଇ ଏଭଳି ଆନ୍ଦୋଲନାତ୍ମକ ପନ୍ଥା ବାଛିଛନ୍ତି ।
ଉପାନ୍ତ ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତର ବାସିନ୍ଦାଙ୍କ ହାତରେ ଗରା ଓ ବାଲଟି ଧରି ଆସିଛନ୍ତି ସିଧା ଜିଲ୍ଲା ମୁଖିଆ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବାକୁ । ଏବର୍ଷ ଖରାଦିନ ନୁହେଁ, ପୂର୍ବରୁ ବି ବହୁ ବାର ଗାଁରେ ନଳକୂପଟିଏ ବସାଇବାକୁ ଦାବି କରି ଆସୁଛନ୍ତି । କିନ୍ତୁ ବାରମ୍ବାର ଦାବି ପରେ ବି ପୂରଣ ନହେବାରୁ ଏଥର ପଞ୍ଚାୟତର ମହିଳାମାନେ ଏକାଠି ହୋଇ ଏଭଳି ଆନ୍ଦୋଲନାତ୍ମକ ପନ୍ଥା ବାଛିଛନ୍ତି ।
ଆଜି ୮ଟି ସ୍ଥାନରେ ୩୮ ଡିଗ୍ରୀ ଉପରେ ରହିଛି ପାରଦ । ଉଭୟ ସମ୍ବଲପୁର ଓ ତାଳଚେରରେ ଦିନର ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ମଧ୍ୟ ୩୮ ଡିଗ୍ରୀ ଉପରେ ରହିଥିଲା ।
ଆଜି ତାପମାତ୍ରା ୩୭ ଡିଗ୍ରୀ ପାର୍ ହୋଇଛି । ଦିନ ୨ଟା ୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୭. ୬ ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି କୁହାଯାଇଛି ।
ବୈଶାଖ ମାସର ଟାଣ ଖରା। ୪୨ ଡିଗ୍ରୀ ଉପରେ ରହିଲାଣି ତାପମାତ୍ର...ଅସହ୍ୟ ଗରମରେ ରାସ୍ତା ଉପରେ ଟ୍ରାଫିକ୍ ଡ୍ୟୁଟି କରୁଛନ୍ତି ଟ୍ରାଫିକ୍ ପୋଲିସ୍। ଟ୍ରାଫିକ୍ ପୋଷ୍ଟ ତ ଦୂରର କଥା ଗଛ ଛାଇରେ ବି ଟିକିଏ ଛିଡ଼ା ହେବାକୁ ସମୟ ନାହିଁ କି ସୁଯୋଗ ବି ନାହିଁ
ଦିନ ୧୦ ଟା ହେଲେ ଆକାଶରୁ ଯେପରି ନିଆଁ ଝରୁଛି । ଲୋକେ ଅତି ଜରୁରୀ କାମ ନହେଲେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଓଦା ଲୁଗା କିମ୍ବା ଛତା ବ୍ୟବହାର କରୁଛନ୍ତି ଲୋକେ ।
ଗ୍ରୀଷ୍ମ ଦିନେ ତ୍ୱଚାର ରଙ୍ଗ ସାମାନ୍ୟରୁ ଅଧିକ କଳା ପଡ଼ିଯାଇଥାଏ। ଟାଣ ଖରାରୁ ତ୍ୱଚାକୁ ଦୂରେଇ ରଖିବା ପାଇଁ ସନ୍ସ୍କ୍ରିନ୍ ଲୋଶନ ବହୁତ ପ୍ରଭାବୀ ହୋଇଥାଏ । ପ୍ରବଳ ଗରମ ଏବଂ ପ୍ରଦୂଷଣ ଯୋଗୁ ସାଧାରଣତଃ ଏହି ଦିନେ ତ୍ୱଚା କଳା ପଡ଼ିଯିବା ସହ ମୁହଁରେ କଳା ଦାଗ, ଟ୍ୟାନ, ସନ୍ବର୍ଣ୍ଣ ଆଦି ସମସ୍ୟା ଦେଖାଦେଇଥାଏ। ତେଣୁ ଆପଣ ଯେତେ ସମ୍ଭବ ନିଜ ତ୍ୱଚାକୁ ସୂର୍ଯ୍ୟଙ୍କ ସିଧା କିରଣରୁ ଦୂରେଇ ରଖିବା ଉଚିତ୍ ।