ଆମେ ସମସ୍ତେ ଜାଣୁ ଯେ, ଭାରତୀ ଏବେ ନିଜ କ୍ୟାରିଅରର ଏମିତି ଏକ ସୋପାନରେ ପହଞ୍ଚିସାରିଛନ୍ତି, ଯେଉଁଠି ତାଙ୍କର ଆଉ କୌଣସି ଅସୁବିଧା ନାହିଁ । ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ ।
କପିଲଙ୍କ ଭିଡିଓ ଭାଇରାଲ ହେବା ତ ସାଧାରଣ କଥା । କାରଣ ସେ ଏବେ ଦେଶର ଜଣେ ଜଣାଶୁଣା କଳାକାର ତଥା କମେଡି କିଙ୍ଗ୍ କହିଲେ ଅତ୍ୟୁକ୍ତି ହେବ ନାହିଁ ।
କପିଲ ନିଜର ଅପ୍ କମିଂ ଫିଲ୍ମର ସୁଟିଂ ପାଇଁ ଭୁବନେଶ୍ୱରରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ନିର୍ଦ୍ଦେଶିକା ନନ୍ଦିତା ଦାସ ବି ଏହି ସମୟରେ ଉପସ୍ଥିତ ଥିଲେ ।
ଦିନେ କମେଡ଼ି କିଙ୍ଗ୍ ଥିଲେ ଏବେ ପଂଜାବର ମୁଖ୍ୟମନ୍ତ୍ରୀ ହେବେ। ପରଦା ପଥରେ ରହି ଅଭିନୟ କରୁଥିଲେ ଏବେ ପଂଜାବର ମଙ୍ଗ ଧରି ଲୋକଙ୍କ ଦୁଃଖ ଶୁଣିବେ