• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sai Pallavi

Kareena kapoor confirms the news of joining toxic will south debut
'ଟକ୍ସିକ୍'ରେ ୟଶଙ୍କ ସହ କିଏ କରିବେ ରୋମାନ୍ସ; ସାଇ ପଲ୍ଲଭୀ ନା କରୀନା କପୁର…

ଶୁଣିବାକୁ ମିଳୁଛି ଯେ କରୀନା କପୁର, ୟଶଙ୍କ ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ୍'ରେ ସାମିଲ ହୋଇପାରନ୍ତି ଏବଂ କନ୍ନଡ ସିନେମାରେ ତାଙ୍କର ଡେବ୍ୟୁ ଆରମ୍ଭ କରିପାରନ୍ତି। ଗତ ବର୍ଷ ଏହି ପ୍ରକଳ୍ପ ଘୋଷଣା ହୋଇଥିଲା ଏବଂ ଡିସେମ୍ବରରେ ଏହାର ଟାଇଟଲ୍ ଉନ୍ମୋଚନ କରିଥିଲେ ୟଶ।

Who will play goddess sita in nitesh tiwari Ramayana
ରଣବୀରଙ୍କ 'ରାମାୟଣ'ରେ କିଏ ହେବ ସୀତା… ସାଇ ପଲ୍ଲଭୀ ନା ଜାହ୍ନବୀ କପୁର

ରଣବୀରଙ୍କ 'ରାମାୟଣ'ରେ ସାଇ ପଲ୍ଲଭୀ ମାତା ସୀତା ଭୂମିକାରେ ନଜର ଆସିବେ ବୋଲି ପୂର୍ବରୁ କୁହାଯାଇଥିଲା। ନିକଟରେ ଆଉ ଏକ ଖବର ଆସିଥିଲା ଯେ ନିର୍ମାତା ସାଇ ପାଲ୍ଲଭୀଙ୍କୁ ରିପ୍ଲେସ୍ କରି ଜାହ୍ନବୀ କପୁରଙ୍କୁ ମାତା ସୀତାଙ୍କ ଭୂମିକା ପାଇଁ ଚୟନ କରିଛନ୍ତି। ଦର୍ଶକ ଦ୍ୱନ୍ଦ୍ୱରେ ଥିବାବେଳେ ଏମିତି ଆସିଲା ଖବର…

ranbir kapoor and sai pallavi starrer movie based on ramayan will go on floors
ଶେଷରେ ଆରମ୍ଭ ହେବ ନୀତେଶ ତିୱାରୀଙ୍କ 'ରାମାୟଣ'; ଜାଣନ୍ତୁ କିଏ ରାମ, କିଏ ସୀତା

ଓମ୍ ରାଓତଙ୍କ 'ଆଦିପୁରୁଷ' ଲୋକଙ୍କ ଭାବନାକୁ ଧକ୍କା ଦେଇଥିବା ବେଳେ ଏଥିରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି 'ଦଙ୍ଗଲ' ଫେମ୍ ନିର୍ଦ୍ଦେଶକ ନୀତେଶ ତିୱାରୀ। ସେ ‘ରାମାୟଣ’ର ସିନେମା ରୂପ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ବାଛିସାରିଲେଣି ରାମ ଓ ସୀତା।

Bajrang dal files case against Sai Pallavi
କାଶ୍ମୀର ପଣ୍ଡିତଙ୍କ ଉପରେ ମତ ଦେଇ ବିବାଦରେ ସାଇ ପଲ୍ଲଭୀ

କାଶ୍ମୀର ହିନ୍ଦୁଙ୍କ ନରସଂହାର ମନ୍ତବ୍ୟକୁ ନେଇ ବିବାଦରେ ସାଇ ପଲ୍ଲଭୀ। ବଜରଙ୍ଗ ଦଳ ପକ୍ଷରୁ ଥାନାରେ ମାମଲା। କ’ଣ କହିଲେ ସାଇ ଜାଣନ୍ତୁ…