ବାଲେଶ୍ବର ସହରର ଟ୍ରାଫିକ ସମସ୍ୟା ବଢାଇଛି ବେଆଇନ ପାର୍କିଂ । ସହରର ପ୍ରବେଶ ପଥ ଓ-ଟି ରୋଡରେ ବସ ଗୁଡିକ ରାସ୍ତା ଉପରେ ଛିଡ଼ା ହେଉଥିବାରୁ ଟ୍ରାଫିକ ସମସ୍ୟା ଲାଗିରହିଛି ।
ରାଜପଥ ସାଜିଛି ମୃତ୍ୟୁର ଫାଶ । ଜୀବନ ନେଉଛି ବେଆଇନ ଟ୍ରକ୍ ପାର୍କିଂ ।
ଏଣିକି ବେଆଇନ ଭାବେ ପାର୍କିଂ ହୋଇଥିବା କାରର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର ।