ଲୋକଙ୍କୁ ଅତି ଜରୁରୀ ନଥିଲେ ବାହାରକୁ ନଯାଇ ଘରେ ରହିବାକୁ ପ୍ରଶାସନ ଅପିଲ୍ କରିଛି।
ଯେତେ ସୁରକ୍ଷା ବ୍ୟବସ୍ଥା ଥାଉନା କାହିଁକି, ସିଟ୍ ବେଲ୍ଟ ପିନ୍ଧି ନଥିବାବେଳେ ଦୁର୍ଘଟଣା ଘଟିଲେ ଯାତ୍ରୀ ମୃତାହତ ହେବା ଆଶଙ୍କା ଯଥେଷ୍ଟ ଅଧିକ।
ଜଣେ ଚାକିରି କରିବା ଯେତିକି ସ୍ୱପ୍ନ ହୋଇଥାଏ, ତାଠୁ ପ୍ରଥମ ଦରମା ଆସିଲେ କର୍ମଚାରୀଙ୍କୁ ଅଧିକ ଖୁସି ଦେଇଥାଏ।
ଭୂମିକମ୍ପରେ ୨୧ ଜଣଙ୍କର ମୃତ୍ୟୁ ।
ଶେଷରେ ପୋଲିସ୍ ହାତରେ ଧରାପଡ଼ିଲା ଗାଡ଼ି ଚୋର । ଏବେ ଥାନାରେ କଟିବ ଦିନ ।
ଚାକିରିଆ ମହିଳାଙ୍କ ପାଇଁ ବଡ଼ ଖବର। ଏଣିକି ମିଳିବ ୨ ମାସ ସ୍ୱତନ୍ତ୍ର ମ୍ୟାଟରନିଟି ଛୁଟି…ଜାଣନ୍ତୁ କାରଣ କ’ଣ..
ଯଦି ଆପଣ ଫୋନ୍ ପାସ୍ୱାର୍ଡ, ପିନ୍ କିମ୍ବା ପାଟର୍ନ ଭୁଲି ଯାଇଛନ୍ତି, ତା’ହେଲେ ଘରେ ବସି ଏହାକୁ ଅନ୍ଲକ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ଆଉ ସର୍ଭିସ୍ ସେଣ୍ଟର ଯିବାକୁ ପଡ଼ିବନି।
ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ବଡ ଧରଣର ବିସ୍ଫୋରଣ
ରାସ୍ତାରେ ଏତେ ପାଣି ଜମିଛି ଯେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁ ସହରରେ ହୋଇଥିବା ଜଳବନ୍ଦୀ ସ୍ଥିତି ଯୋଗୁ ହଜାରେ କୋଟିର କ୍ଷତି ହୋଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଚକ୍ରି ଦୋଳିରେ ଲୋକମାନେ ବସି ମସ୍ତି କରୁଥିବା ବେଳେ ଦୋଳିଟି ହଠାତ୍ ଦ୍ରୁତ ଗତିରେ ଉପରୁ ତଳକୁ ଖସି ପଡ଼ିଥିଲା। ଏହାପରେ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ଜୋରରେ ଚିତ୍କାର କରିଥିଲେ।
ବୃଦ୍ଧି ପାଇଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୨୦୦ ରହିଛି
ପୋଲିସ୍ ହାତରେ ଲାଗିଲା ୭୭ ପେଜ୍ର ସୁଇସାଇଡ୍ ନୋଟ୍
ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଇରସ୍ ମିସ୍ତ୍ରୀ ଓ ଜେହାଙ୍ଗିର କେହିବି ସିଟ୍ ବେଲ୍ଟ ପିନ୍ଧି ନଥିଲେ। ଗାଡ଼ିର ପଛ ସିଟ୍ରେ ସାଇରସ୍ ବସିଥିଲେ।
ହୋଟେଲରେ ଅଗ୍ନିକାଣ୍ଡ ଘଟି ଚାଲିଗଲା ଦୁଇ ଜଣଙ୍କ ଜୀବନ ।
ବିନା ଗୁରୁରେ କେହି ସଫଳତା ପାଇନି। ଗୁରୁ ହିଁ ଦେଖେଇଥାନ୍ତି ଆଲୋକର ମାର୍ଗ। ସଫଳତାର ଶୀର୍ଷରେ ପହଞ୍ଚାଇବାର ରାସ୍ତା। ଭାରତୀୟ ପୁରାଣରେ ଅନେକ ମହାନ ଗୁରୁଙ୍କ ଉଦାହରଣ ରହିଛି ଯେଉଁମାନଙ୍କ ଶିକ୍ଷା ସେମାନଙ୍କ ଶିଷ୍ୟମାନଙ୍କୁ କରିଛି ଶକ୍ତିଶାଳୀ। ଆସନ୍ତୁ ସେମିତି କିଛି ଗୁରୁଙ୍କ ବିଷୟରେ ଜାଣିନେବା।
ଶ୍ରମିକମାନେ କାମ ସାରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଦାନପୁର ନିଟକରେ ଗଙ୍ଗା ନଦୀରେ ଡଙ୍ଗାଟି ଓଲଟି ପଡ଼ିଥିଲା। ସେହି ସମୟରେ ଡଙ୍ଗାରେ ୫୫ ଜଣ ଶ୍ରମିକ ଥିଲେ।
ଆଜି ସାରା ଦେଶର ବିଭିନ୍ନ ଶୈକ୍ଷିକ ଅନୁଷ୍ଠାନରେ ପାଳନ ହେଉଛି ଗୁରୁଦିବସ। ଏହି ଅବସରେ ବିଭିନ୍ନ ସ୍କୁଲ୍, କଲେଜ୍ ଓ ବିଶ୍ୱବିଦ୍ୟାଳୟର ପିଲାମାନେ ଗୁରୁଙ୍କୁ ନେଇ ଭାଷଣ ଦେବାକୁ ନିଜକୁ ପ୍ରସ୍ତୁତ କରୁଥିବେ। ଯେଉଁମାନେ ଏମିତି କରୁଛନ୍ତି ସେମାନଙ୍କ ପାଇଁ ଏହି ଲେଖା ଅତ୍ୟନ୍ତ ଉପକାରୀ।
ପାକିସ୍ତାନ ଆଗରେ ୧୮୨ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ।
ସଡକ ଦୁର୍ଘଟଣାରେ ଜୀବନ ହାରିଛନ୍ତି ବିଶିଷ୍ଟ ଶିଳ୍ପପତି ସାଇରସ୍ ମିସ୍ତ୍ରୀ। ଟାଟା ସନ୍ସ ସହିତ ଜଡିତ ଥାଇ ଅନେକ ଜନସେବା କରିଥିଲେ। ଆସନ୍ତୁ ଜାଣିବା ସାଇରସ୍ଙ୍କ ସହ ଜଡିତ ଅନ୍ୟାନ୍ୟ ତଥ୍ୟ।
BARC ବିଭିନ୍ନ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ବୈଜ୍ଞାନିକ ପଦବୀ ସହିତ ଅନ୍ୟାନ୍ୟ ପଦବୀ ମଧ୍ୟ ବାହାରିଛି। ଏହାର ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୭ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
ସଡ଼କ ଦୁର୍ଘଟଣାରେ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ପରଲୋକ ।
ବୁଡ଼ି ଯାଉଥିବା ଯୁବକଙ୍କ ବଞ୍ଚାଇ ଦେଲେ ମହିଳା । ଦୁଃସାହସ ପାଇଁ ପୋଲିସ୍ ଏବେ ତାଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ କରିଛନ୍ତି ।
ବିବେକ ଅଗ୍ନିହୋତ୍ରୀ ଆୟାନ ମୁଖାର୍ଜୀ ଏବଂ କରଣ ଜୋହରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଆୟାନଙ୍କୁ ବ୍ରହ୍ମାସ୍ତ୍ର କହିବା ଆସୁ ନଥିବା କହିବା ସହ କରଣଙ୍କୁ ଟାର୍ଗେଟ୍ କରି ବିବେକ କହିଛନ୍ତି ଯେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ LGBTQଙ୍କୁ ପରିହାସ କରାଯାଇଛି।