୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ରେରା ଆଇନ ଯୋଗୁଁ ବହୁ ସମସ୍ୟା ଭୋଗୁଛନ୍ତି ଜମି ମାଲିକ। ସମ୍ବଲପୁର ଡିଏସ୍ଆର୍ ଅଫିସକୁ ଅଚାନକ ଗସ୍ତ ଅବସରରେ ରାଜସ୍ବ ମନ୍ତ୍ରୀଙ୍କ ଏ ମନ୍ତବ୍ୟକୁ ନେଇ ଚର୍ଚ୍ଚା।
ସିଧା ଟାର୍ଗେଟ କରିବା ସହ ମନ୍ତ୍ରୀ କହିଛନ୍ତି ଯୋଗ୍ୟତା ଥିବା ଲୋକଙ୍କୁ ବାଦ୍ ଦେଇ ଗତ ବିଜେଡି ସରକାର ଜଣେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।
ନା...ଅରୁଣ ବାବୁ ଗାଡ଼ିଟାକୁ ଭଲରେ ଚଲାଇପାରୁନାହାନ୍ତି....କ୍ଲଜ୍ ଛାଡ଼ୁ ଛାଡ଼ୁ ଷ୍ଟାର୍ଟ ବନ୍ଦ, କଷ୍ଟେ ମଷ୍ଟେ ସିନା ଆଗକୁ ଗଡ଼ିଲା, ହେଲେ ଅରୁଣ ବାବୁଙ୍କ...
ଗଜପତିର ଅଡ଼ବା ଥାନା ଉଲିଆପଦା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାI ଓଲଟିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟିଂ ଗାଡ଼ିI ପାଇଲଟିଂ ଗାଡ଼ିର ଡ୍ରାଇଭର ସମେତ ୫ ଆହତ ।
କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତି । ଆଜିଠୁ କଳାହାଣ୍ଡି ଓ ନବରଂଗପୁରରେ ସର୍ଭେ ଆରମ୍ଭ ।