ପୂର୍ବ ଜେଡିଏସ୍-କଂଗ୍ରେସ ସରକାରଙ୍କୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସ୍ଥିତିକୁ ନେଇ ଆଲର୍ଟରେ ରହିଛି ବେଙ୍ଗାଲୁରୁ ପ୍ରଶାସନ ।
ଆଇଟି ନଗରୀକୁ ଏବେ ବଡ଼ ସାହାରା ଟ୍ରାକ୍ଟର । ସହର ସାରା ଚାଲୁଛି ମାଳ ମାଳ ଟ୍ରାକ୍ଟର ।
୫ମୃତ, ୨୦ ହଜାରରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ । ବେଙ୍ଗାଲୁରୁରେ ୯୦ବର୍ଷ ଭିତରେ ତୃତୀୟ ବଡ଼ ବର୍ଷା ।
ଆଇଟି ଇଂଜିନିୟରମାନେ ଟ୍ରାକ୍ଟରରେ ବସି ଅଫିସ ଯାଉଛନ୍ତି । କିଏ କିଏ ତ କ୍ରେନ୍ରେ ବସି ଅଫିସ ଯାଉଥିବାର ଦେଖିବାକୁ ମିଳିଛି ।
ଆଇଟି ଫାର୍ମ ଗୁଡ଼ିକୁ ୨୨୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ସୂଚନା ମିଳିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ORRCA ।
ଲୋକଙ୍କୁ ଅତି ଜରୁରୀ ନଥିଲେ ବାହାରକୁ ନଯାଇ ଘରେ ରହିବାକୁ ପ୍ରଶାସନ ଅପିଲ୍ କରିଛି।
ରାସ୍ତାରେ ଏତେ ପାଣି ଜମିଛି ଯେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁ ସହରରେ ହୋଇଥିବା ଜଳବନ୍ଦୀ ସ୍ଥିତି ଯୋଗୁ ହଜାରେ କୋଟିର କ୍ଷତି ହୋଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି।