ମହର୍ଷି ବ୍ୟାସଙ୍କ ମୁଖନିସୃତ ମହାଭାରତର କାହାଣୀକୁ ଲେଖିଥିଲେ ଶ୍ରୀଗଣେଶ। ଭାରତର କେଉଁ ଜାଗାରେ ଏହି ମହାଭାରତ ରଚନା ହୋଇଥିଲା ଆପଣ ଜାଣିଛନ୍ତି କି? ଜାଣିବା ପାଇଁ ପଢନ୍ତୁ…
ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।
ପଶ୍ଚିମୀ ରେଳବାଇ ତରଫରୁ ଲେବଲ୍ ୨, ୩, ୪ ଏବଂ ୫ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଜାରି କରାଯାଇଛି। ରହିଛି ଭଲ ଦରମା। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ମିଳିବ ଚାକିରି।
ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କଂଗ୍ରେସ ସଭାପତି ନିର୍ବାଚନରେ ସାମିଲ ହୋଇପାରନ୍ତି ।
'ଡନ୍ ୩'ର ସ୍କ୍ରିପ୍ଟକୁ ମନାକରି ଦେଇଛନ୍ତି ଶାହରୁଖ ଖାନ୍। ଏହାର ସ୍କ୍ରିପ୍ଟ ଫର୍ହାନ୍ ଅଖତର ଲେଖିଛନ୍ତି। ତେବେ ଏହି ସ୍କ୍ରିପ୍ଟକୁ ନେଇ ସେ ସନ୍ତୁଷ୍ଟ ନୁହନ୍ତି ନା ବକ୍ସ ଅଫିସ୍ ଫ୍ଲପ୍କୁ ନେଇ ରହିଛି ଭୟ!
କଂଗ୍ରେସ ଓ ଜେଏମ୍ଏମ୍ ବିଧାୟକଙ୍କୁ ରାୟପୁର ନିଆଯାଉଛି
ଜଣେ ସିକ୍ୟୁରିଟି ଗାର୍ଡକୁ ମାରି କି ଲାଭ ପାଇଲେ ?
ଅଡୁଆରେ ପଡିଲେ KRK। ନିଜର ବିବାଦୀୟ ଟ୍ୱିଟ୍ ପାଇଁ ଫସିଯାଇଛନ୍ତି। ମୁମ୍ବାଇ ପୋଲିସ୍ ତାଙ୍କୁ ଗିରଫ କରିଛି। ଏବେ ୧୪ ଦିନ ଖାଇବେ ଜେଲ୍ ହାୱା। ଜାଣନ୍ତୁ ସେ କ’ଣ ଟ୍ୱିଟ୍ କରିଥିଲେ।
ଦୁଇ ପିଲା ମୁହଁକୁ ବି ଚାହିଁଲାନି । ସ୍ତ୍ରୀକୁ ମାରି ରଶିରେ ଟାଙ୍ଗିଦେଲା ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ୍ ଲକର ଯାଞ୍ଚ କରିଛି CBI । ସିସୋଦିଆଙ୍କ ଉପସ୍ଥିତିରେ ଲକର ଯାଞ୍ଚ କଲା ସିବିଆଇ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇର ଛାନ୍ଭିନ୍ ।
ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ହ୍ୱାଟ୍ସଆପ୍(WhatsApp)ରେ ଜିଓମାର୍ଟ ସେବାର ଶୁଭାରମ୍ଭ ହୋଇଛି। ଏଣିକି ଗ୍ରାହକମାନେ ହ୍ୱାଟ୍ସଆପ୍ରେ ଜିଓମାର୍ଟରେ ସପିଙ୍ଗ କରିପାରିବେ।
ଏହି ଯୁବତୀ ସୁନ୍ଦର ଦିଶିବା ପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଏବେ ତାଙ୍କର ଏମିତି ଅବସ୍ଥା, ବୟଫ୍ରେଣ୍ଡ୍ କିମ୍ବା ରିଲେଶନଶିପ୍ ତ ଦୂରର କଥା ଲୋକମାନେ ତାଙ୍କୁ ମଣିଷ ଭାବେ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି।
ବଢିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୯୦୦ ରହିଛି ।
ବଲୁଚିସ୍ତାନ ଓ ସିନ୍ଧ ପ୍ରଦେଶ ଅଧିକ ପ୍ରଭାବିତ ହୋଇଛି ।
ନିର୍ମାଣାଧୀନ କୋଠା ମାଟିରେ ମିଶିବା ପରେ ଏବେ ସ୍ଥାନୀୟ ଲୋକେ ସେଠାରେ ଭିଡ଼ ଜମାଇ ସେଲଫି ନେଉଥିବା ଦେଖିବାକୁ ମିଳିଛି
ଅକ୍ଟୋବର ୧୭ରେ ନୂଆ ସଭାପତି ଚୟନ ନେଇ ନିର୍ବାଚନ ହେବାକୁ ଥିବା ବେଳେ, କିଏ ବୁଡ଼ୁ ଥିବା ନାଆର ମଙ୍ଗ ଧରିବ, ଏବେ ତା ଉପରେ ନଜର ।
ବନ୍ୟା ପରେ ସଙ୍ଗୀନ ସ୍ଥିତିରେ ପାକିସ୍ତାନ। ଟମାଟୋ କିଲୋ ୫୦୦ ବେଳେ ପିଆଜ କିଲୋ ୪୦୦...କଣ ଖାଇବେ? କେମିତି ଖାଇବେ? ଚିନ୍ତାରେ ପାକ୍ବାସୀ..
ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା-ନାସା ଏହି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା। ମାତ୍ର ରକେଟର ସ୍ପେସ୍ ଲଞ୍ଚ୍ ସିଷ୍ଟମ-SLS ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା।
୧୪ ଫୁଟ ଉଚ୍ଚତାରେ ଗଣେଶ ପ୍ରତିମୂର୍ତ୍ତି ଲାଲ ବାଗଚା ରାଜା ମଣ୍ଡପରେ ଶୋଭା ପାଉଛନ୍ତି ।
କାହାଣୀଟି ପୁରା ପଢ଼ନ୍ତୁ । ଆମର ଆଶା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଦୀପାବଳି ସୁଦ୍ଧା 5G ସେବାର ଶୁଭାରମ୍ଭ କରିବ ରିଲାଏନ୍ସ ଜିଓ । ଅକ୍ଟୋବର ସୁଦ୍ଧା ଦେଶର ୪ ପ୍ରମୁଖ ସହରରେ ମିଳିବ 5G ସେବା ।
ଝିଅକୁ ବଡ ଦାୟିତ୍ୱ ଦେଲେ ମୁକେଶ ଅମ୍ୱାନୀ । ଈଶା ହେଲେ ରିଲାଏନ୍ସ ରିଟେଲର ଲିଡର୍ ।
କଂଗ୍ରେସ ବିଶେଷ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କାହିଁକି କଂଗ୍ରେସ ଛାଡିଲେ, ସେନେଇ ଖୁଲାସା କରିଛନ୍ତି ଆଜାଦ ।
ଅଭିଯୁକ୍ତକୁ ଏହି ମାମଲାରେ ପୋଲିସ ଅଧିକ ପଚରାଉଚୁରା ଜାରିରଖିଛି।