ଯେତେ ସୁରକ୍ଷା ବ୍ୟବସ୍ଥା ଥାଉନା କାହିଁକି, ସିଟ୍ ବେଲ୍ଟ ପିନ୍ଧି ନଥିବାବେଳେ ଦୁର୍ଘଟଣା ଘଟିଲେ ଯାତ୍ରୀ ମୃତାହତ ହେବା ଆଶଙ୍କା ଯଥେଷ୍ଟ ଅଧିକ।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଇରସ୍ ମିସ୍ତ୍ରୀ ଓ ଜେହାଙ୍ଗିର କେହିବି ସିଟ୍ ବେଲ୍ଟ ପିନ୍ଧି ନଥିଲେ। ଗାଡ଼ିର ପଛ ସିଟ୍ରେ ସାଇରସ୍ ବସିଥିଲେ।
ସଡ଼କ ଦୁର୍ଘଟଣାରେ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ପରଲୋକ ।