ଇତିହାସ କରିଛନ୍ତି ଆଦିବାସୀ ଝିଅ ଗୋପିକା ଗୋବିନ୍ଦ। କେରଳର ଏକ ଗରିବ ପରିବାରରେ ଜନ୍ମ ହୋଇ ବି ସେ ହୋଇପାରିଛନ୍ତି ଏୟାର ହୋଷ୍ଟେସ୍। ଏନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ଭାଇରାଲ୍ ହେଉଛି ଲୋମଟାଙ୍କୁରା ଭିଡିଓ। ଜଣେ ଯାତ୍ରୀ ଟ୍ରେନ୍ରୁ ଖସି ପଡୁଥିଲେ। ଗୋଟିଏ ମୁହୂର୍ତ୍ତ ବି ଡେରି ହୋଇଥିଲେ ଚାଲିଯାଇଥାନ୍ତା ଜୀବନ। ସେଠାରେ ଥିବା ଜଣେ ରେଲ୍ୱେ ପୁଲିସ୍ ତାଙ୍କ ପାଖକୁ ଦୌଡିଗଲେ ଆଉ ତାଙ୍କୁ ଟ୍ରେନ୍ ଭିତରକୁ ଠେଲିଦେଲେ।
ମିଳିଛି ୫ ଲକ୍ଷ ବର୍ଷର ହାତୀ ଦାନ୍ତ। ଏହାର ଲମ୍ବ ଓ ଓଜନ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦାନ୍ତରୁ ଅନୁସନ୍ଧାନକାରୀମାନେ ଅନୁମାନ କରୁଛନ୍ତି ସେତେବେଳର ହାତୀ ପ୍ରାୟ ୧୬ ଫୁଟ ଲମ୍ବର ଥିଲେ। ତେବେ ଜାଣନ୍ତୁ ଏହି ଦାନ୍ତର ଲମ୍ବ ଓ ଓଜନ କେତେ।
ଭାରତରେ ଏମିତି ଅନେକ ନିଆରା ଜାଗା ଅଛି ଯାହାକୁ ଆପଣ ପ୍ରାୟ ଦେଖିଥିବେ। କିନ୍ତୁ ଏଇ ଭାରତରେ ଏମିତି କିଛି ଜାଗା ଅଛି ଯାହା ଅନ୍ତିମ ଜାଗା। ଆପଣ କେବେ ଏ ଜାଗା ବିଷୟରେ ଜାଣିଛନ୍ତି କି? ଜାଣିବା ପାଇଁ ପଢନ୍ତୁ…
ରେଳ ଟ୍ରାକ୍ରେ ପଡିଗଲେ ଯୁବକ। ଟ୍ରେନ୍ ଆସି କ୍ଷିପ୍ର ଗତିରେ ତାଙ୍କ ଉପରେ ଚାଲିଗଲା। ଯୁବକଙ୍କ ଉପସ୍ଥିତ୍ ବୁଦ୍ଧି ଯୋଗୁଁ ବଞ୍ଚିଗଲେ। ଭାଇରାଲ୍ ହେଉଛି ଏହି ଭିଡିଓ।
ଦିଲ୍ଲୀରେ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି ନୀତୀଶ ସୀତାରାମ ୟେଚୁରୀ ଓ ଡି.ରାଜାଙ୍କୁ ଭେଟିଲେ ନୀତୀଶ ।
୫ମୃତ, ୨୦ ହଜାରରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ । ବେଙ୍ଗାଲୁରୁରେ ୯୦ବର୍ଷ ଭିତରେ ତୃତୀୟ ବଡ଼ ବର୍ଷା ।
ଭାରତ ବାୟୋଟେକ୍ର ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଅନୁମତି । ଏମରଜେନ୍ସି ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ ।
ଆଇଟି ଇଂଜିନିୟରମାନେ ଟ୍ରାକ୍ଟରରେ ବସି ଅଫିସ ଯାଉଛନ୍ତି । କିଏ କିଏ ତ କ୍ରେନ୍ରେ ବସି ଅଫିସ ଯାଉଥିବାର ଦେଖିବାକୁ ମିଳିଛି ।
SAILରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଏଥିପାଇଁ SAIL ଆଟେଣ୍ଡାଣ୍ଟ୍-କମ୍-ଟେକ୍ନିସିଆନ୍ ଟ୍ରେନି ପଦରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
'ଦୁଲ୍ହେ ରାଜା'ର ରିମେକ୍ ଅଧିକାର ହାସଲ କଲା ଶାହରୁଖଙ୍କ ପ୍ରଡକ୍ସନ୍ ବ୍ୟାନର। ୧୯୯୮ର ଏହି କମେଡି-ଡ୍ରାମା ଫିଲ୍ମରେ ଗୋବିନ୍ଦା ଏବଂ ରବିନା ଟଣ୍ଡନ୍ ମୁଖ୍ୟ ଭୂମିକାରେ ଥିଲେ। ତେବେ ଆଜିର ଦର୍ଶକଙ୍କୁ ଏହାକୁ କିପରି ପରଷିଦିଆଯିବ ତାହା ସମୟ କହିବ।
ଅମିତାଭ ବଚ୍ଚନ ଆଜି ଯେଉଁ ଜାଗାରେ ପହଞ୍ଚିଛନ୍ତି କୌଣସି କାମ ନ କଲେ ବି ଅଭାବ ରହିବ ନାହିଁ। ତାଙ୍କୁ ୭୯ ବୟସ ହେଲାଣି। ତଥାପି ଥକି ନାହାନ୍ତି। ଏ ବୟସରେ ବି ସେ ଦୀର୍ଘ ୧୪ ଘଣ୍ଟା ପରିଶ୍ରମ କରନ୍ତି।
ଏଣିକି ଆଉ ଗାଡ଼ି ଚଳାଇବା ସମୟରେ ବନ୍ଦ ହେବନି ସିଟ୍ ବେଲ୍ଟ ଆଲାର୍ମ
କର୍ମଚାରୀଙ୍କ ଏଭଳି ଲୁକ୍ ଗ୍ରାହକ ଓ ସୋସିଆଲ ମିଡିଆ ଭ୍ୟୁୟର୍ସଙ୍କ ହୃଦୟ ଜିତି ନେଇଛି।
ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଗାଡ଼ିର ବେଗ ୧୩୦-୧୪୦ ଥିବାରୁ ଦୁର୍ଘଟଣା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯାହା ଫଳରେ ମୁଣ୍ଡ, ଛାତି, ଜଙ୍ଘ, ବେକର ହାଡ଼ ଭାଙ୍ଗି ଯାଇଥିଲା ।
କୋରିଆ ପାଣିପାଗ ପ୍ରଶାସନ(KMA) ସୂଚନା ଅନୁସାରେ ସୁପର ଟାଇଫୁନ୍ ହିନ୍ନାମନୋର ଲ୍ୟାଣ୍ଡଫଲ୍ କରିବା ପରେ ବ୍ୟାପକ କ୍ଷତି ଘଟାଇଛି।
ଆଉ ଆଇପିଏଲ୍ ଖେଳିବେନି ‘ମିଷ୍ଟର ଆଇପିଏଲ୍’। କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା। ସେ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ୍ ନେଇଥିବା ଘୋଷଣା କରିଛନ୍ତି । ଏନେଇ ଖୋଦ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ସୂଚନା ଦେଇଛନ୍ତି।
ହିନ୍ଦୁ ଯୁବକଙ୍କୁ ଲଭ୍ ମ୍ୟାରେଜ୍ କରିବା ପରେ ମୁସଲିମ୍ ଯୁବତୀଙ୍କ ଗୁହାରୀ
ପାକିସ୍ତାନଠାରୁ ମ୍ୟାଚ୍ ହାରିବା ପରେ ଭାବବିହ୍ୱଳ ହୋଇ ପ୍ରେସମିଟ୍ରେ ବଡ଼ ବୟାନ ଦେଇଛନ୍ତି ବିରାଟ କୋହଲି ।
୩୦ ବିଲିୟନ ଡଲାରର ସାପୁରଜି ପାଲୋନଜି ଗ୍ରୁପର ପରାଚାଳନା ଦାୟିତ୍ୱ କାହା ହାତରେ ରହିବ ? ତାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି ...
ଆଇଟି ଫାର୍ମ ଗୁଡ଼ିକୁ ୨୨୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ସୂଚନା ମିଳିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ORRCA ।
କର୍ମଚାରୀଙ୍କୁ ଛଟେଇ କରିବା ପରେ ମନସ୍ତାପରେ ରହୁଥିଲେ । ଏତେ ଲୋକ ରୋଜଗାର ହରାଇବା ପରେ କମ୍ପାନୀର ସିଏଫ୍ଓ ଜୀବନ ହାରିଦେଲେ ।
ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ହେବ ଆଲୋଚନା
ଲୋକଙ୍କୁ ଅତି ଜରୁରୀ ନଥିଲେ ବାହାରକୁ ନଯାଇ ଘରେ ରହିବାକୁ ପ୍ରଶାସନ ଅପିଲ୍ କରିଛି।