• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Teacher S Day In India

Some Motivational quotes in teachers day
Teacher’s Day 2023: ଜାଣିନିଅନ୍ତୁ ଗୁରୁ-ଶିଷ୍ୟ ପରମ୍ପରା ସହ ଜଡ଼ିତ କେତେକ ମୂଲ୍ୟବାନ ବାଣୀ

ଗୁରୁଙ୍କୁ କେତେକ ସ୍ଥାନରେ ବ୍ରହ୍ମା, ବିଷ୍ଣୁ, ମହେଶ ଏବଂ କେତେକ ସ୍ଥାନରେ ଗୋବିନ୍ଦ ମଧ୍ୟ କୁହାଯାଏ। ତେବେ ଆଜିର ଏହି ପବିତ୍ର ଗୁରୁଦିବସ ଅବସରରେ ଆସନ୍ତୁ ଗୁରୁ ପରମ୍ପରା ସହିତ ଜଡିତ କେତେକ ମୂଲ୍ୟବାନ ବାଣୀ ବିଷୟରେ ଜାଣିନେବା।

The educational institution has been transformed from a two-room asbestos house into a mahadrum
Teacher’s Day 2023: ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘରରୁ ମହାଦ୍ରୁମରେ ପରିଣତ ହୋଇଛି ଏହି ଶିକ୍ଷାନୁଷ୍ଠାନ

ନିଲାମ ଟଙ୍କାରେ ସେ ତିଆରି କରିଥିଲେ ମଣିଷ ତିଆରି କାରଖାନା। ଦୁଇ ବଖରା ଆଜ୍‌ବେଷ୍ଟସ୍‌ ଘରୁ ଆରମ୍ଭ ହୋଇଥିବା ସେହି ଶିକ୍ଷାନୁଷ୍ଠାନ ଏବେ ମହାଦ୍ରୁମରେ ପରିଣତ ହୋଇଛି। ସେ ହେଲେ ଢେଙ୍କାନାଳ ପରଜଙ୍ଗ ବ୍ଲକ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟର ଆଦର୍ଶ ଶିକ୍ଷକ ଶିଶିର ଦେହୁରୀ। ତେବେ ଆସନ୍ତୁ ଆଜି ଗୁରୁ ଦିବସ ଅବସରରେ ତାଙ୍କ ବିଷୟରେ ଜାଣିନେବା।

Physical Handicapped Teacher is teaching without money
Teacher’s Day 2023: ଦିବ୍ୟାଙ୍ଗ ଗୁରୁ; ବିନା ଅର୍ଥରେ କରୁଛନ୍ତି ଶିକ୍ଷାଦାନ, ଭବିଷ୍ୟତ ଗଢ଼ିବା ଏକ ମାତ୍ର ଲକ୍ଷ୍ୟ

ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନଙ୍କ ଅବଦାନ କିଛି କମ୍ ନୁହେଁ। ଅନେକ ସମୟରେ ଏ ସମାଜ ଏମିତି କିଛି ଗୁରୁଙ୍କୁ ପାଏ ଯେଉଁମାନେ ସବୁଦିନ ପାଇଁ ଉଦାହରଣ ହୋଇ ରହିଯାଆନ୍ତି। ସେମିତି ଜଣେ ଗୁରୁ ହେଲେ ମୟୂରଭଞ୍ଜର କଙ୍କ ମୁର୍ମୁ। ସେ ଦିବ୍ୟାଙ୍ଗ ସତ, ହେଲେ ବିନା ଅର୍ଥରେ କରୁଛନ୍ତି ଶିକ୍ଷାଦାନ।

Teacher’s Day 2023
Teacher’s Day 2023: ଜାଣନ୍ତୁ, କାହିଁକି ସେପ୍ଟେମ୍ବର ୫ରେ ପାଳନ ହୁଏ ଗୁରୁ ଦିବସ ?

ପ୍ରତିବର୍ଷ ସେପ୍ଟେମ୍ବର ୫କୁ ସାରାଦେଶ ଗୁରୁ ଦିବସ ଭାବେ ପାଳନ କରେ। ଗୁରୁ ହିଁ ଜଣେ ବ୍ୟକ୍ତିଙ୍କୁ ଜୀବନର ସଫଳତାର ଶିଖରକୁ ନେଇ ଯାଆନ୍ତି। ଜଣେ ଗୁରୁଙ୍କ ଆଶୀର୍ବାଦରେ ହିଁ ଆମେ ଅଜ୍ଞତାର ଅନ୍ଧକାରରୁ ଜ୍ଞାନର ଆଲୋକକୁ ଯାଇଥାଉ।

Five famous pauranik guru shishya stories
ଗୁରୁ ଦିବସରେ ଆସନ୍ତୁ ଜାଣିବା ୫ ମହାନ ଗୁରୁଙ୍କ ମହାନତା

ବିନା ଗୁରୁରେ କେହି ସଫଳତା ପାଇନି। ଗୁରୁ ହିଁ ଦେଖେଇଥାନ୍ତି ଆଲୋକର ମାର୍ଗ। ସଫଳତାର ଶୀର୍ଷରେ ପହଞ୍ଚାଇବାର ରାସ୍ତା। ଭାରତୀୟ ପୁରାଣରେ ଅନେକ ମହାନ ଗୁରୁଙ୍କ ଉଦାହରଣ ରହିଛି ଯେଉଁମାନଙ୍କ ଶିକ୍ଷା ସେମାନଙ୍କ ଶିଷ୍ୟମାନଙ୍କୁ କରିଛି ଶକ୍ତିଶାଳୀ। ଆସନ୍ତୁ ସେମିତି କିଛି ଗୁରୁଙ୍କ ବିଷୟରେ ଜାଣିନେବା।

Teachers day speech in odia
ଗୁରୁ ଦିବସରେ ଆପଣ କୌଣସି ଭାଷଣ ଦେବାକୁ ଚାହୁଁଛନ୍ତି କି, ଦେଖନ୍ତୁ…

ଆଜି ସାରା ଦେଶର ବିଭିନ୍ନ ଶୈକ୍ଷିକ ଅନୁଷ୍ଠାନରେ ପାଳନ ହେଉଛି ଗୁରୁଦିବସ। ଏହି ଅବସରେ ବିଭିନ୍ନ ସ୍କୁଲ୍, କଲେଜ୍ ଓ ବିଶ୍ୱବିଦ୍ୟାଳୟର ପିଲାମାନେ ଗୁରୁଙ୍କୁ ନେଇ ଭାଷଣ ଦେବାକୁ ନିଜକୁ ପ୍ରସ୍ତୁତ କରୁଥିବେ। ଯେଉଁମାନେ ଏମିତି କରୁଛନ୍ତି ସେମାନଙ୍କ ପାଇଁ ଏହି ଲେଖା ଅତ୍ୟନ୍ତ ଉପକାରୀ।