ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ତମ୍ବିତୁଫାନ
ଯୋଗୀଙ୍କ ବଡ଼ ମନ୍ତବ୍ୟ। ସ୍ୱାସ୍ଥ୍ୟବିଭାଗର ମେରୁଦଣ୍ଡ ହେଲେ ନର୍ସ...ପରାମର୍ଶ ଦେଇ କହିଲେ, ନର୍ସ ଏମିତି ବ୍ୟବହାର କରିବା ଦରକାର ଯେମିତି ରୋଗୀ ଖୁସି ହେବେ, ଆଉ ଆଶୀର୍ବାଦ ଦେବେ
QR କୋଡ୍ ସ୍କାନ୍ କରୁଥିଲେ ସାବଧାନ୍ . . .ଠକେଇର ଶିକାର ହୋଇପାରନ୍ତି . .
ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇବା ପରେ ଭଲ ପାଉଥିବା ଯୁବତୀଙ୍କୁ ଆଲିଙ୍ଗନ କରି ତାଙ୍କ ଦେହରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୪୫୦ ଟଙ୍କା ରହିଛି ।
ଦୀର୍ଘ ଦିନର ଭଲ ପାଇବାର ଅନ୍ତ ଯେ ଏମିତି ଘଟିବ, ତାହା କେହି ବି ବିଶ୍ୱାସ କରିପାରିବେନି । ବାହା ହୋଇ ସୁଖର ସଂସାର କରିବା ପାଇଁ ସ୍ୱପ୍ନ ଦେଖିଥିବା ମଣିଷ ଯଦି ସେହି ମନର ମଣିଷକୁ ଅଧା ବାଟରେ ହରାଇ ଦିଏ। ତେବେ କେତେ ଯେ କଷ୍ଟ, ତାହା ଅଙ୍ଗେ ଲିଭାଇଥିବା ମଣିଷ ହିଁ ବୁଝିପାରିବ ।
ଜଜ୍ଙ୍କ ସାମ୍ନାରେ ଅଫତାବ୍ ସତ ମାନିଥିଲା। ଅଫତାବ୍ କହିଥିଲା ଯେ, ଯାହା ବି କିଛି ସେ କରିଥିଲା, ତାହା HEAT OF THE MOMENT ଥିଲା।
ନିର୍ଧୁମ ଛେଚା ଖାଇଲେ ବିଧାୟକ। ଆମ୍ ଆଦମୀ ପାର୍ଟି ବିଧାୟକ ଗୁଲାବ ସିଂହ ଯାଦବଙ୍କୁ ପିଟିଲେ ଲୋକେ। ଫଳରେ ବୈଠକ ଛାଡି ଦୌଡିଲେ ବିଧାୟକ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ।
ବିମାନରେ ଯାତ୍ରା କରୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ଭାରତ ସରକାର ନୂଆ ନିୟମ ଜାରି କରିଛନ୍ତି। ଏଣିକି ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ସେଲ୍ଫ-ଡିକ୍ଲାରେସନ୍ ଫର୍ମ(Self-Declaration Form) ପୂରଣ କରିବାର ଆଉ କୌଣସି ଆବଶ୍ୟକତା ନାହିଁ।
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କାର୍ ଦୁର୍ଘଟଣାରେ ୨୫ ବର୍ଷୀୟ ସୋସିଆଲ୍ ମିଡିଆ ସେଲିବ୍ରେଟିଙ୍କ ମୃତ୍ୟୁ ହୋଇଛି। ଦ୍ରୁତ ଗତିରେ ଥିବା ରୋହିତଙ୍କ କାର୍ ବୁଲାଣି ନିକଟରେ ଗାଡ଼ି ବୁଲାଇ ନପାରିବାରୁ ଗଛରେ ଯାଇ ପିଟି ହୋଇଥିଲା।
ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଆକ୍ଟିଭ କରିବା ପରେ ଟ୍ରମ୍ପଙ୍କ ସମର୍ଥକ ଏବଂ ବିରୋଧୀମାନେ ମୁହାଁମୁହିଁ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଏଲନ୍ ମସ୍କ ଟ୍ୱିଟର୍ ଓ ଟେସଲାର ସିଇଓ ପଦରୁ ଇସ୍ତଫା ଦେବାକୁ ନେଇ କଳ୍ପନାଜଳ୍ପନା ଚାଲିଛି।
୪୧ ବର୍ଷୀୟ ଧୋନି ଆଉ ଏକ ଟ୍ରଫି ଉପରେ ନିଜର ହାତ ରଖିଛନ୍ତି । ପ୍ରଶଂସକମାନେ ତାଙ୍କ ବିଜୟ ଅଭ୍ୟାସକୁ ଜୀବନ୍ତ ରଖିଥିବାର ଦେଖି ବହୁତ ଖୁସି ଅଛନ୍ତି ।
ଆମେ ଯେଉଁ ଖବର ବା ଯେଉଁ ପ୍ରେରଣାଦାୟୀ କାହାଣୀ ଆପଣଙ୍କୁ କହିବୁ ତାହା ଆପଣ ବୋଧ ହୁଏ କେବେ ଶୁଣିନଥିବେ ।
ପ୍ରଥମେ ଟ୍ୱିଟର,ଫେସବୁକ୍, ଆମାଜନ୍ ପରେ ଏବେ ଏହି ରେସ୍ରେ ସାମିଲ ହୋଇଯାଇଛି ଜୋମାଟୋ । ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା ଜୋମାଟୋ ତାର ବିଭିନ୍ନ ବିଭାଗର କର୍ମଚାରୀଙ୍କୁ କମ୍ପାନୀ ଛାଡ଼ିବାକୁ ନୋଟିସ ଦେଇଛି।
ଦୁଇଟି ପ୍ଲେଟ୍କୁ ଏବେ ଦେଖିଲେ ଲାଗୁଛି ଯେମିତି ଏଥିରେ ହୀରା ଖଞ୍ଜାଯାଇଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଏବେ ଖୁବ୍ ଚର୍ଚ୍ଚା ଚାଲିଛି ।
ଭୂକମ୍ପରେ ଅତି କମରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ସରକାରୀ ସ୍ତରରୁ କାମ ହାସଲ କରିବାକୁ ହେଲେ କ’ଣ ଏଭଳି ପ୍ରତିବାଦ କରିବାକୁ ହେବ ?
ICU ଭିତରେ ଗାଈ ବୁଲିବା ନିହାତି ଭାବେ ଆଶ୍ଚର୍ଯ୍ୟ ଏବଂ ଚିନ୍ତାର ବିଷୟ ।
ଆୟୁଷି ନିଜ ପିତା ନିତେଶ ଯାଦବଙ୍କୁ ନକହି ଘରୁ ବାହାରିକି ବୁଲିବାକୁ ଚାଲିଯାଇଥିଲେ ।
ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଷଡ଼ଯନ୍ତ୍ର । ତଥାପି ପୋଲିସ୍ ଆଖିରେ ଧୂଳି ଦେଇ ପାରିଲାନି ଅଭିଯୁକ୍ତ ।
ଏଭଳି ଘଟଣା ଯଦି ବାରମ୍ବାର ଘଟେ ତେବେ ଏହା ସମାଜ ପାଇଁ ଏକ ଅଶୁଭ ସଙ୍କେତ କହିଲେ ଭୁଲ ହେବ ନାହିଁ ।
ଏପଟେ ପ୍ରିପେଡ୍ ଅଟୋ ଚାଲିନଥିବାରୁ ସହରବାସୀଙ୍କ ଅସନ୍ତୋଷ,ଅଟୋ ଚାଳକ ଯାତ୍ରୀଙ୍କଠାରୁ ମନ ଇଚ୍ଛା ଦର ନେଉଥିବା ଅଭିଯୋଗ
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପୁଣେ-ବେଙ୍ଗଲୁରୁ ହାଇେଓ୍ୱରେ ଏହି ଦୁର୍ଘଟଣା ଘଟିଛି ।