ବିମାନରେ ଯାତ୍ରା କରୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ଭାରତ ସରକାର ନୂଆ ନିୟମ ଜାରି କରିଛନ୍ତି। ଏଣିକି ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ସେଲ୍ଫ-ଡିକ୍ଲାରେସନ୍ ଫର୍ମ(Self-Declaration Form) ପୂରଣ କରିବାର ଆଉ କୌଣସି ଆବଶ୍ୟକତା ନାହିଁ।