ଯୋଗୀଙ୍କ ବଡ଼ ମନ୍ତବ୍ୟ। ସ୍ୱାସ୍ଥ୍ୟବିଭାଗର ମେରୁଦଣ୍ଡ ହେଲେ ନର୍ସ...ପରାମର୍ଶ ଦେଇ କହିଲେ, ନର୍ସ ଏମିତି ବ୍ୟବହାର କରିବା ଦରକାର ଯେମିତି ରୋଗୀ ଖୁସି ହେବେ, ଆଉ ଆଶୀର୍ବାଦ ଦେବେ
ଏମିତିରେ ବି ପ୍ରତି ବର୍ଷ ୟୁପି ସରକାର ମାଆ ଓ ଭଉଣୀମାନଙ୍କୁ ରକ୍ଷା ବନ୍ଧନ ଦିନ ୨୪ ଘଣ୍ଟା ପାଇଁ ମାଗଣା ବସ୍ ସେବା ଯୋଗାଇଥାନ୍ତି ।