ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ।
ମସାଜ ଭିଡିଓ ପରେ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ରିଜିଲ୍ ହୋଇଛି ।
ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ତମ୍ବିତୁଫାନ
ଜେଲ ପରିସରରେ ଆପ୍ ମନ୍ତ୍ରୀଙ୍କୁ ମାଲିସ କରାଯାଉଥିବା ଭିଡିଓ ଭାଇରାଲ ହୋଇଛି ।
ଜେଲରୁ ଚିଠି ଲେଖିଲା କନମ୍ୟାନ୍ ସୁକେଶ ଚନ୍ଦ୍ରଶେଖର
ସିବିଆଇ କହିଥିଲା ଯେ ଶ୍ରୀ ଜୈନ ଓ ତାଙ୍କ ପରିବାର ୪ଟି ଶେଲ କମ୍ପାନୀ ଖୋଲିଥିଲେ।