• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Death Anniversary

mysterious death of lal bahadur shastri
Lal Bahadur Shastri Death Anniversary: କିପରି ହେଲା ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଦେହାନ୍ତ…

ଆଜି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି। ତେବେ ଶାସ୍ତ୍ରୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା ତାହା ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ତେବେ ଆଜି ତାଙ୍କ ପୁଣ୍ୟତିଥି ଅବସରରେ ଆସନ୍ତୁ ଶାସ୍ତ୍ରୀଙ୍କ ସହିତ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ନଜର ପକେଇ ନେବା।

s
ଆଜି ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।

Rishi Kapoor death anniversary
Rishi Kapoor Death Anniversary: ୮୦ ଦଶକର ଚର୍ଚ୍ଚିତ ପ୍ରେମୀ ଋଷି-ନୀତୁ କପୁର

ଆଜି ସିନା ଏ ଦୁନିଆରେ ଋଷି କପୁର ନାହାଁନ୍ତି, କିନ୍ତୁ ତାଙ୍କ ଜୀବନସାଥୀ ନୀତୁ କପୁର ତାଙ୍କୁ ଆଜି ବି ଝୁରି ହୁଅନ୍ତି। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ପ୍ରସିଦ୍ଧ ଥିଲା। ଉଭୟଙ୍କୁ ବଲିଉଡର ରୋମାଣ୍ଟିକ୍ ଦମ୍ପତି ବୋଲି କୁହାଯାଉଥିଲା। ସେମାନଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା ଆସନ୍ତୁ ଜାଣିବା।

Biju Patnaik
ଆଜି ବିଜୁ ବାବୁଙ୍କ ତିରୋଧାନ ଦିବସ; ଜାଣନ୍ତୁ କେମିତି ଥିଲା ତାଙ୍କ ରାଜନୈତିକ ଯାତ୍ରା

ବିଜୁ ବାବୁ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ।

Bappi Lahiri death anniversary know why he like gold and silver jewellery
Death Anniversary: ବାପି ଲାହିରିଙ୍କ ପାଇଁ ଭାଗ୍ୟ ଥିଲା ସୁନା-ରୂପା ଅଳଙ୍କାର

ଆଜି ବାପି ଲାହିରିଙ୍କ ପୁଣ୍ୟତିଥି। ତାଙ୍କୁ ଭଲ ପାଉଥିବା ସେ ବଲିଉଡକୁ ଏକାଧିକ ମନଛୁଆଁ ଗୀତ ଦେଇଛନ୍ତି। ଚଳଚ୍ଚିତ୍ରରେ ନିଜର ସ୍ୱତନ୍ତ୍ର ସ୍ୱର ଏବଂ ସଙ୍ଗୀତ ପାଇଁ ବାପି ସର୍ବଦା ଜଣାଶୁଣା। ଆପଣ ଜାଣିଛନ୍ତି କି ସେ କାହିଁକି ଏତେ ଅଳଙ୍କାର ପିନ୍ଧୁଥିଲେ? ଦେଖନ୍ତୁ…

Death Anniversary Of Lal Bahadur Shastri
Death Anniversary: ଶାସ୍ତ୍ରୀଜୀଙ୍କ ଜୀବନାଦର୍ଶ ଆଜି ବି ସଠିକ୍ ମାର୍ଗଦର୍ଶନ କରେ

ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ମୃତ୍ୟୁ ବାର୍ଷିକୀ। ସେ ଏପରି ଜଣେ ପ୍ରଧାନମନ୍ତ୍ରୀ ଥିଲେ, ଯାହାଙ୍କ ଆହ୍ୱାନରେ ସମଗ୍ର ଦେଶ ଗୋଟିଏ ଓଳି ଭୋଜନ ମଧ୍ୟ ଛାଡ଼ିଦେଇଥିଲା। ତାଙ୍କର ଚିନ୍ତାଧାରା ଆଜିବି ଲୋକଙ୍କୁ ସଠିକ୍ ପଥରେ ଚାଲିବାକୁ ଶିଖାଏ।

Dev Anand death anniversary actor and his tragic and timeless love story
ରୋମାଣ୍ଟିକ୍ ସିନେମାର ନାୟକ, ରୋମାଣ୍ଟିକ୍‌ ଲାଇଫ୍‌ରେ ବିଫଳ

ଦେବ ଆନନ୍ଦ ବଲିଉଡ୍‌କୁ ଦେଇଛନ୍ତି ଅନେକ ରୋମାଣ୍ଟିକ୍ ଫିଲ୍ମ। ତାଙ୍କ ଫିଲ୍ମ ଦେଖି ଅନେକ ପ୍ରେମୀ ଉତ୍ସାହିତ ହେଉଥିଲେ। ଏହି ରୋମାଣ୍ଟିକ୍ ହିରୋଙ୍କର କିନ୍ତୁ ରୋମାଣ୍ଟିକ ଜୀବନ ଖୁବ ଦୁଖଦଃ ଥିଲା। ଆଜି ତାଙ୍କ ପୁଣ୍ୟତିଥିରେ ଆସନ୍ତୁ ତାଙ୍କ ସହ ଜଡିତ ପ୍ରେମ କାହାଣୀ ଉପରେ ନଜର ପକେଇ ନେବା।

Rana Pratap
ସହିଦ ରାଣାପ୍ରତାପକଙ୍କୁ ଝୁରୁଛି ତାଳଚେର ମାଟି; ପ୍ରଥମ ଶ୍ରାଦ୍ଧ ଦିବସରେ ଖୋଜିଲେ, ଲୋଡ଼ିଲେ ଆତ୍ମୀୟ

କିଏ ଭୁଲିପାରିବ ସେ ଦିନର ଏହି କାଳ ଅଘଟଣକୁ । ଆଜି ବି ଛାତି ଥରାଇ ଦିଏ ,ଦେଶକୁ ଦୋହଲାଇ ଦେଇଥିବା ସିଡିଏସଙ୍କ ହେଲିକପ୍ଚର ଦୁର୍ଘଟଣା ଖବର। ଯେଉଁଥିରେ ସବୁଦିନ ପାଇଁ ଆଖି ବୁଜିଥିଲେ ଦେଶର ପ୍ରଥମ ସିଡିଏସ ସ୍ୱର୍ଗତ ବିପିନ ରାୱତ । ଆଉ ସେହି ହେଲିକପ୍ଚର ଦୁର୍ଘଟଣାରେ ବି ଆଖି ବୁଜିଥିଲେ ଓଡ଼ିଆ ପୁଅ ରାଣାପ୍ରତାପ । ଆଜି ସହିଦ ରାଣାପ୍ରତାପଙ୍କୁ ଝୁରୁଛି ତାଳଚେର ଅଞ୍ଚଳ...

Mahatma Gandhi's death anniversary
ମହାତ୍ମା ଗାନ୍ଧିଙ୍କ ୭୪ତମ ତିରୋଧାନ ଦିବସ, ଉନ୍ମୋଚିତ ହେଲା ପୁସ୍ତକ

ସେ ଥିଲେ ଜାତିର ପିତା, ମହାତ୍ମା, ଆଉ କାହା ପାଇଁ ବାପୁ ମଧ୍ୟ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମର ନାୟକ, ଅହିଂସାର ପୁରଧା । ମୋହନ ଦାସ କରମଚାନ୍ଦ ଗାନ୍ଧି ଅବା ମହାତ୍ମା ଗାନ୍ଧିଙ୍କ ଆଜି ୭୪ତମ ତିରୋଧାନ ଦିବସ । ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ଗାନ୍ଧୀଙ୍କ ଉପରେ ଲିଖିତ ପୁସ୍ତକର ଉନ୍ମୋଚନ ହୋଇଛି ।