Advertisment

Today Panchang 15th Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 15th Feb 2023

Today Panchang

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର,ଚନ୍ଦ୍ର – ବିଛା ରାତ୍ରି ୧୨.୪୪ ଗତେ ଧନୁ ,ତିଥି – ୯ମୀ ପ୍ରାତଃ ୦୭.୩୯ ଗତେ ୧୦ମୀ,ଘାତ ଚନ୍ଦ୍ର – ରାତ୍ରି ୧୨.୪୪ ଗତେ ତୁଳା, କୁମ୍ଭ,ଘାତ ବାର- କର୍କଟ,ପୁଷ୍କର ଦୋଷ – ନାସ୍ତି ।

Advertisment

ଶୁଭ ସମୟ-

  • ଦିବା ୦୯.୨୯ ରୁ ୦୭.୫୦
  • ଦିବା ୧୦.୩୫ ରୁ ୧୧.୩୮
  • ଦିବା ୦୧.୫୪ ରୁ ୦୪.୫୬
  • ସନ୍ଧ୍ୟା ୦୬.୩୨ ରୁ ୧୦.୪୪
  • ରାତ୍ରି ୦୨.୦୬ ରୁ ୦୩.୦୯

ଅଧିକ ପଢ଼ନ୍ତୁ: ଡ୍ରଇଂରୁମ୍‌ର କେଉଁଠି ପକାଇବେ ସୋଫା, କେଉଁଠି ରଖିବେ ଝରକା

ଅଶୁଭ ସମୟ:

  • ଋାହୁକାଳ - ନିଶାନ୍ତ ୦୫.୩୨ ଗତେ ଆଗ୍ନେୟେ
  • କାଳବେଳା – ଦିବା ୧୨.୦୦ ରୁ ୦୧.୨୬
  • ବାରବେଳା – ଦିବା ୦୯.୧୦ ରୁ ୧୦.୩୫
  • କାଳରାତ୍ରି – ଦିବା ୧୨.୦୦ ରୁ ୦୧.୨୬
Advertisment
Panchang
Advertisment
Advertisment