/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676347420.jpg)
Today Panchang
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର। ଚନ୍ଦ୍ର – ବିଛା ଅହୋରାତ୍ର,ତିଥି – ୮ମୀ ଦିବା ୦୯.୦୪ ଗତେ ୯ମୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ମକର,ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ
Advertisment
ଶୁଭ ସମୟ:
- ଦିବା ୦୯.୧୦ ରୁ ୧୦.୫୨
- ଦିବା ୦୧.୦୯ ରୁ ୦୧.୨୬
- ଦିବା ୦୪.୧୬ ରୁ ୦୪.୫୬
- ସନ୍ଧ୍ୟା ୦୫.୪୧ ରୁ ୦୬.୩୨
- ରାତ୍ରି ୦୨.୦୬ ରୁ ୦୩.୪୮
ଅଧିକ ପଢ଼ନ୍ତୁ: କାହିଁକି ଦେଖାଦିଏ ଆର୍ଥିକ ଓ ପାରିବାରିକ ସଂକଟ; ଜାଣନ୍ତୁ ନିରାକରଣ
ଅଶୁଭ ସମୟ:
- ଋାହୁକାଳ - ଦିବା ୦୨.୫୧ ରୁ ୦୪.୧୬
- କାଳବେଳା – ଦିବା ୦୧.୨୬ ରୁ ୦୨.୫୧
- ବାରବେଳା – ପ୍ରାତଃ ୦୭.୪୫ ରୁ ୦୯.୧୦
- କାଳରାତ୍ରି – ସନ୍ଧ୍ୟା ୦୭.୧୬ ରୁ ୦୮.୫୧
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)