ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗ ଯାଞ୍ଚ କରିଥିବା ସୂଚନା ମିଳିଛି। ଯାଞ୍ଚ ପାଇଁ ଆଇଟି ଅଧିକାରୀ ବିବିସିର କିଛି କର୍ମଚାରୀଙ୍କ ମୋବାଇଲ୍ ଫୋନ୍, ଲାପ୍ଟପ୍ ନେଇ ଯାଇଥିବା ଜଣାପଡ଼ିଛି।