• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ବିଛା ଅହୋରାତ୍ର,ତିଥି – ୭ମୀ ରାତ୍ରି ୦୮.୨୨ ଗତେ ୮ମୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ମକର,ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ରାତ୍ରି ୦୮.୨୨ ଗତେ ୧ ପାଦ

ଶୁଭ ସମୟ:

ଦିବା ୦୮.୫୮ ରୁ ୧୦.୪୪

ଦିବା ୦୧.୦୭ ରୁ ୦୧.୨୫

ଦିବା ୦୪.୨୩ ରୁ ୦୫.୦୪

ସନ୍ଧ୍ୟା ୦୫.୫୨ ରୁ ୦୬.୪୦

ରାତ୍ରି ୦୧.୫୬ ରୁ ୦୩.୩୩

ଅଶୁଭ ସମୟ:

ଋାହୁକାଳ – ଦିବା ୦୨.୫୪ ରୁ ୦୪.୨୩

କାଳବେଳା – ଦିବା ୦୧.୨୫ ରୁ ୦୨.୫୪

ବାରବେଳା – ପ୍ରାତଃ ୦୭.୨୮ ରୁ ୦୮.୫୮

କାଳରାତ୍ରି – ସନ୍ଧ୍ୟା ୦୭.୨୩ ରୁ ୦୮.୫୩