• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Govt Employees

Goverment Employee
ଅଡୁଆରେ ସରକାରୀ କର୍ମଚାରୀ; BJD ପାଇଁ କରୁଥିଲେ ଖୋଲାଖୋଲି ପ୍ରଚାର !

ସରକାରୀ କର୍ମଚାରୀ ହେବା ସତ୍ତ୍ୱେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଏମାନେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲା ବିଜେପି।

Old pension scheme
ଲୋକସଭାରେ ଉଠିଲା ପୁରୁଣା ପେନ୍‌ସନ୍‌ କଥା; ମନ୍ତ୍ରୀ କହିଲେ...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍‌ ସ୍କିମ୍‌ (OPS) ଫେରାଇ ଆଣିବା ପାଇଁ କୌଣସି ଯୋଜନା ହୋଇନାହିଁ କି ଏ ସମ୍ପର୍କରେ କିଛି ବିଚାର କରାଯାଇନାହିଁ ।

Jaga Mission Odisha
‘ଜାଗା ମିଶନ’ରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ?

ଜାଗା ମିଶନରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ? ସହରରେ ଭୂମିହୀନଙ୍କ ପାଇଁ ଜାଗା ଓ ବସତି ଦେବା ଲକ୍ଷ୍ୟରେ ସରକାରଙ୍କ ତଥାକଥିତ ବିଶ୍ୱର ସର୍ବବୃହତ ଯୋଜନାରେ ଘର ପାଉଛନ୍ତି ତ ବସ୍ତି ବାସିନ୍ଦା ? ନା କେବଳ ଭେଳିକି ?

Jaga Mission Odisha
‘ଜାଗା ମିଶନ’ରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ?

ଏପରିକି ପ୍ରାଥମିକ ସର୍ଭେ ପରେ ଯେଉଁ ହିତାଧିକାରୀଙ୍କ ତାଲିକା ବାହାରିଛି ସେଥିରେ ଅନେକ ଯୋଗ୍ୟ ଲୋକଙ୍କ ନାଁ ନଥିବା ଏବଂ ପ୍ରୀୟାପ୍ରୀତି କରି ତାଲିକାରେ ସରକାରୀ ଚାକିରିଆଙ୍କ ନାଁ ଯୋଡ଼ା ଯାଇଥିବା ଅଭିଯୋଗ ହୋଇଛି ।

A Big Jolt To Govt Employees
ସରକାରୀ ଚାକିରିଆଙ୍କୁ ବଡ଼ ଝଟ୍‌କା ! ମହଙ୍ଗା ଭତ୍ତାକୁ ନେଇ ଆସିଲା ଏମିତି ଖବର...

କେନ୍ଦ୍ର ସରକାରୀ କର୍ମଚାରୀମାନେ ଜାନୁଆରୀ ମାସର ମହଙ୍ଗା ଭତ୍ତା ଅପେକ୍ଷାରେ ଥିବାବେଳେ ହୋଲି ପୂର୍ବରୁ ସରକାର ଘୋଷଣା କରିବେ ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏ ପର୍ଯ୍ୟନ୍ତ ଏନେଇ କିଛିବି ଘୋଷଣା ହୋଇନାହିଁ।

Now retirement at the age of 50! Know new decision!
୫୦ ବର୍ଷ ହେଲେ ଚାକିରିରୁ ବିଦା ହେବେ କର୍ମଚାରୀ !

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ୫୦ ଡେଇଁଲେ ଆଉ କରିପାରିବେନି ଚାକିରି....ସରକାର ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କେବେଠାରୁ ଲାଗୁ ହେବ ନିୟମ....

Week Off for govt employee
ବଡ଼ ଖବର: ଏଣିକି ସରକାରୀ ଚାକିରିଆଙ୍କୁ ସପ୍ତାହକୁ ମିଳିବ ୨ ଦିନ ଛୁଟି

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର । ଏପ୍ରିଲରୁ ସପ୍ତାହକୁ ୫ ଦିନ କାମ ଶନିବାର ଓ ରବିବାର ଛୁଟି ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର।

Cyclone Jawad Alert- Khordha Administration Preps Up, Cancels Govt Employees’ Leaves
ବାତ୍ୟା ପାଇଁ ଛୁଟି ବାତିଲ

ବାତ୍ୟା ପାଇଁ ଛୁଟି ବାତିଲ : ସଜାଗ ରହିବାକୁ ଦିଆଗଲା ନିର୍ଦ୍ଦେଶ…ସମ୍ଭାବ୍ୟ ବାତ୍ୟା ୪ ତାରିଖରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବାକୁ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏନେଇ ପ୍ରସ୍ତୁତି କରିଛି । ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

govt office
ଏଣିକି ସକାଳ ୧୦ ନୁହେଁ ବରଂ ୯ଟା ସୁଦ୍ଧା ଅଫିସ୍‌ରେ ପହଞ୍ଚିବେ ସରକାରୀ କର୍ମଚାରୀ: ନଚେତ୍‌..

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ଆଉ ଚଳିବ ନାହିଁ ସେମାନଙ୍କ ମନମାନି। କାରଣ ଏଣିକି ଆଉ ଦିନ ୧୦ ଟା ନୁହେଁ ବରଂ ସକାଳ ୯ଟା ସୁଦ୍ଧା ନିଜ ନିଜ ଅଫିସ୍‌ରେ ପହଞ୍ଚିବେ କର୍ମଚାରୀ। ଯଦି ଏହି ନିୟମକୁ କର୍ମଚାରୀମାନେ ନମାନନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।