ବର୍ତ୍ତମାନର ସମୟରେ କୌଣସି ଏକ ରେଷ୍ଟୁରାଣ୍ଟକୁ ଗଲେ ସେମାନଙ୍କର ମେନୁରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟ ରହିଥିବା ଦେଖିବାକୁ ମିଳୁଛି । ଏହା ସହ ଏପରି ମଧ୍ୟ କେତେକ ରେଷ୍ଟୁରାଣ୍ଟ ଅଛି, ଯେଉଁଥିରେ କେବଳ ନିରାମିଷ କିମ୍ବା କେବଳ ଆମିଷ ମିଳେ ।
ଏହି ରେଷ୍ଟୁରାଣ୍ଟର ଆଉ ଏକ ବିଶେଷତ୍ୱ ହେଲା, ଏହା ଅଧିକ ଓଜନର ଲୋକ ବା ମୋଟା ଲୋକଙ୍କୁ ମାଗଣା ଖାଇବାକୁ ଦେଇଥାଏ । ଏହି ଘୋଷଣା ପରେ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ଭିଡ଼ ଜମୁଛି ।
ଆମେରିକା ରାଷ୍ଟ୍ରପତି ବି ରେଷ୍ଟୁରାଣ୍ଟକୁ ଯାଆନ୍ତି ଏବଂ ଡିସ୍କାଉଣ୍ଟରେ ଖାଦ୍ୟ କିଣନ୍ତି। କେଉଁ ରାଷ୍ଟୁରାଣ୍ଟ ଏମିତି ଅଫର ଦିଏ ? କାହିଁକି ଦିଏ ?
ତୁର୍କୀର ଏକ ରେଷ୍ଟୁରାଂଟକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ସେଠାକାର ରୋଷେୟା ସେଫ୍ ନୁସରତ ଗୋକ୍ ଓରଫ୍ ସଲ୍ଟ ବେ ସମଗ୍ର ବିଶ୍ୱରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।