ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଖୁସି ହେଉଛି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଯେଉଁଦିନ ଆମେ ଖୁସିର ମୁଲ୍ୟକୁ ବୁଝିବା ଆମେ ଦୀର୍ଘଦିନ ଧରି ଉତ୍ସାହର ସହ ବଞ୍ଚିବାକୁ ଆରମ୍ଭ କରିବା।
ବିଜ୍ଞାପନ ବଦଳରେ ହଠାତ୍ ଏଲ୍ଇଡି ସ୍କ୍ରିନ୍ରେ ପ୍ରସାରଣ ହେଲା ଅଶ୍ଲୀଳ ଫିଲ୍ମ। ତା’ବି ପୁଣି ସର୍ବସାଧାରଣ ସ୍ଥାନରେ। ଏଥିପାଇଁ ଲୋକଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା।
ବଲିଉଡ୍ର ଭାଇଜାନ ସଲମାନ ଖାନଙ୍କ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା। ଇ-ମେଲ୍ରେ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।
ପ୍ରେମ କରି ହଟହଟା ହେଲେ ବିବାହିତ ଯୁବକ ।
ନାବାଳିକା ଜଣକ ରାତିରେ ତାଙ୍କ ଗୃହପାଳିତ ପଶୁଙ୍କୁ ଖାଇବାକୁ ଦେବାକୁ ଯିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଉଠାଇନେଇ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିସାରିବା ପରେ ଅଭିଯୁକ୍ତ ଯୁବକମାନେ ସେଠାରୁ ଚାଲିଯିବା ପରେ ପୀଡ଼ିତା ରଶି ରଗାଇ ଆତ୍ମହତ୍ୟା କେରିଛନ୍ତି ।
ଜଣେ ଆଙ୍କର ଖବର ପରିବେଶଷଣ କରିବା ସମୟରେ ଷ୍ଟୁଡିଓରୁ ହଠାତ୍ ତଳକୁ ଖସିପଡ଼ିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି । ଘଟଣାଟି ଘଟିଛି କାର୍ଲିଫନିଆର ଏକ ନ୍ୟୁଜ୍ ଚ୍ୟାନେଲରେ ।
AIIMSରେ ସୃଷ୍ଟି ହୋଇଥିବା ପଦବୀ ପୂରଣ ପାଇଁ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ନୀତି ଆୟୋଗ କମିଟିର ସଦସ୍ୟ ଡଃ. ବି.କେ ପାଲ୍, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଏବଂ ଦିଲ୍ଲୀ AIIMSର ନିର୍ଦ୍ଦେଶକ ସାମିଲ ହେବେ ।
ଚୀନ୍ରେ ଦ୍ରୁତଗତିରେ ଜନସଂଖ୍ୟା ହ୍ରାସ ପାଉଥିବା କୁହାଯାଉଛି। ଏ ବିଷୟରେ ଚିନ୍ତା କରି ଚୀନ୍ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରିଛି। ଏଠାରେ କିଛି ଶୁକ୍ରାଣୁ ଦାନ ଶିବିର ଆୟୋଜିତ ହେଉଛି।
ଚୀନ ଗତ ଗୋଟିଏ ମାସ ମଧ୍ୟରେ ୬୭ ନୌ ଜାହଜ ଏବଂ ୨୬୬ ସୈନ୍ୟ ବିମାନ ତାଇୱାନକୁ ପଠାଇଛି । ସେପ୍ଟେମ୍ୱର ୨୦୨୦ରେ ତାଇବାନ୍ ବାୟୁସେନା କ୍ଷେତ୍ରକୁ ନିୟମିତ ବିମାନ ପଠାଉଥିଲା ।
FCI ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ FCI ଆସିଷ୍ଟାଣ୍ଟ୍ ଜେନେରାଲ୍ ମ୍ୟାନେଜର୍ (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM) ପଦବୀରେ ନିଯୁକ୍ତି ପାଇଁ ଆବେଦନ ମାଗିଛି।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ । ଭିଡିଓ ସାମ୍ନାକୁ ଆସିବା ପରେ ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି ।
ଖସିଗଲା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ । ପଞ୍ଜାବ ପୋଲିସକୁ ଚକ୍ମା ଦେଇ ହେଲା ଫେରାର। ତାକୁ ଧରିବା ପାଇଁ ପୁଲିସ ନାକେଦମ୍ ହୋଇଛି। ଫେରାର ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପଳାତକ ଘୋଷଣା କରାଯାଇଛି।
ମାହେଶ୍ୱରୀ ସମାଜ ପକ୍ଷରୁ କୁହାଯାଇଛି କି, ଯଦି କୌଣସି ଦମ୍ପତି ୨ରୁ ଅଧିକ ସନ୍ତାନ ଜନ୍ମଦିଅନ୍ତି ତାଙ୍କୁ ୫୦ ହଜାର ଟଙ୍କା ଫିକ୍ସଡ୍ ଡିପୋଜିଟ୍ ମିଳିବ ।
ଏବେ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମର ତାଲିକା ଆସିଛି। ଏହି ତାଲିକା ବହୁତ ଆକର୍ଷଣୀୟ। ଏହି ତାଲିକାରେ ୨ଟି ବଲିଉଡ୍ ଚଳଚ୍ଚିତ୍ର ଥିବାବେଳେ ୩ଟି ସାଉଥ୍ ଚଳଚ୍ଚିତ୍ର ରହିଛି। ଆସନ୍ତୁ ଜାଣିବା…
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ଏବେ ସବୁଠି ଭାରି ଚର୍ଚ୍ଚା । ଭାଇରାଲ ହେଉଥିବା ଭିଡିଓକୁ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଇନଷ୍ଟାଗ୍ରାମରେ ଇନ୍ସପାୟର ନେଚର ନାମକ ପେଜରୁ ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା ଓ ପୁରୁଷ ରାସ୍ତା ଉପରେ ବସିଛନ୍ତି । ତାଙ୍କ ପଛପାର୍ଶ୍ୱରେ ଲୋକେ ଯିବା ଆସିବା କରୁଛନ୍ତି । ଉଭୟ ପୁରୁଷ ଓ ମହିଳାଙ୍କ ଦୃଷ୍ଟିଶକ୍ତି ନଥିବା ଭିଡିଓରେ ଦେଖିବାକୁ ମିଳୁଛି।
ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ଦ୍ୱତୀୟ ରାଶି ହେଉଛି ବୃଷ । ତେବେ ଆଜି ଆମେ ଜାଣିବା ବୃଷ ରାଶି ବିଷୟରେ...
ମହଙ୍ଗା ପଡ଼ିଲା ଗର୍ଲଫ୍ରେଣ୍ଡ୍କୁ ଧୋକା ଦେଇ ଅନ୍ୟ ଯୁବତୀଙ୍କ ସହ ଡିନର୍ ଡେଟ୍ରେ ଯିବା। ରାସ୍ତାକଡ଼ରେ ଚେୟାରରେ ବସି ଅନ୍ୟ ଯୁବତୀଙ୍କ ସହ ଖାଉଥିବା ବେଳେ ଧରି ପକାଇଥିଲେ ଗର୍ଲଫ୍ରେଣ୍ଡ୍।
ବାଙ୍ଗଲାଦେଶରେ ବଡ଼ ଦୁର୍ଘଟଣା( Bangladesh Bus Accident ) । ୧୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।
ଯେଉଁ ସାପକୁ ଦିନେ ଘରେ ପାଳିଥିଲା ତାହାରି ଚୋଟରେ ଆଜି ଘାଇଲା ପାକିସ୍ତାନ। ଆତଙ୍କବାଦୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଏବେ ନିଜେ ଆତଙ୍କୀଙ୍କ ହମଲାରେ ଲହୁଲୁହାଣ । ଏନେଇ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି ।
‘ଶାଶୂଘର ବହୁ ଦୂର . . .ମୁଁ ଏତେ ଦୂର ଯିବିନି , ମୋତେ ମୋ ଘରେ ଛାଡ଼ିଦିଅ ’
ସୋସିଆଲ ମିଡିଆରେ ଗତ କିଛିଦିନ ହେବ ହେଲମେଟ୍ ମ୍ୟାନଙ୍କୁ ନେଇ ଭାରି ଚର୍ଚ୍ଚା ଚାଲିଛି । କାରଣ ରାସ୍ତାରେ ସିଏ ଲୋକଙ୍କୁ ବୁଲିବୁଲି ବାଣ୍ଟୁଛନ୍ତି ହେଲମେଟ୍ । ହଁ...ଦର୍ଶକବନ୍ଧୁ ସିଏ ହେଉଛନ୍ତି ରାଘବେନ୍ଦ୍ର କୁମାର। ସ୍ନେହରେ ଲୋକେ ତାଙ୍କୁ ହେଲମେଟ ମ୍ୟାନ ବୋଲି ଡାକୁଛନ୍ତି । କାରଣ ସେ ସମସ୍ତଙ୍କୁ ବୁଲିବୁଲି ଦେଉଛନ୍ତି ହେଲମେଟ୍ ।
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୋସିଆଲ ମିଡିଆରେ ଏଭଳି ଖବର ଭାଇରାଲ ହେବାରେ ଲାଗିଛି। ବୋର୍ଡ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ବାପା ଭୁଲ ପରୀକ୍ଷା କେନ୍ଦ୍ରରେ ଛାଡି ଦେଇଛନ୍ତି। ଏହା ପରେ ସେ ଘାବରେଇ ଯାଇଥିଲେ ଆଉ କାନ୍ଦିଥିଲେ। ତା’ପରେ କ’ଣ ହେଲା ଜାଣନ୍ତୁ…
ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ୮.୧% ସୁଧହାର ସ୍ଥିର କରିଛନ୍ତି । ଏମିତିକି ଅପଣଙ୍କ ଆବଶ୍ୟକ ସମୟରେ ଏହି ଟଙ୍କା ମଧ୍ୟ ଉଠାଇପାରିବେ ବୋଲି କୁହାଯାଇଛି । EPFOରେ ଟଙ୍କା ରଖୁଥିବା ବ୍ୟକ୍ତି ବିବାହ ପାଇଁ ଅଗ୍ରୀମ ଭାବେ ଟଙ୍କା ଉଠାଇପାରିବେ ବୋଲି ସୂଚନା ଦିଆଯାଇଛି ।