ସାଂସଦ ପଦ ହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ସୁରତ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ପରେ ସଙ୍କଟରେ ଥିଲା ରାହୁଲଙ୍କ ସାଂସଦ ପଦ ।
ସେମାନଙ୍କ କେମେଷ୍ଟ୍ରୀ ସାଧାରଣ ଲୋକଙ୍କୁ ବି ଖଟ୍କା ଲାଗୁଥିଲା । ସେମାନଙ୍କର ବଡି ଲାଙ୍ଗୁଏଜ୍ ସେମାନଙ୍କୁ ମ୍ୟାଚ୍ କରୁନଥିଲା ।
ସିଆର୍ପିଏଫ୍(CRPF)ରେ ୯ ହଜାରରୁ ଅଧିକ କନଷ୍ଟେବଲ୍(ଟେକ୍ନିକାଲ୍ ଓ ଟ୍ରଡ୍ସ୍ମେନ୍) ପଦବୀ ପୂରଣ ପାଇଁ ଖୁବ୍ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।
କାହିଁକି ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ମାଡ଼ କଲା ଏସିଡ୍ ? ତାହା ପୁଣି କୋର୍ଟ ପରିସରରେ । କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଗତ ୧୫ ବର୍ଷ ହେବ ପୋଲିସ୍କୁ ଚକ୍ମା ଦେଇ ଫେରାର ଥିଲେ। କେହି କେହି ତ ଭାବି ନେଇଥିଲେ, ସେ ଆଉ ଏ ଦୁନିଆରେ ନାହାନ୍ତି। ତାଙ୍କର ମୃତ୍ୟୁ ହୋଇଛି। ହେଲେ ହାତରେ କରିଥିବା ଟାଟୁ ପାଇଁ ସେ ପୋଲିସ୍ ହାତରେ ଧରାପଡ଼ି ଯାଇଥିଲେ।
୪ ବର୍ଷ ପୁରୁଣା ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ସଜା ହେବା ପରେ, ତାଙ୍କ ପାଇଁ ଆହୁରି ଅନେକ ଅଡ଼ୁଆ ବଢ଼ିବାକୁ ଯାଉଛି ବୋଲି ଆଶଙ୍କା କରୁଛନ୍ତି ସମ୍ବିଧାନ ବିଶାରଦ ।
କେବଳ ଏହି ଗଛର କାଠ ନୁହେଁ ଦୁନିଆରେ ଏମିତି ଅନେକ ଜିନିଷ ରହିଛି ଯାହାର ଦାମ୍ ସାଧାରଣ ଲୋକଙ୍କ ହୋସ୍ ଉଡ଼ାଇଦେବ ।
ରାସ୍ତା ତ ରାସ୍ତା, ଏହା ମଧ୍ୟରେ ଫରକ କ’ଣ ? କାହିଁକି ଏହାକୁ ଏଭଳି ବିଭିନ୍ନ ପ୍ରକାର ନାଁରେ ପାର୍ଥକ୍ୟ ସୃଷ୍ଟି କରାଯାଇଛି ।
ପ୍ରଥମେ ଟ୍ୱିଟ୍, ଏହାର କିଛି ଘଣ୍ଟା ପରେ ଧମାକା। ଆଦାନୀ ଗ୍ରୁପ୍ ପରେ ଏବେ ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ ଟାର୍ଗେଟ୍ରେ ଟେକ୍ନୋଲୋଜି ଫାର୍ମ ବ୍ଲକ୍ ଇଙ୍କ୍।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସାଧାରଣରେ ବିଶ୍ୱାସ କରାଯାଏ ଯେ ଯକ୍ଷ୍ମା ଏକ ପୁରୁଣା ରୋଗ, ତାହା ଏବେ ଆଉ ନାହିଁ। ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ ବିଶ୍ୱର ଏକ ତୃତୀୟାଂଶ ଲୋକ ଯକ୍ଷ୍ମା ରୋଗରେ ପୀଡିତ ଅଛନ୍ତି। ଭାରତରେ ଏହାକୁ ସମାପ୍ତ କରିବା ପାଇଁ ୨୦୨୫କୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଆମେ ଆଜି କହିବାକୁ ଯାଉଛୁ ଏମିତି ଏକ ଗିଟାରର କଥା । ଯାହା ଦୁନିଆର ସବୁଠାରୁ ଦାମୀ ବୋଲି କୁହାଯାଉଛି । ସୁନା ଓ ହୀରାରେ ତିଆରି କରାଯାଇଛି ଏହି ଗିଟାର । ଗୀତ ନୁହେଁ ବରଂ ଲୋକମାନେ ଏହି ଗିଟାରକୁ ଦେଖିବାକୁ ଭିଡ଼ ଜମାଇଥା’ନ୍ତି ।
ଆଜି ଏହି ଫୈସଲା ଶୁଣାଣି ବେଳେ ସୁରତ କୋର୍ଟରେ ଉପସ୍ଥିତ ଥିଲେ ନିଜେ ରାହୁଲ ଗାନ୍ଧି । ତାଙ୍କୁ ୩୦ ଦିନର ଜାମିନ ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ ବି, ଏ ଅଡ଼ୁଆ ଏତେ ଶୀଘ୍ର ତୁଟିବାର ନୁହେଁ ବୋଲି ଆଶଙ୍କା କରାଯାଉଛି ।
ବୈଜ୍ଞାନିକଙ୍କ କହିବା ଅନୁସାରେ ଆଉ ମାତ୍ର ୨୭ ବର୍ଷ ପରେ ଏହାର ପ୍ରଭାବ ଦେଖାଦେବ । ୨୦୫୦ ବର୍ଷ ବେଳକୁ ଏହି ସବୁ ନଦୀ ଶୁଖିଯିବ ବୋଲି କୁହାଯାଇଛି ।
ବର୍ତ୍ତମାନ ବିନା ପିନ୍ରେ ଟଙ୍କା ନେଣଦେଣକୁ ନେଇ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । କିଛି ବ୍ୟଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉଥିବା କୁହାଯାଉଛି ।
ଉଭୟ ୬୦ ବର୍ଷ ପୂର୍ବରୁ ପ୍ରେମରେ ପଡ଼ିଥିଲେ । ନବ ବିବାହିତ ଲେନ୍ ଅଲବ୍ରାଇଟ୍ସଙ୍କ ବର୍ତ୍ତମାନ ବୟସ ହେଉଛି ୭୯ ବର୍ଷ ଆଉ ତାଙ୍କ ପତ୍ନୀ ଜାନେଟ୍ ଷ୍ଟିରଙ୍କ ବୟସ ହେଉଛି ୭୮ ବର୍ଷ । ୧୯୬୩ ମସିହାରେ ଉଭୟ ପଠପଢ଼ିବା ସମୟରେ ସେମାନଙ୍କର ପ୍ରେମ ଆରମ୍ଭ ହୋଇଥିଲା ।
RBI ଫାର୍ମାସିଷ୍ଟ ପଦ ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ମାଗିଛି। ଆପଣଙ୍କ ପାଖରେ ୧୦ମ ପାଶ ସହିତ ଯଦି ଏହି ଡିଗ୍ରୀ ଅଛି ତେବେ ଆପଣ ବି ଏହି ସୁଯୋଗ ନେଇପାରିବେ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା…
ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଅଛନ୍ତି ଏମିତି ୬ ସୁପର୍ଷ୍ଟାର୍ ଯେଉଁମାନଙ୍କର କ୍ୟାରିଅର୍ ଫ୍ଲପ୍ ଫିଲ୍ମରୁ ଆରମ୍ଭ ହୋଇଥିଲା। ପରେ ସେମାନେ ନିଜ ଅଭିନୟରେ ଏମିତି ଜଲୱା ଦେଖେଇଲେ ଯେ ସମସ୍ତଙ୍କ ହୃଦୟରେ ରାଜ୍ କରିବାକୁ ଲାଗିଲେ। ଆଜି ସେମାନେ ସମସ୍ତଙ୍କ ପ୍ରିୟ। ଆସନ୍ତୁ ଜାଣିବା ଏମାନେ କିଏ…
ବିବାହ ପରେ ପ୍ରଥମ ରାତ୍ରିକୁ ସ୍ମରଣୀୟ କରିବା ପାଇଁ ବର ରାଜା ସମସ୍ତ ବ୍ୟବସ୍ଥା କରିଥିଲେ । ହେଲେ ସୁହାଗ ଶେଯରେ ପହଞ୍ଚିବା ପରେ . .
ସାରା ନିଜକୁ ମହାଦେବଙ୍କ ଭକ୍ତ ବୋଲି ପ୍ରମାଣ କରିବା ସହ ଭଗବାନ ଶିବଙ୍କ ନିକଟରେ ଛିଡ଼ା ହୋଇ ଫଟୋ ପୋଷ୍ଟ କରିଥିଲେ । ଆଉ ମଥାରେ ଚନ୍ଦନ ମାରିଥିଲେ ।
ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗର ନାଁ ୨୦୨୩ ପ୍ରାରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। ଗତ ଜାନୁଆରୀ ୨୪ରେ ଆଦାନୀ ଗ୍ରୁପ୍କୁ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଥିଲା, ସେଥିରେ ଗୌତମ ଆଦାନୀଙ୍କ ସାମ୍ରାଜ୍ୟକୁ ଏକ ଶକ୍ତ ଧକ୍କା ଲାଗିଥିଲା।
ସାମ୍ନାକୁ ଆସିଛି ଏକ ଚମତ୍କାର ଦୃଶ୍ୟ। ଚୁଲିରେ ନିଆଁ ହୁ… ହୁ… ହୋଇ ଜଳୁଛି। ଉପରେ ପଡିଛି ଲୁହା ପ୍ଲେଟ୍। ଏହା ଉପରେ ଆରାମରେ ବସିଛନ୍ତି ବାବା। ଲୋକେ ଆସୁଛନ୍ତି, ମୁଣ୍ଡିଆ ମାରୁଛନ୍ତି, ଆଶୀର୍ବାଦ ନେଉଛନ୍ତି।
ରାହୁଲ ଗାନ୍ଧିଙ୍କୁ ଦଣ୍ଡାଦେଶ ମିଳିବାର ମାତ୍ର କିଛି ସମୟ ମଧ୍ୟରେ ତାଙ୍କୁ ୩୦ ଦିନ ପର୍ଯ୍ୟନ୍ତ ଜାମିନ୍ ମିଳିଛି। ଏହି ସମୟ ମଧ୍ୟରେ ଉପର କୋର୍ଟରେ ଆବେଦନ କରିବା ପାଇଁ କୋର୍ଟ ରାହୁଲଙ୍କୁ ସମୟ ଦେଇଛନ୍ତି।
ଭିଡିଓ କଲ୍ କରି ଯୁବତୀଙ୍କୁ ବ୍ଲାକମେଲ୍ କରୁଥିଲା ଅମ୍ରିତପାଲ(Amritpal Singh)
ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଜେଜ ପ୍ରତାପଙ୍କୁ କେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ବେଶରେ ଦେଖିବାକୁ ମିଳିଛି ତ ଆଉ କେତେବେଳେ ସାଇକେଲ ଚଲାଇ ନିଜ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି।