• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର । ଚନ୍ଦ୍ର – ମେଷ ଅହୋରାତ୍ର,ତିଥି – ୩ୟା ସନ୍ଧ୍ୟା ୦୫.୦୦ ଗତେ ୪ର୍ଥୀ

ଘାତ ଚନ୍ଦ୍ର – ମେଷ ଅହୋରାତ୍ର, ଘାତ ବାର- ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ:

ପ୍ରାତଃ ୦୫.୫୧ ରୁ ୦୬.୩୯

ପ୍ରାତଃ ୦୭.୨୭ ରୁ ୦୮.୫୨

ଦିବା ୧୨.୧୭ ରୁ ୦୨.୪୨

ଦିବା ୦୪.୧୮ ରୁ ୦୫.୫୫

ରାତ୍ରି ୦୭.୩୦ ରୁ ୦୮.୫୩

ରାତ୍ରି ୦୧.୫୨ ରୁ ୦୪.୧୫

ଅଶୁଭ ସମୟ:

ଋାହୁକାଳ – ଦିବା ୧୦.୨୨ ରୁ ୧୧.୫୩

କାଳବେଳା – ଦିବା ୧୦.୨୨ ରୁ ୧୧.୫୩

ବାରବେଳା – ଦିବା ୦୮.୫୨ ରୁ ୧୦.୨୨

କାଳରାତ୍ରି – ରାତ୍ରି ୦୮.୫୩ ରୁ ୧୦.୨୩