• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସିଆର୍‌ପିଏଫ୍‌(Central Reserve Police Force-CRPF)ରେ ୯ ହଜାରରୁ ଅଧିକ କନଷ୍ଟେବଲ୍(ଟେକ୍ନିକାଲ୍‌ ଓ ଟ୍ରଡ୍‌ସ୍‌ମେନ୍‌) ପଦବୀ ପୂରଣ ପାଇଁ ଖୁବ୍‌ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୨୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଏପ୍ରିଲ ୨୫ ଆବେଦନର ଶେଷ ତାରିଖ। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍‌ ୱେବ୍‌ସାଇଟ୍‌-crpf.gov.in କୁ ଯାଇ ଆବେଦନ କରିପାରିବେ। ଜୁଲାଇ ୧ ରୁ ୧୩ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ। ଜୁନ୍‌ ୨୦ରେ ଆଡ୍‌ମିଟ୍‌ କାର୍ଡ ଜାରି ହେବ। 

ପୋଷ୍ଟ ସଂଖ୍ୟା...

ପୁରୁଷ: ୯,୧୦୫ ପଦବୀ

ମହିଳା: ୧୦୭ ପଦବୀ

  • ଡ୍ରାଇଭର- ୨୩୭୨
  • ମୋଟର ମେକାନିକ୍‌- ୫୪୪
  • କୋବଲର୍‌- ୧୫୧
  • କାର୍ପେଣ୍ଟର- ୧୩୯
  • ଟେଲର୍‌- ୨୪୨

ଅଧିକ ପଢ଼ନ୍ତୁ:୧୦ମ ପାଶ୍‌ କରି ଏହି ଡିଗ୍ରୀ ଥିଲେ RBIରେ କରିପାରିବେ ଚାକିରି

  • ବ୍ରାସ୍‌ ବ୍ୟାଣ୍ଡ୍‌- ୧୭୨
  • ପାଇପ୍‌ ବ୍ୟାଣ୍ଡ୍‌- ୫୧
  • ବଗ୍‌ଲର୍‌- ୧୩୪୦
  • ଗାର୍ଡେନର- ୯୨
  • ପେଣ୍ଟର- ୫୬
  • କୁକ୍‌- ୨୪୭୫
  • ବାର୍ବର- ୩୦୩
  • ହେୟାର ଡ୍ରେସର- ୧
  • ୱାଶରମ୍ୟାନ୍‌- ୪୦୬
  • ସଫାଇ କର୍ମଚାରୀ- ୮୨୪
  • ପ୍ଲମ୍ବର- ୧
  • ମାସୋନ- ୬
  • ଇଲେକ୍ଟ୍ରିସିଆନ୍‌- ୪

କେମିତି କରିବେ ଆବେଦନ: ସିଆର୍‌ପିଏଫ୍‌ର ଅଫିସିଆଲ ୱେବ୍‌ସାଇଟ୍‌ crpf.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ 

ଦରମା:

ପେ’ ଲେବଲ୍-୩ (୨୧,୭୦୦ ଟଙ୍କା-୬୯ ହଜାର ଟଙ୍କା)

ଚୟନ ପ୍ରକ୍ରିୟା: 

  • ଅନ୍‌ଲାଇନ୍‌ ସିବିଟି ଟେଷ୍ଟ
  • ପିଏସ୍‌ଟି(Physical Standard Test)
  • ପିଇଟି(Physical Efficiency Test)
  • ଟ୍ରେଡ୍‌ ଟେଷ୍ଟ୍‌
  • ମେଡିକାଲ୍‌ ଟେଷ୍ଟ୍‌
  • ଫାଇନାଲ୍‌ ମେରିଟ୍‌ ଲିଷ୍ଟ୍‌

ଗୁରୁତ୍ୱପୂର୍ଣ୍ଣ ତାରିଖ: 

  • ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ- ମାର୍ଚ୍ଚ ୨୭
  • ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଓ ଅନ୍‌ଲାଇନ୍‌ ଫି’ ପେମେଣ୍ଟ- ଏପ୍ରିଲ ୨୫
  • କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ ପାଇଁ ଆଡ୍‌ମିଟ୍‌ କାର୍ଡ ଜାରି- ଜୁନ୍‌ ୨୦ ରୁ ଜୁନ୍‌ ୨୫
  • କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ(ଟେନ୍‌ଟେଟିଭ୍‌)-  ଜୁଲାଇ ୧ ରୁ ୧୩

ଅଧିକ ସୂଚନା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ- CRPF Recruitment 2023