ପରସ୍ପରକୁ ଖୁଆଇ ଦେଉଛନ୍ତି ମିଠା। ସଭିଙ୍କ ମୁହଁରେ ଛାଇ ଯାଇଛି ଖୁସି। ପୁରା ପରିବାର ସଦସ୍ୟଙ୍କ ଛାତି ଆଜି ଗର୍ବରେ ଫାଟି ପଡୁଛି। କାରଣ ତାଙ୍କ ପୁଅ ଓ ଝିଅ ଆଜି ବନିବାକୁ ଯାଉଛନ୍ତି ଜଜ ସାହେବ। ଶୁଣନ୍ତୁ ତାଙ୍କ ସଫଳତାର କାହାଣୀ ।
ସୋମେଶ ରଣବିଜୁଳି OJS-୨୦୨୩ ଟପ୍ପର ହୋଇଛନ୍ତି। ଏହି ତାଲିକାରେ ଅରୁଣିମା ପତି ଦ୍ବିତୀୟ, ପାଏଲ ଅତ୍ତା ତୃତୀୟ ସ୍ଥାନରେ ରହିଛନ୍ତି।
OPSCକୁ ଏକ୍ଜାମିନର୍ ସଂକଟ । ଖାତା ଦେଖା ପାଇଁ ମିଳୁନାହାନ୍ତି ମୂଲ୍ୟାୟନକାରୀ । ବିଳମ୍ବ ହେଉଛି OCS ଏବଂ OJS ଫଳ ପ୍ରକାଶ । ଚାଲିଛି ପ୍ରଫେସର୍ ଓ ଆସୋସିଏଟ୍ ପ୍ରଫେସର୍ ଖୋଜା । ଓଡ଼ିଶା ସିଭିଲ ସର୍ଭିସେସ୍-OCS ଏବଂ ନ୍ୟାୟିକ ସେବା- OJS ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ କାହିଁକି?
ପରୀକ୍ଷାର ୮ମାସ ପରେ ବି ବାହାରିପାରୁନି OCS ଓ OJS ଫଳ । ମୂଲ୍ୟାୟନକାରୀ ନଥିବାରୁ ଉଚ୍ଚଶିକ୍ଷା ବିଭାଗକୁ OPSCର ଚିଠି ।