• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Jena

ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷା(OJS-୨୦୨୩) ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ସମୁଦାୟ ୩୩ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ସୂଚନା ମିଳିଛି। OPSC ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । କୃତକାର୍ଯ୍ୟଙ୍କ ମଧ୍ୟରେ ୨୪ ଜଣ ଝିଅ ଓ ୯ ଜଣ ପୁଅ ରହିଛନ୍ତି। ସୋମେଶ ରଣବିଜୁଳି OJS-୨୦୨୩ ଟପ୍ପର ହୋଇଛନ୍ତି। ଏହି ତାଲିକାରେ ଅରୁଣିମା ପତି ଦ୍ବିତୀୟ, ପାଏଲ ଅତ୍ତା ତୃତୀୟ ସ୍ଥାନରେ ରହିଛନ୍ତି।

OJS Result
ଓଜେଏସ୍ ପରୀକ୍ଷା ଫଳ
OJS Result
ଓଜେଏସ୍ ପରୀକ୍ଷା ଫଳ

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା କିଟ୍‌ର ଆଉ ଏକ ଭାଇରାଲ ଭିଡିଓ, ଦେଖନ୍ତୁ...

OTV is now on Whatsapp

Join and get latest news update delivered to you via whatsapp

Join Now