ଅତିକ୍ର ଦରବାରରେ ଦିନେ ଗୁଞ୍ଜରି ଉଠୁଥିଲା ଗ୍ୟାଙ୍ଗଷ୍ଟରର ବିକଟାଳ ଅଟ୍ଟହାସ୍ୟ ।
ପୁଣିଥରେ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ଧୋନି । ଧୋନିଙ୍କ ମନ୍ତବ୍ୟରେ ଭାବପ୍ରବଣ ହୋଇଉଠିଲେ ଫ୍ୟାନ୍ସ । ନିଜର ଅବସର ନେଇ ଦେଲେ ଇସାରା ।
ମଞ୍ଚରେ ଗୀତ ଗାଉଥିଲେ ଗାୟିକା। ଆଙ୍କର ଆସିଲେ ତାଙ୍କୁ ଅସମ୍ମାନ କଲେ। ତାଙ୍କ ଠାରୁ ମାଇକ୍ ଛଡେଇ ନିଆଗଲା। ସହିପାରିଲେନି ଗାୟିକା। ମଞ୍ଚ ଉପରେ ସମସ୍ତଙ୍କ ସାମ୍ନାରେ କାନ୍ଦି କାନ୍ଦି କହିଲେ…
ପୂର୍ବରୁ ମଧ୍ୟ ଏହି ମେଡିସିନ୍ ଉପରେ ଆମେରିକାର ସୁପ୍ରିମ୍କୋର୍ଟ ଶୁଣାଣି କରିଥିଲେ । ମିଫେପ୍ରିଷ୍ଟୋନ ଟାବ୍ଳେଟ୍କୁ ନିଷେଧ କରିଥିଲେ ଆମେରିକା ସୁପ୍ରିମ୍କୋର୍ଟ । ପୂର୍ବରୁ ଏହି ଗର୍ଭପାତ ମେଡିସିନ୍କୁ ନେଇ ବିଚାର ଜାରି ରହିଥିଲା ।
ଅଜିତ କୁମାରଙ୍କ ଜଲୱା ଏବେ ବଲିଉଡ୍ର ଭାଇଜାନଙ୍କ ମୁଣ୍ଡରେ ମଧ୍ୟ ଚଢିଛି। ସେ ତାଙ୍କ ବ୍ଲକବଷ୍ଟର ଫିଲ୍ମ ଦ୍ୱାରା ପ୍ରଭାବିତ ହୋଇ ଫିଲ୍ମ 'କିସି କା ଭାଇ କିସି କୀ ଜାନ'କୁ ରିମେକ୍ କରିଛନ୍ତି। ଦେଖନ୍ତୁ ସେହି ଫିଲ୍ମଟି କ’ଣ…
ଅତିକ୍ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍ର ଓଡ଼ିଶା ଲିଙ୍କ୍ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ ।
ମ୍ୟାଚ୍ ବେଳେ ପଡ଼ିଆରେ ଏମିତି କିଛି ଘଟିଥିଲା, ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ହାଇଦ୍ରାବାଦ ଟିମ୍ର ବ୍ୟାଟ୍ସମ୍ୟାନ୍ ହେନରିକ୍ କ୍ଲାସନ୍ଙ୍କ ଉପରେ ଜାଡେଜା ରାଗି ଯାଇଥିଲେ।
ହଙ୍ଗେରୀର ମୂଳ ବାସିନ୍ଦା । ତାଙ୍କର ନିଷ୍ଠୁରତାର କାହାଣୀ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି ।
ଏହି ଯୋଜନାର ନାଁ ହେଉଛି ‘କିଷାନ ବିକାଶ ପତ୍ର’ ଯୋଜନା । ଏଥିରେ ଆପଣଙ୍କୁ ୭.୫ ପ୍ରତିଶତ ସୁଧ ମିଳିବ ।
ଚାରି ବର୍ଷର ଦୀର୍ଘ ଅପେକ୍ଷା ପରେ ଇଦ୍ ଅବସରରେ ସଲମାନ ଖାନଙ୍କ ‘କିସି କା ଭାଇ କିସି କୀ ଜାନ’ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି ଏବଂ ବର୍ତ୍ତମାନ ଫିଲ୍ମର ପ୍ରଥମ ଦିନର ରୋଜଗାର ସାମ୍ନାକୁ ଆସିଛି। ସଲମାନଙ୍କ ଏହି ଫିଲ୍ମକୁ ନେଇ ପୂର୍ବରୁ ଯେପରି ଆଶା କରାଯାଉଥିଲା ତାହା ହୋଇପାରିନି।
ଅପରାଧ ଦୁନିଆର ବଡ଼ ବିଶ୍ୱାସଘାତକ । ଜଣ ଜଣ କରି ସମସ୍ତଙ୍କୁ ରାସ୍ତାରୁ ହଟେଇଛି ଗୁଡ୍ଡୁ ମୁସଲିମ୍ (Guddu muslim) ।
ଆଇଆଇଟି ଚେନ୍ନାଇରେ ପଢ଼ୁଥିବା ୨୦ ବର୍ଷୀୟ ଛାତ୍ରଙ୍କ ମୃତଦେହ ଗତକାଲି ଘର ଭିତରୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ରର ଏହି ଦ୍ୱିତୀୟ ବର୍ଷ ଛାତ୍ର କେମିକାଲ୍ ଇଞ୍ଜିନିୟରିଂ ପଢ଼ୁଥିଲେ।
ଅମିତାଭଙ୍କ ଏହି ପୋଷ୍ଟଟି ଖୁବ୍ ଭାଇରାଲ ମଧ୍ୟ ହୋଇଛି । ତେବେ ତାଙ୍କ ଲେଖାରୁ ଏହା ସ୍ପଷ୍ଟ ଥିଲା ଯେ, ସେ ମଜାକ୍ରେ ଲେଖିଛନ୍ତି ।
ପ୍ରଶଂସକଙ୍କ ଏହି ସୁନ୍ଦର ପ୍ରଶ୍ନର ଉତ୍ତର ନିଜେ କ୍ରିକେଟର କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ରଖିଛନ୍ତି । ସେ ତାଙ୍କ ଉତ୍ତରରେ ଏକ ସ୍ମାଇଲ୍ ପୋଜ୍ର ଫଟୋ ପୋଷ୍ଟ କରିବା ସହ ଏହା ‘ମୋ ବ୍ଲୁ-ଟିକ୍ର ଭେରିଫିକେସନ୍’ ବୋଲି କ୍ୟାପସନ୍ରେ ଲେଖିଛନ୍ତି ।
କଥାରେ ଅଛି ନା, ଯୋ ଦିଖ୍ତା ହେ ୱ ବିକ୍ତା ହେ । ଆଜି ଆମେ ଆପଣ ଏମିତି ହିଁ କିଛି କାହାଣୀ କହିବୁ, ଯାହା ଆପଣଙ୍କୁ ଚମକେଇଦେବ ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୨୦ ଟଙ୍କା ହୋଇଛି।
ମୋବାଇଲ୍ ବ୍ୟବହାରକୁ ନେଇ ପୁରୁଷ ଓ ମହିଳାଙ୍କ ପସନ୍ଦର ଖୁଲାସା ହୋଇଛି। ଏହି ରିସର୍ଚ୍ଚରେ ପାଖାପାଖି ୮.୫ କୋଟି ପୁରୁଷ ଓ ମହିଳାଙ୍କ ଦ୍ୱାରା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର ନେଇ ଖୁଲାସା କରାଯାଇଛି।
ପିତା-ମାତାଙ୍କ ଅନ୍ଧବିଶ୍ୱାସ ବିଚରା ନବଜାତକୁ ଦୁନିଆ ଦେଖିବା ଆଗରୁ ମୃତ୍ୟୁକୋଳକୁ ଟାଣିନେଲା।
ଟ୍ୱିଟର ଖୋଲିବା ପରେ ପ୍ରୋଫାଇଲ୍ ସେକ୍ସନରେ ଥିବା ବ୍ଳୁ-ଟିକ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣ ସବ୍ସକ୍ରିବସନ୍ ପ୍ଲାନ୍ରେ ଆପଣଙ୍କ ସୁବିଧା ମୁତାବକ ପ୍ଲାନ୍ ବାଛିପାରିବେ ।
ଲିଭ୍-ଇନ୍ ପାର୍ଟନରଙ୍କ ତଣ୍ଟି ଚିପି ହତ୍ୟା ପରେ ଘରଠୁ ୧୨ କି.ମି. ଦୂରରେ ମୃତଦେହ ଫିଙ୍ଗିଲେ। ମୃତ ମହିଳାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନାହିଁ।
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆରେ କଲୋନୀ ଅଞ୍ଚଳରେ ରୟାଲ ପାମ୍ ହୋଟେଲରେ ସେକ୍ସ ରାକେଟ୍ ଚାଲିଥିବା ନେଇ ମୁମ୍ବାଇ ପୋଲିସ୍କୁ ଖବର ମିଳିଥିଲା। ଏହି ରାକେଟ୍ର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ୍ ଜଣେ ନକଲି ଗ୍ରାହକଙ୍କୁ ଅଭିନେତ୍ରୀଙ୍କ ପାଖକୁ ପଠାଇଥିଲେ।
ପ୍ରସିଦ୍ଧ ବୈଜ୍ଞାନିକ ଆଇଜାକ୍ ନିଉଟନ୍ଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୬୦ରେ ବିଶ୍ୱ ଶେଷ ହୋଇଯିବ । ତେବେ ଆଇଜାକ୍ ନିଉଟନ୍ଙ୍କ ଏହି ଭବିଷ୍ୟବାଣୀ କେତେ ସତ ହେବ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ଇଦ୍-ଉଲ୍-ଫିତର ହେଉଛି ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ ପର୍ବ। ପବିତ୍ର ରମଜାନ ମାସ ଶେଷ ହେବା ପରେ ସମଗ୍ର ବିଶ୍ୱରେ ଇଦ୍ ପର୍ବ ପାଳନ କରାଯାଏ। ପ୍ରାୟ ଏକ ମାସ ରୋଜା କରିବା ପରେ ଚାନ୍ଦ ଦେଖାଯାଏ ଏବଂ ଏହା ପରେ ଇଦ୍ ତାରିଖ ଜଣା ପଡିଥାଏ ବୋଲି ବିଶ୍ୱାସ ରହିଛି।