ବର୍ଣ୍ଣଭିଟା ହେଲ୍ଥ ଡ୍ରିଙ୍କ ତାଲିକାଭୁକ୍ତ ହୋଇପାରିବ ନାହିଁ। ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ, ସମସ୍ତ ଇ-କମର୍ସ ୱେବସାଇଟ୍ ନିଜ ନିଜର ପ୍ଲାଟଫର୍ମରୁ ବର୍ଣ୍ଣଭିଟା ସହ ଅନ୍ୟ ସମସ୍ତ ପାନୀକୁ ହେଲ୍ଥ ଡ୍ରିଙ୍କ ଶ୍ରେଣୀରୁ ତୁରନ୍ତ ହଟାଇ ଦିଅନ୍ତୁ।
ବଜାରରେ ମିଳୁଥିବା କ୍ଷୀର କେତେ ବିଶୁଦ୍ଧ ? ଆପଣ ଖାଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନ ଠିକ୍ ତ ? ଆଉ ଟଙ୍କା ଦେଇ କିଣୁଥିବା ଏଭଳି ଖାଦ୍ୟରେ କେଉଁଠି ଅପମିଶ୍ରଣର ଆଶଙ୍କା ନାହିଁ ତ ?
କ୍ଷୀର ସହ ଘିଅ, ଖୁଆ, ଛେନା, ପନିର୍, ଦହି, ଆଇସକ୍ରିମ୍ ଯାଞ୍ଚ ହେବ