• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Theft
ଏଭରେଷ୍ଟ ଚଢ଼ିବା ସ୍ୱପ୍ନ ପୁରଣ ପାଇଁ କରିବାକୁ ପଡ଼ିଲା ଚୋରି...

ତିନୋଟି ଘରୁ ଅଳଙ୍କାର ଚୋରି ଅଭିଯୋଗରେ କେରଳ ପୋଲିସ ତିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୨୩ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

Mark Zuckerberg returns to Twitter after 11 years
୧୧ ବର୍ଷ ପରେ ଟ୍ୱିଟରକୁ ଫେରିଲେ ଜୁକରବର୍ଗ, ଟ୍ୱିଟ କରି ଏଲନ ମସ୍କଙ୍କୁ କଲେ ଟ୍ରୋଲ୍

୧୧ ବର୍ଷ ଧରି ଟ୍ୱିଟରରେ ନିଷ୍କ୍ରିୟ ଥିବା ଜୁକରବର୍ଗ ଥ୍ରେଡ୍ ଆପ୍ ଲଞ୍ଚିଂ ପରେ ଟ୍ୱିଟ୍ କରିଛନ୍ତି। ହେଲେ ଦୀର୍ଘ ବର୍ଷ ଧରି ସେ କାହିଁକି ଆକ୍ଟିଭ୍ ନଥିଲେ ?

Police DIG Death
ପିସ୍ତଲରେ ନିଜକୁ ଗୁଳି ମାରିଦେଲେ DIG, ହେଲେ କାହିଁକି ?

ତାମିଲନାଡୁର କୋଇମ୍ବାଟୋର ରେଞ୍ଜର ଡିଆଇଜି ବିଜୟ କୁମାର ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଛନ୍ତି। କୋଏମ୍ବାଟୁର ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ଗୁଳି କରି ଦେଇଥିଲେ।

Love Story
ରିଲ୍‌ ନୁହେଁ ରିଅଲ୍‌ରେ ‘ହମ ଦିଲ୍‌ ଦେ ଚୁକେ ସନମ’ ର ଅଜୟ ଦେବଗନ

ଆପଣମାନେ ୧୯୯୯ ର ବ୍ଲକବଷ୍ଟର ଫିଲ୍ମ ‘ହମ ଦିଲ୍ ଦେ ଚୁକେ ସନମ’ ଦେଖିଥିବେ । ବିହାରରେ ଠିକ ସମାନ ଘଟଣା ଘଟିଛି, ଯାହା ଫିଲ୍ମର ସିନ୍‌ ରିକ୍ରିଏସନ୍‌ ଭଳି ଲାଗିବ ।

Falaknuma Express
ଫଲକନୁମା ଏକ୍ସପ୍ରେସ୍‌ରେ ନିଆଁ, ହୁତୁହୁତୁ ହୋଇ ଜଳିଲା ଟ୍ରେନ୍‌

ତେଲେଙ୍ଗାନାର ପାଗିଡ଼ିପାଲି ଓ ବୋମାଇପାଲି ମଧ୍ୟରେ ଏହି ନିଆଁ ଲାଗିଥିବା ସୂଚନା ।

Gujarat HC rejects stay on Rahul Gandhi's conviction
ରାହୁଲ ଗାନ୍ଧି କରିଥିବା ପୁନର୍ବିଚାର ଆବେଦନ ଖାରଜ, ୨ ବର୍ଷ ଜେଲ ଦଣ୍ଡାଦେଶ କାଏମ

ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଗୁଜରାଟ ହାଇକୋର୍ଟ କାଏମ ରଖିଛନ୍ତି। ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ କାଏମ ରଖିଛନ୍ତି।

Salaar
ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ସାଲାର୍’; କମବ୍ୟାକ୍ କରିବେ ବାହୁବଳୀ ଷ୍ଟାର୍ ପ୍ରଭାସ

କେଜିଏଫ୍ ମେକର ପ୍ରଶାନ୍ତ ନିଲଙ୍କ ଏହି ସିନେମାର ଲିଙ୍କ କେଜିଏଫ୍ ସହ ଥିବା କୁହାଯାଉଛି ।

Will Zuckerberg's Threads Beat Musk's Twitter?
ବଜାରକୁ ଆସିଲା ନୂଆ ଆପ୍ 'Threads': ଲଞ୍ଚ ହେବାର ୭ ଘଣ୍ଟାରେ ୧ କୋଟି ୟୁଜର୍ସ

ଟ୍ୱିଟରରେ ଯେଭଳି ମାଇକ୍ରୋ ବ୍ଲଗିଂ କରାଯାଉଛି, ଅନେକ ସୂଚନା ଟ୍ୱିଟରରେ ତତକ୍ଷଣାତ୍ ଦିଆଯାଇପାରୁଛି, ଥ୍ରେଡ୍ସରେ ମଧ୍ୟ ସେଭଳି ସୁବିଧା ରହିଛି। ଲେଖା ମାଧ୍ୟମରେ ଏହା ଏକ କନଭରସେସନ ଆପ୍ ଅଟେ। ଅର୍ଥାତ ଲେଖା ମାଧ୍ୟମରେ ଆପଣ କଥାବାର୍ତ୍ତା କରିପାରିବେ ଏହି ଆପ୍ ଜରିଆରେ।

Happy Birthday MSD
୪୨ ବର୍ଷରେ ପାଦ ଥାପିଲେ କ୍ୟାପ୍ଟେନ୍‌ କୁଲ୍‌ ମାହି

ଜୁଲାଇ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ।

Chandrayaan 3
ଆସନ୍ତା ୧୪ରେ ଲଞ୍ଚ ହେବ ଇସ୍ରୋର ‘ଚନ୍ଦ୍ରୟାନ-୩'

ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ।

electricity bill
AC ପାଇଁ ଆସୁଛି କି ଅଧିକ ବିଲ୍‌ ? ଆପଣାନ୍ତୁ ଏହି ୫ ଟିପ୍ସ, ଦେବାକୁ ପଡ଼ିବନି ଅଧିକ ଟଙ୍କା !

ସାଧରଣତଃ AC ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍‌ ବିଲ୍‌ ଅଧିକ ଆସିଥାଏ ବୋଲି ସମସ୍ତେ ଜାଣଥା’ନ୍ତି । ସେଥିପାଇଁ କିଛି ଲୋକ AC ଅଳ୍ପ ବ୍ୟବହାର କରିଥା’ନ୍ତି ।

Ranveer Singh poses with Karan Johar in unseen photos
ଫିଲ୍ମ ସୁଟିଂ ବେଳର ଫଟୋ ସେୟାର କରି ରଣବୀରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କରନ୍‌

ଗୋଟିଏ ଫଟୋରେ ଆଲିଆ ଭଟ୍ଟ ଅଛନ୍ତି। ଯେଉଁଥିରେ ସେ ରଣବୀର ଓ କରନଙ୍କ ଫଟୋ ଉଠାଉଛନ୍ତି। ତେବେ କ୍ୟାଣ୍ଡିଡ୍‌ ସଟ୍‌ ନେବାର ଫଟୋ ଫିଲ୍ମ ନିର୍ମାତା ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Drone Picks Apples
ସେଓ ବଗିଚାରେ ଡ୍ରୋନ୍‌ ! ଉଡ଼ିକି ଯାଉଛି ଆଉ ତୋଳିକି ଆଣୁଛି...

ଏହି ଡ୍ରୋନ୍‌କୁ ଏମିତି ପ୍ରୋଗ୍ରାମିଂ କରାଯାଇଛି ଯେ ଏମାନେ ନିଜେ ନିଜେ ଗଛ ପାଖକୁ ଯାଉଛନ୍ତି ଆଉ ସେଓ ତୋଳି ଆଣି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରଖୁଛନ୍ତି ।

Husband  burnt alive wife
୨ମାସର ଶିଶୁ ସହ ପତ୍ନୀକୁ ଜୀଅନ୍ତା ଜାଳିଦେଲେ ଯବାନ

ମୃତ ମହିଳା ୩୦ ବର୍ଷିୟ ସୋନାଲ ପ୍ରିୟା ଏବଂ ତାଙ୍କର ଦୁଇ ମାସର ପୁଅ ଅଖତାମ ରୂପ ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜୁଛି ।

octopus
ବାରମ୍ବାର ବାନ୍ତି କରୁଥିଲେ ଯୁବକ, ଗଳାରୁ ବାହାରିଲା ଅକ୍ଟୋପସ୍‌

ଡାକ୍ତରମାନେ ତାଙ୍କର ସିଟି ସ୍କାନ୍ କରିଥିଲେ । ଯେଉଁଥରେ ଅକ୍ଟୋପସ୍‌ ସ୍ପଷ୍ଟ ଦେଖାଯାଇଥିଲା । ପେଟ ଠାରୁ ଏହା ୮ ସେମି ଦୂରରେ ରହିଥିବା ଜଣାପଡ଼ିଥିଲା । ଯାହାର ଫଟୋ ମଧ୍ୟ ପରେ ପରେ ପ୍ରକାଶ କରାଯାଇଥିଲା ।

An unusual item in West Bengal panchayat poll officials’ kit
ନିର୍ବାଚନ ବେଳେ ସାପକାମୁଡା କିଟ୍‌ ରଖିବେ ପୁଲିଂ କର୍ମଚାରୀ

ପୂର୍ବ ରିପୋର୍ଟ ଅନୁସାରେ ଅଧିକ ସାପକାମୁଡା ମୋସୁମୀ ତଥା ଜୁନ୍‌, ଜୁଲାଇ ଓ ଅଗଷ୍ଟରେ ହୋଇଥିବା ରେକର୍ଡ କରାଯାଇଛି। ଏହି ସମୟରେ ଅତିକମରେ ୪ ପ୍ରକାରର ବିଷଧର ସାପ ଦେଖାଦେବାର ନଜିର ରହିଛି।

Richest Beggar
ବିଶ୍ୱର ସବୁଠୁ ଦାମୀ ଭିକାରୀ; ଯାହାଙ୍କ ମାସକୁ ରୋଜଗାର..

ଭିକ ମାଗି ଆଜି କୋଟି କୋଟି ଟଙ୍କାର ସମ୍ପତ୍ତି । ମୁମ୍ବାଇର ଜଣେ ଏମିତି ଭିକାରୀ ଅଛନ୍ତି ଯାହାଙ୍କର ମୋଟ ସମ୍ପତ୍ତି ୭.୫ କୋଟି ।

zodiac are strict minded
ଏହି ରାଶିର ବ୍ୟକ୍ତିଙ୍କ ମାୟାରେ କେହି ପଶିପାରନ୍ତି ନାହିଁ...

ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ନବମ ରାଶି ହେଉଛି ‘ଧନୁ’ । ତେବେ ଆଜି ଆମେ ଜାଣିବା ‘ଧନୁ’ ରାଶି ବିଷୟରେ...। କେମିତି କଟେ ଏମାନଙ୍କ ବ୍ୟକ୍ତିଗତ ଜୀବନ...ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ କିପରି ।

JDU
ଶିବସେନା ଓ ଏନସିପି ପରେ ଆସୁଛି କି ଜେଡିୟୁ ପାଳି? ଟେନସନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର !

ଉଦ୍ଧବ ଓ ଶରଦଙ୍କ ପରିଣତି ଭୋଗିବେ କି ନୀତୀଶ? ମହାରାଷ୍ଟ୍ରରେ ଗତବର୍ଷ ଶିବସେନା ଏବଂ ଏବର୍ଷ ଏନ୍‌ସିପି ଦୁଇଫାଳ ହୋଇଯିବା ପରେ ବିହାରରେ ବି ଆଗକୁ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Indian Railway Jobs
ଦଶମ ପାସ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ରେଲୱେରେ ଖାଲିପଡ଼ିଛି ୧୧୦୪ ପଦବୀ

ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

Shivraj Singh Chouhan
ପୀଡ଼ିତଙ୍କ ଗୋଡ଼ ଧୋଇଦେଲେ ମୁଖ୍ୟମନ୍ତ୍ରୀ...ଭଲମନ୍ଦ ପଚାରିଲେ, ଉପହାରରେ ଦେଲେ ଗଣେଶ ମୂର୍ତ୍ତି

ତିଲକ ଲଗାଇ ପୂଜାର୍ଚ୍ଚନା ପରେ ସାଲ୍ ଦେଇ ସମ୍ବର୍ଦ୍ଧିତ କଲେ, ଦଶମତ ରାୱତଙ୍କ ଉପରେ ଜଣେ ବ୍ୟକ୍ତି ପରିସ୍ରା କରିଥିବା ଭିଡିଓ ଭାଇରାଲ ପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।

mango kakra
ଘରେ ବନାନ୍ତୁ ଆମ୍ବର ଏହି ସୁଆଦିଆ ରେସିପି

ଏବେ ଚାଲିଛି ଆମ୍ବର ଋତୁ । ଆମ୍ବରେ ବିଭିନ୍ନ ପାନୀୟ ଓ ଆଚାର,ଖଟା ପ୍ରସ୍ତୁତ କରାଯାଏ । ହେଲେ ଆଜି ଆମେ ଆପଣଙ୍କ ପାଇଁ ଆମ୍ବର ଏକ ସୁଆଦିଆ ପିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଆମ୍ବ କାକରା’।

Kidnapping Case
ସ୍କୁଲ୍‌ ନଯିବା ପାଇଁ ଅପହରଣର ନାଟକ; ପାର୍ଟନର ସାଜିଥିଲା ସାନଭାଇ

ସ୍କୁଲ ନଯିବା ପାଇଁ ମାଷ୍ଟରପ୍ଲାନ । ଅପହରଣର ନାଟକ ରଚିଥିଲା ବଡ଼ ଭାଇ । ସବୁ ଜାଣି ଚୁପ୍‌ ବସିଥିଲା ସାନ ଭାଇ ।

Kedarnath temple
କେଦାରନାଥ ଧାମରେ ମୋବାଇଲ୍ ବ୍ୟାନ୍, ପ୍ରସ୍ତୁତି ଆରମ୍ଭ କଲା ମନ୍ଦିର କମିଟି

ବାବାଙ୍କ ଧାମରୁ ବାରମ୍ବାର ବିଭିନ୍ନ ପ୍ରକାର ରିଲ୍ସ ଓ ଭିଡିଓ ଭାଇରାଲ ହେବାରୁ ଏଭଳି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।