• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack (କଟକ)

Minor girl injuries after iron bridge collapses during box drain construction work in cuttack
କଟକରେ ପୁଣି ଅଘଟଣ: ବକ୍ସ ଡ୍ରେନ୍‌ କାମ ଚାଲୁଥିବା ବେଳେ ଗଳି ପଡ଼ିଲେ ନାବାଳିକା

କଟକରେ ପୁଣି ଡ୍ରେନ୍‌ କାମ ବେଳେ ଅଘଟଣ। ବକ୍ସ ଡ୍ରେନ୍‌ କାମ ଚାଲୁଥିବା ବେଳେ ଆଜି ଅପରାହ୍ଣରେ ଜଣେ ନାବାଳିକା ଏହା ମଧ୍ୟକୁ ଗଳି ପଡ଼ିଛନ୍ତି। ଏହାସହ ପାଦ ଚଲା ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।

Car Accident
ତାଳଦଣ୍ଡାକୁ ଖସିଲା କାର; ୨ ଗୁରୁତର

ମାତୃଭବନ-ନୂଆବଜାର ରାସ୍ତାରେ ଯିବା ବେଳେ କାରଟି ଦୁର୍ଘଟଣାର ଶିକାର ହୋଇଛି ।

Opposition targets Odisha govt over Naba Das murder case chargesheet
କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ନବଙ୍କୁ ମାରିଲା ଗୋପାଳ ? ୪ କାରଣକୁ ନେଇ ଚର୍ଚ୍ଚା

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟକୁ ନେଇ ଘନଉଛି ବିବାଦ। ଭିନ୍ନଭିନ୍ନ ତଥ୍ୟ ଦେଇ ଗୋଲଗୋଲ ବୁଲାଉଛି କି କ୍ରାଇମବ୍ରାଂଚ? ଭିତରି କଥା ଲୁଚାଇବାକୁ ଉଦ୍ୟମ ହେଉନାହିଁ ତ?

Mundali TollGate
ମୁଣ୍ଡୁଳି ଟୋଲ୍‌ ଗେଟ୍‌ ସିଲ୍‌, ମାତ୍ର ୪ ଜଣଙ୍କୁ ଗିରଫ କରି ପୋଲିସ୍ ଚୁପ୍ କାହିଁକି ?

ଧାର୍ଯ୍ୟ ଦରଠାରୁ ଅଧିକ ଟିକସ ନେଇ ଚର୍ଚ୍ଚାରେ ମୁଣ୍ଡଳୀ ଟୋଲ୍ ଗେଟ୍ । ଟିକସ ଆଦାୟ ନାମରେ ଚାଲିଥିଲା ଜୁଲମ୍ । ଯାହାକୁ ନେଇ ରାଜ୍ୟ ବାହାରେ ନିନ୍ଦିତ ହେଲା  ଓଡ଼ିଶା । ଗତ ଦୁଇଦିନ ତଳେ ମୁଣ୍ଡଳୀ ଟୋଲ୍ ଗେଟ୍‌ରେ ପାରି ହେବା ପାଇଁ ୩୦ଟଙ୍କା ବଦଳରେ ୫୦୦ ଟଙ୍କା ଦାବି କରି ଦୁଇ ପକ୍ଷଙ୍କ ମଧ୍ୟରେ ଉପୁଜିଥିଲା ସାଙ୍ଘାତିକ ଝଗଡା ଓ ମାରପିଟ୍।

Ginger Garlic Price Hike
ଅଚାନକ ବଢିଲା ଅଦା ରସୁଣର ଦର, ହେଲେ କାହିଁକି ?

ଉତ୍ପାଦନ କମ ଥିବାରୁ ଦର ଅଚାନକ ବଢିଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା ।

 Kathajodi river
ନଈରେ ମିଶୁଛି ଡ୍ରେନ୍ ପାଣି; ବିଷାକ୍ତ ହେଉଛି କାଠଯୋଡ଼ି

କାଠଯୋଡ଼ିକୁ ସ୍ୱଚ୍ଛ ରଖିବାକୁ ଗତ ବର୍ଷ ମାର୍ଚ୍ଚ ୨୧ରେ ତାଗିଦ୍ କରିଥିଲେ ହାଇକୋର୍ଟ । ସହରର ନର୍ଦ୍ଦମା ପାଣି କାଠଯୋଡ଼ିକୁ ନଦୀକୁ ନଛାଡ଼ିବାକୁ ଉଭୟ କଟକ ମହାନଗର ନିଗମ ଓ ୱାଟକୋକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ ।

Heavy Rain
ଟୁଇନସିଟିରେ କାଳବୈଶାଖୀର ତାଣ୍ଡବ ପ୍ରବଳ ଘଡ଼ଘଡ଼ି ସହ ଆରମ୍ଭ ହୋଇଛି ପବନ ଓ ବର୍ଷା

ବର୍ତ୍ତମାନ ଅନେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗ ରହିବାର ସମ୍ଭାବନା ରହିଛି ।

BSE Matric Exam
ଫେରିଲା ପୁରୁଣା ଫର୍ମୁଲା; ଆଉ ରହିବନି ସମେଟିଭ୍, ବର୍ଷ ଶେଷରେ ଫାଇନାଲ୍ ଏକଜାମ୍

ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରିଥିଲା । ତେବେ କୋଭିଡ୍ କହର କମିବା ପରେ ପୁଣି ଥରେ କେବଳ ଦଶମ ଶ୍ରେଣୀରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି ।

Chhattisgarh tourists attacked over toll payment in Cuttack’s Mundali
ଟୋଲ୍ ଆଦାୟକୁ ନେଇ ମୁହାଁମୁହିଁ; ବିଚ୍ ରାସ୍ତାରେ ପର୍ଯ୍ୟଟକଙ୍କୁ ମାଡ଼

ଟୋଲ୍‌ ଗେଟରେ ପାରି ହେବା ପାଇଁ ଅର୍ଥ ରାଶିକୁ ନେଇ ଦୁଇ ପକ୍ଷ ଝଗଡା ଓ ମାରପିଟ୍ ହୋଇଛନ୍ତି । ଛତିଶଗଡରୁ ୨ଟି ବସରେ ଯାତ୍ରୀମାନେ ଓଡିଶା ଆସି ବିଭିନ୍ନ ସ୍ଥାନ ବୁଲୁଥିବାବେଳେ ଗେଟରେ ପାରିହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡା ହୋଇଥିଲା ।

accident
ପୋଲିସ ଗାଡ଼ିକୁ ପିଟିଲା ଟ୍ରକ୍ : ଦୁର୍ଘଟଣାରେ ୨ମୃତ, ୨ଗୁରୁତର

ମୃତକ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ହୋମଗାର୍ଡ ଜଗନ୍ନାଥ ମେହେର, ୨ ଗୁରୁତରଙ୍କ ମଧ୍ୟରେ ଜଣେ ASI ଓ ଜଣେ ହୋମଗାର୍ଡ ଅଛନ୍ତି

 Pahala sweets to get costlier
ଆଜିଠୁ ମହଙ୍ଗା ପାହାଳ ମିଠା, ଛେନାପୋଡ କେଜି ୨୫୦ ବଦଳରେ ୨୮୦ ଟଙ୍କା

କ୍ଷୀର ଓ ଛେନା ଦର ବଢ଼ିବାରୁ ବ୍ୟବସାୟୀ ସଂଘର ନିଷ୍ପତ୍ତି

jojanara Na Hariloot
ପ୍ରଖର ସ୍ରୋତରେ ଧୋଇଯିବ ଆଡ଼ିବନ୍ଧ ! ତଥାପି ଠିକାଦାରଙ୍କ ମନମାନିରେ ଚାଲିଛି କାମ

ଅଣ ମୌସୁମୀରେ ଅଣ ଜଳସେଚିତ ଜମିରେ ଚାଷୀଙ୍କୁ ବର୍ଷସାରା ପାଣି ଯୋଗାଇ ଦେବାକୁ ବାଙ୍କି ବ୍ଲକର ଜୁଣିଆ ନାଳ ଗୌଡଛେଲିଠାରେ ଚେକଡ୍ୟାମ୍ ନିର୍ମାଣ ଚାଲିଛି। ତେବେ ଠିକାଦାରଙ୍କୁ ସୁହାଇବା ଭଳି ସ୍ଥାନରେ ଆଡ଼ିବନ୍ଧ ନିର୍ମାଣ ହେବା ଏବଂ ଠିକାଦାରଙ୍କ ମନମାନିରେ ଢଳେଇ ହେଉଥିବା ଅଭିଯୋଗ ଆସିଛି।

Girl missing from Mundali bridge
ମୁଣ୍ଡଳି ବ୍ୟାରେଜରୁ କଲେଜ ଛାତ୍ରୀ ନିଖୋଜ, ବ୍ରିଜ୍‌ ଉପରୁ ମିଳିଲା ସ୍କୁଟି...

ପୁଣି ମୁଣ୍ଡଳି ବ୍ୟାରେଜରୁ ଯୁବତୀ ନିଖୋଜା ମୁଣ୍ଡଳି ବ୍ୟାରେଜ ଉପରେ ସ୍କୁଟି ରଖି ଯୁବତୀ ଜଣକ ପାଣିକୁ ଡେଇଁଥିବା ସନ୍ଦେହ କରି ପୋଲିସ୍ ଖୋଜାଖୋଜି କରୁଛି।

Odisha BSE Results
ସଫଳତାର ଶୀର୍ଷରେ ଗରିବ ପରିବାରର କନ୍ୟାରତ୍ନ, ମାଟ୍ରିକରେ ରଖିଛନ୍ତି ୯୦% ନମ୍ବର

ମାଟି କାନ୍ଥର ଭଙ୍ଗାଦଦରା ଘର...ଭିତରେ ଶିକାରେ ଝୁଲୁଥିବା ବୋଇତାଳୁ... ପିଣ୍ଡାରେ ଥିବା ଚୁଲି ଆଉ ଚୁଲି ମୁଣ୍ଡରେ ବସି ଖୁସିର ଲୁହରେ ବତୁରି ଯାଉଥିବା ମା’ର ପ୍ରାଣ ଆଜି ହାଲୁକା ହୋଇଯାଇଛି।

ASO recruitment 2023
ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ରଦ୍ଦ ପରେ ଅକଳରେ OPSC

କୋର୍ଟ କହିଥିଲେ, ଓଡ଼ିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ ରୁଲ୍ସରେ ପ୍ରତି ବିଷୟରେ କ୍ବାଲିଫାଇଂ ମାର୍କର ବ୍ୟବସ୍ଥା ନଥିବାରୁ ଏହି ଆଧାରରେ ପ୍ରସ୍ତୁତ ମେରିଟ୍ ଲିଷ୍ଟ ବୈଧ ନୁହେଁ। ତେଣୁ ଏଗ୍ରିଗେଟ୍ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ଲାଗି OPSCକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

RBI, Demonisation
ମନେ ପଡ଼ିଗଲା ୨୦୧୬ର ଦୁର୍ଦ୍ଦଶା, ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେଲେ କଣ ହେବ ?

RBI ନିଷ୍ପତ୍ତି ନେଇ ଦ୍ୱନ୍ଦ୍ୱ ଦୂର ପାଇଁ ବିଶେଷଜ୍ଞଙ୍କ ମତ । ଯାହା ପାଖରେ ଅଛି ଏହି ନୋଟ୍, କଣ କରିବେ ସେମାନେ ?

ASO aspirants welcome scrapping of OPSC merit list by Orissa High Court
ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଉପର କୋର୍ଟକୁ ଯିବ କି OPSC ?

ରାଜ୍ୟର ୭୯୬ଟି ଆସିଷ୍ଟାଣ୍ଡ ସେକ୍ସନ୍ ଅଫିସର ବା ଏଏସ୍ଓ ପଦ ପାଇଁ ଜାରି ବିଜ୍ଞପ୍ତି ଆଧାରରେ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନ କରିଥିଲେ।୨୦୨୨ ଅଗଷ୍ଟ ୨୭ ତାରିଖରେ ଏଥିପାଇଁ ଲିଖିତ ପରୀକ୍ଷା ହୋଇଥିଲା।

ASO merit list scrapped
OPSC କୁ ବଡ଼ ଝଟ୍‌କା ! ASO ମେରିଟ୍‌ ଲିଷ୍ଟ୍‌ ଖାରଜ

ହାଇକୋର୍ଟରେ ASO ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ହୋଇଛି। OPSC ଦ୍ୱାରା ପରିଚାଳିତ ASO ପରୀକ୍ଷାର ମେରିଟ୍‌ ଲିଷ୍ଟ୍‌ ହାଇକୋର୍ଟ ଖାରଜ କରିଛନ୍ତି। 

Savitri Brata 2023
ରାତି ପାହିଲେ ସାବିତ୍ରୀ ଓଷା: ବଜାରରୁ ଫଳ କିଣିଲାବେଳକୁ କରେଣ୍ଟ ମାରୁଛି ଆକାଶଛୁଆଁ ଦର

ସେଓ କିଲୋଗ୍ରାମ ପ୍ରତି ଦର ୨୦୦ରୁ ୨୫୦ ଟିପିଥିବା ବେଳେ ଲିଚୁ ୨୦୦ ଛୁଇଁଛି। ଅଙ୍ଗୁର ୨୦୦ରୁ ତେଣିକି ଏବଂ ପିଜୁଳି କିଲୋ ୧୦୦ରୁ ଅଧିକ।

Odisha Matric result
ପୁଣି ପୁଅଙ୍କୁ ପଛରେ ପକାଇ ବାଜି ମାରିନେଲେ ଝିଅ

ଗତଥର ରାଜ୍ୟ ବୋର୍ଡର ପାସ୍ ହାର ଥିଲା ୯୦. ୫୫% । ଏଥରେ ସେଥିରେ ୫.୮୫ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ଚଳିତ ଥର କଟକ ଓ ଜଗତସିଂହପୁରରେ ସର୍ବାଧିକ ପାସ୍ ହାର ରହିଛି ୯୭.୯୯% ।

Today Odisha Matric Results Announced
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଏଥର ପାସ୍‌ ହାର ୯୬.୪%

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରାଯାଇଛି।

MP Anubhav Mohanty lodges complaint at Purighat police station
ପୁଣି ଥାନାର ଦ୍ୱାରସ୍ଥ ହେଲେ ଅନୁଭବ, ଆଣିଲେ ଏମିତି ଅଭିଯୋଗ...

ପୁଣି ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ଏତଲା ପରେ ପୋଲିସ ମାମଲା ରୁଜୁ କରିଛି। 

medical woman sweeper allegedly raped
କଟକ ବଡ଼ ମେଡିକାଲରେ ଲଜ୍ଜା ! ମହିଳା ସ୍ୱିପରଙ୍କୁ ହଷ୍ଟେଲ ରୁମ୍‌ରେ ଦୁଷ୍କର୍ମ କଲେ ସୁପରଭାଇଜର

କଟକ ବଡ଼ ମେଡିକାଲରେ ଲଜ୍ଜା ! ଜଣେ ମହିଳା ସ୍ୱିପରଙ୍କୁ ଏସ୍ଆର୍ ହଷ୍ଟେଲକୁ ରୁମ୍‌ ସଫା କରିବା ବାହାନାରେ ଡାକି ସୁପରଭାଇଜର ଜଣକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି।

Fruit Price Hike For Savitri Brata
ସାବିତ୍ରୀ ବ୍ରତ ପାଇଁ ଆକାଶ ଛୁଆଁ ଫଳ ରେଟ୍‌, ଆମ୍ବକୁ ଛାଡ଼ିଦେଲେ ସବୁ ମହଙ୍ଗା

କଟକ ଛତ୍ରବଜାର ଫଳ ଗୋଦାମରେ ଫଳ ବିକ୍ରି ଜୋର ସୋରରେ ଚାଲିଛି। ସେଓ, ଅଙ୍ଗୁର, ଆମ୍ବ, କଦଳୀ, ଲିଚୁ, କମଳା ଓ ଡାଳିମ୍ବ ଆଦି ଫଳ କିଣିବାରେ ବ୍ୟସ୍ତ ଗ୍ରାହକ।

Odisha Matric Results To Be Announced Today
ଆଜି ବାହାରିବ ମାଟ୍ରିକ ରେଜଲ୍ଟ, ଜାଣନ୍ତୁ କେମିତି ଚେକ୍‌ କରିବେ...

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ।