• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Girl Works As Domestic Help

Girl works as domestic help
ଆଈକୁ କ୍ୟାନସର...ଔଷଧ ଖର୍ଚ୍ଚ ଲାଗି ବାସନ ମାଜୁଛି ନାତୁଣୀ

ଦୁଃଖ ୟାଙ୍କ ଭାଗ୍ୟରେ ଲେଖା ! ସ୍ୱାମୀ ଛାଡି ପଳେଇଲେ..ପାଖରେ କିଛି ନାହିଁ...ଭଡ଼ାଘରେ ରୋଗୀଣା ଆଈ ସହ ରହୁଛନ୍ତି ଅସହାୟ ମହିଳା । ଡାକ୍ତର ତ ଦେଖାଇଲେ, ହେଲେ ଔଷଧ ଦେବାକୁ ପାଖରେ ଟଙ୍କା ନାହିଁ।

girl works as domestic help
ଇଏ ବି ଜଣେ ଦ୍ରୌପଦୀ....ଭାଇ ଭଉଣୀଙ୍କ ପାଇଁ ପର ଦୁଆରେ ଲାଗୁଛନ୍ତି ମୂଲ

ଦ୍ରୌପଦୀଙ୍କ ଦୁଃଖ ବୁଝୁଛି କିଏ? ବାପା-ଚାଲିଯିବା ପରେ ଅନାଥ ହୋଇଗଲେ ୫ ଛୁଆ। ସାନ ଭାଇ ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ପର ଦୁଆରେ ମୂଲ ଲାଗୁଛନ୍ତି ଦ୍ରୌପଦୀ...ଦୁଃଖ ବୁଝିବାକୁ କରୁଛନ୍ତି ନିବେଦନ