• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack

Varsha - Anubhav
ବର୍ଷା-ଅନୁଭବ ପାରିବାରିକ ବିବାଦ: ଅନୁଭବଙ୍କ ଓକିଲଙ୍କ ପ୍ରଶ୍ନ ଉପରେ ଆପତ୍ତି ଉଠାଇଲେ ବର୍ଷା 

ନାରୀର ମଯର୍ୟାଦା ପ୍ରତି ଆଞ୍ଚ ଭଳି ପ୍ରଶ୍ନ କରାଯାଇପାରିବନି । ବର୍ଷା କେଉଁ ଭାଷାରେ ଉତ୍ତର ଦେବେ ତାକୁ ନେଇ ବିବାଦ ।

Baranga Police ASI Deadbody Found Hanging
ଘର ଭିତରୁ ମିଳିଲା ASIଙ୍କ ଝୁଲନ୍ତା ମୃତଦେହ

କଟକ ବାରଙ୍ଗ ଥାନା ASI ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ିନି।

Temple Lifting With Jacks
ସାଢେ ୩ ଫୁଟ୍ ଉପରକୁ ଉଠୁଛି ୪୦ ବର୍ଷର ଶିବ ମନ୍ଦିର 

ଅତ୍ୟାଧୁନିକ ଜ୍ଞାନକୌଶଳରେ ଉଚ୍ଚତାକୁ ଉଠୁଛି ମନ୍ଦିର। କଟକ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିର ସୁରକ୍ଷା ଲାଗି ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।

Fake Medicine
ଓଡିଶାରେ କେମିତି ପଶୁଛି ନକଲି ମେଡିସିନ୍ ? ସତ ସାମ୍ନାକୁ ଆଣିଲେ ଡ୍ରଗ୍ସ କଣ୍ଟ୍ରୋଲର

ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ବଢୁଛି ନକଲି ମେଡିସିନ କାରବାର । ଟେଲ୍ମା-୪୦ ପରେ କ୍ଲାଭାମ୍-୬୨୫ର ନକଲି ମେଡିସିନ୍‌କୁ ନେଇ ଚିନ୍ତା ।

murder
ଡାହାଣୀ ସନ୍ଦେହରେ ମହିଳାଙ୍କ ବେକ କାଟି ହତ୍ୟା

ଅଭିଯୋଗ ପରେ ସାଇନଣ୍ଟିଫିକ ସହ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

Gold
Today Gold Price 14th Dec 2022 : ବିବାହ ଋତୁରେ ସୁନା ଦରରେ ନିଆଁ

ଆଜି ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି ।

Advocate Protest
ଓକିଲଙ୍କୁ ଲାଗିଲା ବଡ଼ ଝଟ୍‌କା ! ଆନ୍ଦୋଳନ ସ୍ଥଗିତ-ଲାଇସେନ୍ସ ବାତିଲ-ଗିରଫ

ସମ୍ବଲପୁର କୋର୍ଟରୁମ୍‌ରେ ଭଙ୍ଗାରୁଜା ଘଟଣାରେ ୧୬ ଗିରଫ ।

High Court Bench
ସୁପ୍ରିମ୍‌କୋର୍ଟରେ ହାଇକୋର୍ଟଙ୍କ ସତ୍ୟପାଠ ! ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ କରୁଥିବା ଓକିଲଙ୍କୁ ଲାଗିଲା ଝଟ୍‌କା

ସୁପ୍ରିମକୋର୍ଟରେ ଦାୟର ସତ୍ୟପାଠକୁ ନେଇ ଅଡୁଆ, ଭର୍ଚୁଆଲ୍ ଆକ୍ସେସ୍ ବ୍ୟବସ୍ଥା କଲେ ଆବଶ୍ୟକ ପଡିବନି ସ୍ଥାୟୀ ବେଞ୍ଚ ।

Elephant Death
ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ଭୟାନକ ସତ ! ମୃତଦେହକୁ ପୋଡ଼ି ଅବଶେଷକୁ ପାଣିରେ ଭସାଇଥିଲେ ବନ କର୍ମଚାରୀ

ସମସ୍ତ ଘଟଣାକୁ ମାନିଲେ ୩ ଅଭିଯୁକ୍ତ ବନ କର୍ମଚାରୀ । ଅନ୍ୟ ଜଣେ କର୍ମଚାରୀ ବିଷପିଇ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ ।

Indian Army aspirant dies during swimming practice in Cuttack
ମହାନଦୀରେ ବୁଡ଼ିଗଲା ସ୍ୱପ୍ନ: ଅଧୁରା ରହିଗଲା ଦେଶ ସେବା ସ୍ୱପ୍ନ, ଅଭ୍ୟାସ ବେଳେ ଚାଲିଗଲା ଜୀବନ

ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମହାନଦୀରେ ପହଁରା ଅଭ୍ୟାସ କରୁଥିବା ବେଳେ ଛାତ୍ର ଜଣକ ବୁଡ଼ି ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

Youth Dies While Learning Swimming In Mahanadi River
କାଳ ହେଲା ପହଁରା ଶିଖା, ମହାନଦୀରେ ବୁଡ଼ି ଯୁବକ ମୃତ

ମହାନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଯୋବ୍ରା ବ୍ୟାରେଜ୍‌ରେ ସୁଇମିଂ ଶିଖୁଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ।

Murder
ଟଙ୍କା ଓ ସୁନା ପାଇଁ ଜେଜେବାପାଙ୍କୁ ମାରିଦେଲା ନାତି

ଯାହାକୁ ନିଜର ଭାବି ଘରେ ରଖିଥିଲେ, ପାଳି ପୋଷି ବଡ଼ କରିଥିଲେ ଶେଷରେ ସିଏ ହିଁ ଚୋଟ ମାରିଲା। ସମ୍ପର୍କର ମାନେ ବୁଝିଲାନି ସମ୍ପର୍କୀୟ ନାତି। ସାମାନ୍ୟ ସୁନା, ଟଙ୍କା ପାଇଁ ପାଳିପୋଷି ବଡ଼ କରିଥିବା ସମ୍ପର୍କୀୟ ଜେଜେବାପା, ଜେଜେମା’ଙ୍କୁ ରାସ୍ତାରୁ ସଫା କରିବାକୁ ଯୋଜନା କଲ। ।

Bullets being fired from nowhere ; Athagarh residents scared
କିଏ ମାରୁଛି ଗୁଳି, କେଉଁଠୁ ଆସୁଛି ଗୁଳି...କେହି କିଛି ବି ଜାଣି ପାରୁ ନାହାନ୍ତି

ଗାଁରେ ପଡୁଛି ମେଞ୍ଚା ମେଞ୍ଚା ଗୁଳି। ଛକ, ବଜାର ଠାରୁ ଆରମ୍ଭ କରି ଲୋକଙ୍କ ଘରେ ମଧ୍ୟ ଗୁଳି ପଡୁଛି। ଗୁଳି ମାଡ଼ ଏତେ ଅଧିକ ରହିଛି ଯେ, ଘରର ଆଜବେଷ୍ଟସ୍‌ କଣା ହୋଇଯାଇଛି। ଏହାସହ ଲୋକମାନେ ଆହତ ମଧ୍ୟ ହୋଇଛନ୍ତି।

Cremation
ପୁଅ ଯିବାର ୮ବର୍ଷ ପରେ ବି ଶ୍ମଶାନ ଛାଡ଼ୁନି ବାପା

ପୁଅ ଚାଲିଯିବାର ୮ ବର୍ଷ ହେଲାଣି, ହେଲେ ବାପାର ମନ ମାନୁନି। ପୁଅ ଯେଉଁଠି ପୋଡା ହୋଇଥିଲା ଆଜି ବି ସେଇଠି ବସି ପୁଅ ଫେରିବା ବାଟକୁ ଚାହିଁରହିଛି ବାପା..ଯେତେ ଡାକିଲେ ବି ଘରକୁ ଆସୁନାହାନ୍ତି, ବେଳେବେଳେ ପୁଅ ନାଁ ଧରି ଡାକୁଛନ୍ତି..

OTM
ଯଥାଶୀଘ୍ର ଅକ୍ତିଆରକୁ ନିଅ OTM, ନଚେତ୍ ଜରିମାନା ଦେବ

ବିଭିନ୍ନ ଆଳ ଦେଖାଇ ଓଟିଏମ୍‌କୁ ରାଜ୍ୟ ସରକାର ନିଜ ଦଖଲକୁ ନେଉନାହାନ୍ତି ବୋଲି ଅଫିସିଆଲ୍ ଲିକ୍ୟୁଡେଟର ଅଭିଯୋଗ କରିଥିଲେ ।

 Odia actress Jharana Das
ମନଛୁଆଁ ସ୍ୱର ହିଁ ଥିଲା ଝରଣା ଦାସଙ୍କ ସ୍ୱତନ୍ତ୍ର ପରିଚୟ

ବେତାରରେ ଝରଣା ଦାସଙ୍କର ସ୍ୱତନ୍ତ୍ର ପରିଚୟ, ଝୁରୁଛି ସିନେ ଜଗତ

Big decision on Odisha ASO exams 2022
ASO ପରୀକ୍ଷାକୁ ନେଇ ହାଇକୋର୍ଟ ଦେଲେ ବଡ଼ ରାୟ

ASO ପରୀକ୍ଷାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। 

 Jharana Das
ବର୍ଷିୟାନ୍‌ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ

ମଲାଜହ୍ନ, ଅମଡ଼ା ବାଟ ଆଦି ଥିଲା ତାଙ୍କର ଚର୍ଚ୍ଚିତ ସିନେମା ।

Mother Tortured
ପୁଅ-ବୋହୂ ନିର୍ଯାତନା ଦେଲେ, କୋର୍ଟରୁ ଅର୍ଡର ଆଣି ଘରୁ ବାହାର କରିଦେଲା ମାଆ..

ଏହି ଘଟଣା ଏବେ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ଏହାକୁ ନେଇ ଆଲୋଚନା କରୁଛନ୍ତି । ଅନେକ ଲୋକ ମାଆର ଏଭଳି ନିଷ୍ପତ୍ତିକୁ ସ୍ୱାଗତ ମଧ୍ୟ କରିଛନ୍ତି ।

Actress Rani Panda's car kills biker
‘ପ୍ରୋଗ୍ରାମ ଲେଟ୍‌ ହୋଇଯିବ ବୋଲି ରାନୀ ପଣ୍ଡାଙ୍କ ଗାଡ଼ି ବହୁତ ସ୍ପିଡ୍‌ରେ ଯାଉଥିଲା’

‘କୌଣସି ଏକ ସ୍ଥାନରେ ରାନୀ ପଣ୍ଡାଙ୍କ ପ୍ରୋଗ୍ରାମ ଥିଲା। କାଳେ ପ୍ରୋଗ୍ରାମ ବିଳମ୍ବ ହୋଇଯିବ, ତେଣୁ ତାଙ୍କ କାର୍ ବହୁତ ସ୍ପିଡ୍‌ରେ ଆସୁଥିଲା। ମୋ ପୁତୁରା ହାଇୱା ଡ୍ରାଇଭର।’

Jatra Actress Rani Panda's car hits two-wheeler, youth dies
ରାନୀ ପଣ୍ଡାଙ୍କ କାର୍‌ ଧକ୍କାରେ ଯୁବକ ମୃତ, ଥାନାରେ ଅଭିନେତ୍ରୀ ଅଟକ

ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବସିଥିବା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିଲା। ଏଥିରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି।

Archana Nag
ଅର୍ଚ୍ଚନା ନାଗଫାଶ ମାମଲା: ED ଜାଲରେ କଲବଲ ପ୍ରଭାବଶାଳୀ, BJD ବିଧାୟକଙ୍କ ଭାଇଙ୍କୁ ଜେରା

ବିଜେଡି ବିଧାୟକ ସୁଧୀର ସାମଲଙ୍କ ବ୍ୟବସାୟୀ ଭାଇ ଗଙ୍ଗାଧର ସାମଲଙ୍କୁ ଜେରା । ୩୦ ଲକ୍ଷ ଟ୍ରାଞ୍ଜାକ୍ସନ୍ ସତ ଜାଣିବାକୁ ଘାଣ୍ଟୁଛି ଇଡି ।

Special story
ଦୁଇ ଦିନ ହେଲା ଦାଣ୍ଡରେ ପଡ଼ିଛି ଶବ ! ଶ୍ମଶାନ ଜମି ବିବାଦ ପାଇଁ . . .

ଦାହ ନହେବାରୁ ଦୁଆର ମୁହଁରେ ପଡ଼ି ରହିଛି ରହିଛି ବୃଦ୍ଧାଙ୍କ ଶବ, ଆଉ ଜଗି ବସିଛନ୍ତି ଆତ୍ମୀୟ ସ୍ୱଜନ

Orissa High Court Stays Auction Of Sarala Realcon Properties
ଶାରଳା ରିୟଲକନ୍‌ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ

ଚିଟ୍‌ଫଣ୍ଡ ସଂସ୍ଥା ଶାରଳା ରିୟଲକନ୍‌ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପ୍ରାୟ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନିଲାମ ଉପରେ ଏହି ରହିତାଦେଶ ଜାରି ହୋଇଛି।