/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649560808.jpg)
Rukuna Rath
ରୁକୁଣା ରଥ ଯାତ୍ରା ପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ଗତକାଲି ବାବା ଲିଙ୍ଗରାଜଙ୍କ ରୁକୁଣା ରଥ ତିନିମୁଣ୍ଡିଆ ଛକରେ ଅଟକି ଥିବା ବେଳେ, ଆଜି ପୁଣି ରଥଟଣା ଯିବ ।
Advertisment
ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବା ପରେ ପ୍ରଭୁ ଲିଙ୍ଗରାଜରାମେଶ୍ୱର ମନ୍ଦିରକୁ ବିଜେ କରିବା ସହ ଆସନ୍ତା ବୁଧବାର ଦିନ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ରହିଛି ।
(ରୁକୁଣା ରଥଯାତ୍ରା)କୋଭିଡ୍ ମହାମାରୀ ଦୂର ହେବାରୁ ଗତ ଦୁଇବର୍ଷ ପରେ ଚଳିତ ବର୍ଷ ରଥଯାତ୍ରା ହେଉଛି । ଏଣୁ ରଥଦାଣ୍ଡରେ ଗତକାଲି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । କୋଭିଡ୍ କଟକଣା ପାଇଁ ପୂର୍ବବର୍ଷରେ ଭକ୍ତ ରଥ ଟାଣିପାରିନଥିଲେ ହେଲେ ଏବର୍ଷ ରଥ ଟାଣିବାକୁ ସୁଯୋଗ ମିଳିଥିବାରୁ ଭକ୍ତ ଭାବବିହୋଳ ହୋଇପଡ଼ିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)