• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Balasore Politics
ସରଗରମ ବାଲେଶ୍ୱର ରାଜନୀତି, କାହା ସପକ୍ଷରେ ଯିବ ଭୋଟ ?

ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ର ପାଇଁ ବିଜେପିରୁ ମାନସ କୁମାର ଦତ୍ତ, ବିଜେଡିରୁ ସ୍ୱରୂପ ଦାସ ଓ କଂଗ୍ରେସରୁ ମୋନାଲିସା ଲେଙ୍କା ପ୍ରାର୍ଥୀ ହୋଇଛନ୍ତି ।

Prashant Jagdev
‘ଜଗଦ୍ଦେବଙ୍କ ବିରୋଧରେ ମିଛ କହିବାକୁ ବାଧ୍ୟ କରିଥିଲା ପୋଲିସ’

ବେଗୁନିଆ ଇଭିଏମ୍ ଭଙ୍ଗାରୁଜା ମାମଲା । ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ।

Himant Biswasharma
ନବୀନ-ପାଣ୍ଡିଆନଙ୍କୁ ହିମନ୍ତଙ୍କ ଅଲ୍ ଆଉଟ୍ ଆଟାକ୍, 'ମାଇକ୍ ଧରି ତାଙ୍କୁ ନିଜ ଇସାରାରେ ନଚାଉଛନ୍ତି'

'ମନ୍ଦବୁଦ୍ଧି ପାଇଁ ପାଣ୍ଡିଆନଙ୍କୁ ମିଳୁ ନୋବେଲ୍ । 4 ତାରିଖ ପରେ ପଠାଇ ଦିଆଯିବ ତାମିଲନାଡୁ ।'

Monsoon
ଚାଷୀଙ୍କ ପାଇଁ ଖୁସି ଖବର; ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ବର୍ତ୍ତମାନ ସମୟରେ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି।

Prashant Jagadev
ବେଗୁନିଆ EVM ଭଙ୍ଗାରୁଜା ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ ପୋଲିସର ଜୁଲମ !

ବନମାଳି ଗଣମାଧ୍ୟମ ଆଗରେ ଖୋଲାଖୋଲି କହିଛନ୍ତି- ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ବୟାନ ଦେବାକୁ ପୋଲିସ୍ ତାଙ୍କ ଉପରେ ଜୁଲମ କରିଛି ଓ ଡରରେ ସେ ଜଗଦ୍ଦେବଙ୍କ ବିରୋଧରେ ମନ୍ତବ୍ୟ ରଖିଛନ୍ତି, ଯାହାକୁ ପୋଲିସ୍ ମୋବାଇଲରେ ବି ରେକର୍ଡ କରିଛି ।

Pradeep Panigrahi
‘ବିଜେଡିର ଲେଖା ଛିଡ଼ି ଯାଇଛି, ଏଥର ନବୀନ ବାବୁ ହିଞ୍ଜିଳିରୁ ହାରୁଛନ୍ତି’

ବିଜେଡି ଯଦି ସ୍ୱଚ୍ଛ ତେବେ ଟଙ୍କା କାହିଁକି ବାଣ୍ଟୁଛି, ହିଂସା କାହିଁକି ସୃଷ୍ଟି କରୁଛି ବୋଲି ପ୍ରଶ୍ନ କରିନ୍ତି ପ୍ରଦୀପ ।

Baijayant Panda
‘ସମ୍ପତ୍ତି ହାସଲ ପାଇଁ ମୁଁ ରାଜନୀତିକୁ ଆସିନାହିଁ, ଲୋକଙ୍କ ସେବା କରିବାକୁ ଆସିଛି’

ବୈଜୟନ୍ତ କହିଛନ୍ତି, ବହୁ ଦଶନ୍ଧି ଧରି ବିଜୁ ବାବୁଙ୍କ ଅମଳରୁ ତାଙ୍କ ପରିବାର ବ୍ୟବସାୟରେ ଅଛନ୍ତି । ତାଙ୍କ ପରିବାର ପ୍ରତି କେହି କେବେ ବି ଆରୋପ ଲଗାଇ ନାହାନ୍ତି ।

Himant Biswa Sharma
‘ଓଡ଼ିଶାର ସବୁ ଚାକିରି ପାଣ୍ଡିଆନ୍‌ଙ୍କ ପାଖରେ, ରତ୍ନଭଣ୍ଡାର ଚାବି ବି ସେ ରଖିଛନ୍ତି’

‘୧ ଟଙ୍କା ଲେଖାଏଁ ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ଟିକେଟ କିଣନ୍ତୁ । ପାଣ୍ଡିଆନଙ୍କ ପାଇଁ ଟିକେଟ କିଣି ତାମିଲନାଡୁ ପଠାଇ ଦିଅନ୍ତୁ । ପାଣ୍ଡିଆନ ନବୀନ ବାବୁଙ୍କୁ ହୋଷ୍ଟେଜ ରଖିଛନ୍ତି । ନବୀନ ବାବୁଙ୍କ ମାଇକ୍ କାହିଁକି ପାଣ୍ଡିଆନ ଧରୁଛନ୍ତି।

Ganja smuggling
ଲୁହାରଡ଼ ବୋଝେଇ ଟ୍ରକ୍‌ରୁ ମିଳିଲା ୩.୭୫ କ୍ୱିଣ୍ଟାଲ ଗଞ୍ଜେଇ

ଗଞ୍ଜେଇ ଚୋରା ଚାଲାଣ ନେଇ ସୋନପୁର ପୋଲିସକୁ ସୂଚନା ମିଳିବା ପରେ ପୋଲିସ କୁଂଜ ଛକରେ ଛପି ରହିଥିଲା । ଟ୍ରକ୍ ପହଞ୍ଚିବା ପରେ ତାକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ ।

VK Pandian is the main target of BJP in this election
ଓଡ଼ିଆ ଅସ୍ମିତା ବିଜେପିର ‘ବ୍ରହ୍ମାସ୍ତ୍ର’; ଫାଇଦା ନେବାରେ କଂଗ୍ରେସ ପଛୁଆ

୨୦୧୯ ନିର୍ବାଚନ ପରଠାରୁ ପ୍ରାୟ ୫ ବର୍ଷ ଧରି ‘ବନ୍ଧୁ-ବନ୍ଧୁ’ ଏବଂ ଶେଷରେ ‘ମେଂଟ-ମେଂଟ’ର ଚର୍ଚ୍ଚାରେ ରହି ଆସିଥିବା କେନ୍ଦ୍ରୀୟ ଶାସନାଧିନ ବିଜେପି ଓ ରାଜ୍ୟ କ୍ଷମତାରେ ଥିବା ବିଜେଡି ଠିକ ନିର୍ବାଚନ ଚାଲିଥିବା ସମୟରେ ଉଭୟେ ଉଭୟଙ୍କୁ ଘୋର ବିରୋଧ ଓ କଡା ଟକ୍କର ଦେଉଥିବା ଦେଖାଯାଉଛି।

Ambulances with patients get stuck during Odisha CM
ମୁଖ୍ୟମନ୍ତ୍ରୀଙ୍କ ସଭା ଲାଗି ଟ୍ରାଫିକ୍‌ ଜାମ୍‌; ଘଣ୍ଟାଏ କାଳ ଫସିରହିଲା ଆମ୍ୱୁଲାନ୍ସ

ଦୁଇଟି ଆମ୍ବୁଲାନ୍ସରେ ୩ ଜଣ ରୋଗୀ ଗୁରୁତର ଅବସ୍ଥାରେ ଥିଲେ। ଏଥିରେ ଜଣେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ବି ଥିଲେ। ଆମ୍ବୁଲାନସ ଡ୍ରାଇଭର୍, ସ୍ଥାନୀୟ ବାସିନ୍ଦା ଯେତେ ଚେଷ୍ଟା କରିବା ପରେ ବି କୌଣସି ଫଳ ମିଳିନଥିଲା।

ADR report
ଆସିଲା ADR ରିପୋର୍ଟ, ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରୁ ୪୧୨ ଜଣ କୋଟିପତି

ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ସବୁଠୁ ଧନୀ । ତାଙ୍କ ସମ୍ପତ୍ତିର ପରିମାଣ ୩୧୩ କୋଟି ୫୩ ଲକ୍ଷ ଟଙ୍କା । ତାଙ୍କ ପଛରେ ଅଛନ୍ତି ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନା ମହାକୁଡ ।

Matric Results
ଇଚ୍ଛାଶକ୍ତି ଆଗରେ ହାର ମାନିଲା ଅର୍ଥାଭାବ...ଦିବ୍ୟାଙ୍ଗ ଚୁଡ଼ି ବ୍ୟବସାୟୀଙ୍କ ଝିଅ ପାଇଲେ ୯୨%

କୁଣ୍ଡେଶ୍ୱର ଗ୍ରାମର ରତ୍ନାକର ପାତ୍ର ଏବଂ ଶୁଭଦ୍ରା ପାତ୍ରଙ୍କ ଝିଅ ଗାୟତ୍ରୀ ପିଲାଟି ଦିନରୁ ଆର୍ଥିକ ଅନଟନ ମଧ୍ୟରେ ବଢିଥିଲେ ମଧ୍ୟ କେବେ ହତୋତ୍ସାହିତ ହୋଇନାହାନ୍ତି ।

Road Problem
ଶୁଣ ସରକାର, ଏ କ’ଣ ୨୫ ବର୍ଷର ବିକାଶ ?

ନିର୍ବାଚନ ଆସିଲେ ଏଠି ନେତାଙ୍କ ପାଦ ପଡ଼େ । ପୁଳାପୁଳା ପ୍ରତିଶ୍ରୁତି ଆଉ ମିଠାମିଠା କଥା କହି ଭୋଟ ନେଇଯାଆନ୍ତି ନେତା । ହେଲେ ଭୋଟ ସରିଲେ ଆଉ ନେତାଙ୍କ ଦେଖା ମିଳେନି ।

roti samosa
ରାତିର ରୁଟି ବଳିପଡ଼ିଛି କି...ନଷ୍ଟ ନକରି ବନାନ୍ତୁ ସିଙ୍ଗଡ଼ା, ଜାଣନ୍ତୁ ପ୍ରଣାଳୀ

ସିଙ୍ଗଡ଼ା ବା ସମୋସା ସମସ୍ତଙ୍କୁ ପସନ୍ଦ । ଆଜି ଆମେ ଆପଣଙ୍କ ପାଇଁ ଏକ ନିଆରା ଶୈଳୀରେ ସିଙ୍ଗଡ଼ା ବା ସମୋସାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରୁଟି ସମୋସା’ ।

Pradip Purohit on Pandian
‘ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି'

ପାଣ୍ଡିଆନ ତାମିଲ୍ ଗୁଣ୍ଡା ଗର୍ଦ୍ଦି ଓଡ଼ିଶାରେ ଲଗେଇବାକୁ ଚେଷ୍ଟା କରୁଛନ୍ତି । ବିଜେପି କର୍ମୀଙ୍କୁ ମାଡ଼ ମାରିବା, ପୋଲିସ ଲଗେଇ ଧମକ ଦେଉଛନ୍ତି ।

Pradip Purohit targets BJD
‘ଚାଷୀଙ୍କ ପ୍ରତି ବିଜେଡି କରିଛି ବିଶ୍ୱାସଘାତ, ୧୦ ହଜାର ଦେବେ କହି ଦେଲେ ୪ ହଜାର’

୨୦୧୯ ନିର୍ବାଚନ ବେଳେ ଚାଷୀଙ୍କୁ ୧୦ ହଜାର ଦେବେ କହିଥିଲେ ରାଜ୍ୟ ସରକାର ହେଲେ ୪ ହଜାର ଟଙ୍କା ଦେଲେ ସରକାର ।

Twins
ମାଟ୍ରିକ୍‌ରେ ଯାଆଁଳା ଭଉଣୀଙ୍କ ବାଜିମାତ୍‌; ଉଭୟ ପାଇଲେ A1 ଗ୍ରେଡ୍‌

ଭବିଷ୍ୟତରେ ସୁଚରିତା କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଥିବାବେଳେ ସୁଚିଶ୍ମିତା ଡାକ୍ତର ହୋଇ ରୋଗୀସେବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Organ Donation
ସାନ ସିନା ଦାନ ତା ମହାନ; ୨୧ମାସର ଶିଶୁ ବଞ୍ଚାଇଲା ଦୁଇ ଜୀବନ

ଚେନ୍ନାଇର ଡାକ୍ତର ଟିମ୍ ଓ ଭୁବନେଶ୍ୱର ଏମ୍ସର ଡାକ୍ତରୀ ଟିମ୍ ମେଡିକାଲରେ ପହଞ୍ଚି ଶିଶୁଟିର ହାର୍ଟ ଓ ଲିଭର ପ୍ରତିରୋପଣ ପାଇଁ ନେଇଛନ୍ତି। ଚେନ୍ନାଇର MGM ହସ୍ପିଟାଲରେ ଚିକିତ୍ସିତ ଅନ୍ୟ ଏକ ଶିଶୁର ଶରୀରରେ ଲାଗିବ ପ୍ରତ୍ୟୁଷର ହାର୍ଟ।

Odisha Election
ବାଙ୍କୀ ବେଦପୁରରେ ନିର୍ବାଚନ ପରବର୍ତ୍ତୀ ଗଣ୍ଡଗୋଳ; ଦୁଇ ଗୋଷ୍ଠୀ ପିଟାପିଟି, ୬ ଆହତ

କଟକ ବାଙ୍କି ଥାନା ଅନ୍ତର୍ଗତ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା । ବିଜେଡି ଓ କଂଗ୍ରେସ ସମର୍ଥକ ଏବଂ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।

Odisha Election
ପୁଣି ଓଡ଼ିଶାମୁହାଁ ବିଜେପିର ଟପ୍ କେନ୍ଦ୍ରୀୟ ନେତା, ଶେଷ ପର୍ଯ୍ୟାୟ ପାଇଁ କରିବେ ପ୍ରଚାର

ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ପୁଣି ଓଡ଼ିଶାମୁହାଁ ବିଜେପିର ଟପ୍ କେନ୍ଦୀୟ ନେତା । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

Panchang
Panchang Today 27th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର ଚନ୍ଦ୍ର-ଧନୁ ଦିବା ୦୪.୦୪ ଗତେ ମକର ତିଥି-୪ର୍ଥୀ ଦିବା ୦୪.୫୩ ଗତେ ୫ମୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୦୪.୦୪ ଗତେ ସିଂହ ରାଶିର ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ଦିବା ୧୦.୧୩ ଗତେ ୧ ପାଦ-କୁଟୁମ୍ବହାନି ତିଳକାଞ୍ଚନ ଦାନ

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 27 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 27 May 2024
BJP, BJD  vie for government formation
ତୃତୀୟ ପର୍ଯ୍ୟାୟ ପରେ ବଢ଼ିଲା ସିଟ୍ ଦଖଲ ଦମ୍ଭୋକ୍ତି, ଶେଷ ପର୍ଯ୍ୟାୟ ଉପରେ ସବୁ ଦଳର ଫୋକସ୍

ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ସହିତ ରାଜ୍ୟର ୧୦୫ ବିଧାନସଭା ଓ ୧୫ ଲୋକସଭା ଆସନରେ ନିର୍ଦ୍ଧାରିତ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ ।

General Election 2024
ବିଜେଡିକୁ ଘାରିଛି କି ଶେଷ ପର୍ଯ୍ୟାୟ ଭୋଟ୍ ଶଙ୍କା ? ନିମାପଡ଼ା ଓ ଚାନ୍ଦବାଲିରେ ଡେରା ପକାଇଛନ୍ତି ମାଳ ମାଳ ନେତା

କେବଳ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ୧୬ ଜଣ ସହ ପର୍ଯ୍ୟବେକ୍ଷକ । ଆଉ ଚାନ୍ଦବାଲିରେ ବି ୮ ନେତାଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ।