ପାଣ୍ଡିଆନ ତାମିଲ୍ ଗୁଣ୍ଡା ଗର୍ଦ୍ଦି ଓଡ଼ିଶାରେ ଲଗେଇବାକୁ ଚେଷ୍ଟା କରୁଛନ୍ତି । ବିଜେପି କର୍ମୀଙ୍କୁ ମାଡ଼ ମାରିବା, ପୋଲିସ ଲଗେଇ ଧମକ ଦେଉଛନ୍ତି ।
୨୦୧୯ ନିର୍ବାଚନ ବେଳେ ଚାଷୀଙ୍କୁ ୧୦ ହଜାର ଦେବେ କହିଥିଲେ ରାଜ୍ୟ ସରକାର ହେଲେ ୪ ହଜାର ଟଙ୍କା ଦେଲେ ସରକାର ।
ଧାମନଗରରେ ଗଡ଼ବଜାୟ ରଖିବା ପରେ ପଦ୍ମପୁରରେ ସିଟ୍ ହାତେଇବାକୁ ବିଜେପି ପ୍ରୟାସ କରୁଛି । ପ୍ରଦୀପ ପୁରୋହିତ ପଦ୍ମପୁରର ଉପନିର୍ବାଚନ ପାଇଁ ବିଜେପି ଟିକେଟ୍ରୁ ଲଢ଼ିବେ ।
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସାରା ରାଜ୍ୟରେ ଆନ୍ଦୋଳନ ଚାଲିଛି । ହେଲେ ବିଜେଡିକୁ ଏହା ଫରକ ପଡୁନି । କଳାହାଣ୍ଡି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା । ଏହି ସଭାକୁ କୁରୁସଭା ସହ ତୁଳନା କଲା ବିଜେପି । କହିଲା, ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ଓ ଦିବ୍ୟଶଙ୍କର ଦୁଃଶାସନ । ଏଠି ଇଜ୍ଜତ...
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପରିବାର ଲୋକଙ୍କ ବୟାନ ପରେ ପରେ କଳାହାଣ୍ଡି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା.. ଯାବତୀୟ ବିରୋଧ ପରେ ବି ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ଏକାଠି ମଞ୍ଚରେ ବସିଲେ.. ହେଲେ ପଦୁଟିଏ ବି ମମିତାଙ୍କ କଥା କହିଲେନି.. ଏନେଇ ବିଧାୟକ ପ୍ରଦୀପ ପୁରୋହିତ ପ୍ରତିକ୍ରିୟା ଦେଇଛନ୍ତି.. ଶୁଣନ୍ତୁ