• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 27 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 6 months ago

ଉପକୂଳ ଟେନସନରେ ବିଜେଡି; ଯାଜପୁରଠୁ ଜଗତସିଂହପୁର, ସବୁଠି ଟଳମଳ ସ୍ଥିତି

ଜଗତସିଂହପୁର, ବାଲିକୁଦା-ଏରସମାରେ ବିଦ୍ରୋହୀଙ୍କ ସଂଖ୍ୟା ଅଧିକ। ଆଉ ପାରାଦୀପରେ ସୀମା ଟପିଛି ବିଜେଡି କନ୍ଦଳ। ତିର୍ତ୍ତୋଲରେ ବିଜେଡି ନେତା ସରୋଜକାନ୍ତ ସ୍ୱାଇଁ ବିଜେପିରେ ମିଶିବା ପରେ ଜଳଜଳ ହୋଇ ପଦାକୁ ଆସିଛି ଗୋଷ୍ଠୀ କନ୍ଦଳ। More
  • Manoranjan Behera
  • 6 months ago

ଲଟେରୀ ଲାଗୁଛି MLA ହେଲେ; ୫ ବର୍ଷରେ ଧୁମ ଟଙ୍କା ଆୟ, ହୋସ ଉଡାଇବ ADR ରିପୋର୍ଟ

ଚୌଦ୍ୱାର-କଟକ ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ସମ୍ପତ୍ତି ଗତ ୫ ବର୍ଷରେ ୨ ହଜାର ୩୩୮ ପ୍ରତିଶତ ଅର୍ଥାତ୍ ୨୩ ଗୁଣାରୁ ଅଧିକ ବଢ଼ିଯାଇଛି। ୨୦୧୯ରେ ସୌଭିକଙ୍କ ସମ୍ପତ୍ତି ଥିଲା ମାତ୍ର ୨୦ ଲକ୍ଷ ୬୮ ହଜାର ଟଙ୍କା। ୨୦୨୪ରେ ଏହା ୫ କୋଟି ୪ ଲକ୍ଷ ଟଙ୍କାରେ ପହଞ୍ଚିଛି। More
  • Satyendu Shekher Mishra
  • 6 months ago

ଏପଟେ BJP ଜିଲ୍ଲାସଭାପତିଙ୍କୁ ଆକ୍ରମଣ, ସେପଟେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାରୁଜା !

ଘଣ୍ଟେଶ୍ୱର ଜୋନକୁ ଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । More
  • Satyendu Shekher Mishra
  • 6 months ago

ସରଗରମ ବାଲେଶ୍ୱର ରାଜନୀତି, କାହା ସପକ୍ଷରେ ଯିବ ଭୋଟ ?

ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ର ପାଇଁ ବିଜେପିରୁ ମାନସ କୁମାର ଦତ୍ତ, ବିଜେଡିରୁ ସ୍ୱରୂପ ଦାସ ଓ କଂଗ୍ରେସରୁ ମୋନାଲିସା ଲେଙ୍କା ପ୍ରାର୍ଥୀ ହୋଇଛନ୍ତି । More
  • Satyendu Shekher Mishra
  • 6 months ago

‘ଜଗଦ୍ଦେବଙ୍କ ବିରୋଧରେ ମିଛ କହିବାକୁ ବାଧ୍ୟ କରିଥିଲା ପୋଲିସ’

ବେଗୁନିଆ ଇଭିଏମ୍ ଭଙ୍ଗାରୁଜା ମାମଲା । ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ । More
  • Satyendu Shekher Mishra
  • 6 months ago

ନବୀନ-ପାଣ୍ଡିଆନଙ୍କୁ ହିମନ୍ତଙ୍କ ଅଲ୍ ଆଉଟ୍ ଆଟାକ୍, 'ମାଇକ୍ ଧରି ତାଙ୍କୁ ନିଜ ଇସାରାରେ ନଚାଉଛନ୍ତି'

'ମନ୍ଦବୁଦ୍ଧି ପାଇଁ ପାଣ୍ଡିଆନଙ୍କୁ ମିଳୁ ନୋବେଲ୍ । 4 ତାରିଖ ପରେ ପଠାଇ ଦିଆଯିବ ତାମିଲନାଡୁ ।' More
  • Manoranjan Behera
  • 6 months ago

ଚାଷୀଙ୍କ ପାଇଁ ଖୁସି ଖବର; ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ବର୍ତ୍ତମାନ ସମୟରେ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି। More
  • Santosh Kumar Sahoo
  • 6 months ago

ବେଗୁନିଆ EVM ଭଙ୍ଗାରୁଜା ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ ପୋଲିସର ଜୁଲମ !

ବନମାଳି ଗଣମାଧ୍ୟମ ଆଗରେ ଖୋଲାଖୋଲି କହିଛନ୍ତି- ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ବୟାନ ଦେବାକୁ ପୋଲିସ୍ ତାଙ୍କ ଉପରେ ଜୁଲମ କରିଛି ଓ ଡରରେ ସେ ଜଗଦ୍ଦେବଙ୍କ ବିରୋଧରେ ମନ୍ତବ୍ୟ ରଖିଛନ୍ତି, ଯାହାକୁ ପୋଲିସ୍ ମୋବାଇଲରେ ବି ରେକର୍ଡ କରିଛି । More
  • Satyendu Shekher Mishra
  • 6 months ago

‘ଓଡ଼ିଶାର ସବୁ ଚାକିରି ପାଣ୍ଡିଆନ୍‌ଙ୍କ ପାଖରେ, ରତ୍ନଭଣ୍ଡାର ଚାବି ବି ସେ ରଖିଛନ୍ତି’

‘୧ ଟଙ୍କା ଲେଖାଏଁ ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ଟିକେଟ କିଣନ୍ତୁ । ପାଣ୍ଡିଆନଙ୍କ ପାଇଁ ଟିକେଟ କିଣି ତାମିଲନାଡୁ ପଠାଇ ଦିଅନ୍ତୁ । ପାଣ୍ଡିଆନ ନବୀନ ବାବୁଙ୍କୁ ହୋଷ୍ଟେଜ ରଖିଛନ୍ତି । ନବୀନ ବାବୁଙ୍କ ମାଇକ୍ କାହିଁକି ପାଣ୍ଡିଆନ ଧରୁଛନ୍ତି । ମାଇକ୍ ଧରି ନବୀନ ବାବୁଙ୍କୁ ନଚାଉଛନ୍ତି ପାଣ୍ଡିଆନ । ନିଜ ଇସାରାରେ ନବୀନ ବାବୁଙ୍କୁ ନଚାଉଛନ୍ତି ପାଣ୍ଡିଆନ । ଯାହା ପାଣ୍ଡିଆନ କହୁଛନ୍ତି, ତାହା କରୁଛନ୍ତି ନବୀନ ବାବୁ’ ।  More
  • Santosh Kumar Sahoo
  • 6 months ago

ଆସିଲା ADR ରିପୋର୍ଟ, ୧୨୮୫ ପ୍ରାର୍ଥୀଙ୍କୁ ମଧ୍ୟରୁ ୪୧୨ ଜଣ କୋଟିପତି

ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ସବୁଠୁ ଧନୀ । ତାଙ୍କ ସମ୍ପତ୍ତିର ପରିମାଣ ୩୧୩ କୋଟି ୫୩ ଲକ୍ଷ ଟଙ୍କା । ତାଙ୍କ ପଛରେ ଅଛନ୍ତି ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନା ମହାକୁଡ । More
  • Pallipuspa Samal
  • 6 months ago

ବଳକା ରୁଟିରୁ ବନାନ୍ତୁ ସିଙ୍ଗଡ଼ା ବା ସମୋସା

ସିଙ୍ଗଡ଼ା ବା ସମୋସା ସମସ୍ତଙ୍କୁ ପସନ୍ଦ । ଆଜି ଆମେ ଆପଣଙ୍କ ପାଇଁ ଏକ ନିଆରା ଶୈଳୀରେ ସିଙ୍ଗଡ଼ା ବା ସମୋସାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରୁଟି ସମୋସା’ । More
  • Swadesi Megha Mallhar Prusty
  • 6 months ago

ବାଙ୍କୀ ବେଦପୁରରେ ନିର୍ବାଚନ ପରବର୍ତ୍ତୀ ଗଣ୍ଡଗୋଳ; ଦୁଇ ଗୋଷ୍ଠୀ ପିଟାପିଟି, ୬ ଆହତ

କଟକ ବାଙ୍କି ଥାନା ଅନ୍ତର୍ଗତ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା । ବିଜେଡି ଓ କଂଗ୍ରେସ ସମର୍ଥକ ଏବଂ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି । More
  • Swadesi Megha Mallhar Prusty
  • 6 months ago

Panchang Today 27th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର ଚନ୍ଦ୍ର-ଧନୁ ଦିବା ୦୪.୦୪ ଗତେ ମକର ତିଥି-୪ର୍ଥୀ ଦିବା ୦୪.୫୩ ଗତେ ୫ମୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୦୪.୦୪ ଗତେ ସିଂହ ରାଶିର ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ଦିବା ୧୦.୧୩ ଗତେ ୧ ପାଦ-କୁଟୁମ୍ବହାନି ତିଳକାଞ୍ଚନ ଦାନ More
  • Santosh Kumar Sahoo
  • 6 months ago

ତୃତୀୟ ପର୍ଯ୍ୟାୟ ପରେ ବଢ଼ିଲା ସିଟ୍ ଦଖଲ ଦମ୍ଭୋକ୍ତି, ଶେଷ ପର୍ଯ୍ୟାୟ ଉପରେ ସବୁ ଦଳର ଫୋକସ୍

ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ସହିତ ରାଜ୍ୟର ୧୦୫ ବିଧାନସଭା ଓ ୧୫ ଲୋକସଭା ଆସନରେ ନିର୍ଦ୍ଧାରିତ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ । More
  • Santosh Kumar Sahoo
  • 6 months ago

ବିଜେଡିକୁ ଘାରିଛି କି ଶେଷ ପର୍ଯ୍ୟାୟ ଭୋଟ୍ ଶଙ୍କା ? ନିମାପଡ଼ା ଓ ଚାନ୍ଦବାଲିରେ ଡେରା ପକାଇଛନ୍ତି ମାଳ ମାଳ ନେତା

କେବଳ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ୧୬ ଜଣ ସହ ପର୍ଯ୍ୟବେକ୍ଷକ । ଆଉ ଚାନ୍ଦବାଲିରେ ବି ୮ ନେତାଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ । More
  • Swadesi Megha Mallhar Prusty
  • 6 months ago

କାହିଁକି ଗିରଫ ହେଲେ ଜଗଦ୍ଦେବ? ଏବେବି ଅସ୍ପଷ୍ଟ EVM ଭଙ୍ଗା ସତ

ବେଗୁନିଆ କାଉଁରିପାଟଣା ବୁଥ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ପଠାଯିବା ଘଟଣାରେ ତେଜିଛି ରାଜନୀତି । More
  • Santosh Kumar Sahoo
  • 6 months ago

ଛେଣ୍ଡିପଦା ବିଧାୟକଙ୍କ ବଢ଼ିଲା ଅଡୁଆ, ଜିଲ୍ଲାପାଳଙ୍କୁ ତଦନ୍ତ ଓ ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ CEO

ଗତକାଲି କୋଶଳା ପଂଚାୟତ ଶିମିଳିସାହି ୮୪ ନମ୍ବର ବୁଥରେ ଭୋଟରଙ୍କୁ ବିଧାୟକ ସୁଶାନ୍ତ ବେହେରା ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । More
  • Swadesi Megha Mallhar Prusty
  • 6 months ago

ପଙ୍କରେ ଫୁଟିଲା ପଦ୍ମ; ବାପା ଫଳ ବିକାଳୀ, ଝିଅ ହେଲା ଟପ୍ପର..

ଯେବେ ଗରିବ ଝିଅଟିଏ ସଫଳତା ପାଏ, ପରିବାରରେ ଖେଳିଯାଏ ଖୁସିର ଲହରୀ । ଦୁଃଖ ଭିତରେ ଫୁଟି ଉଠେ ହସ । ସମସ୍ତେ ଝିଅଟିକୁ ବେଶ୍‌ ବାହାବାହା କରନ୍ତି । ଗରିବ ବାପା ଫଳ ବିକନ୍ତି । More