• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Adr Report

ADR Report
ବିଧାୟକ ଜିତିଗଲେ ଲାଗୁଛି ଲଟେରୀ, ବନୁଛନ୍ତି ମାଲାମାଲ

5 ବର୍ଷରେ 23 ଗୁଣା ବଢ଼ିଯାଇଛି ବିଜେଡି ବିଧାୟକ ସୌଭିକ୍ ସୌଭିକ୍ ବିଶ୍ବାଳଙ୍କ ସଂପତ୍ତି। ଏଡିଆର ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ। କେବଳ ସଂପତ୍ତି ନୁହେଁ, ବିଧାନସଭା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ମୋଟ୍ 12 ଶହ 85 ବିଧାୟକ ପ୍ରାର୍ଥୀଙ୍କ ଭିତରୁ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ପୃଷ୍ଠଭୂମି, ବୟସ ଆଦି ବାବଦରେ ମଧ୍ୟ ରୋଚକ ତଥ୍ୟ ସାମ୍ନାକୁ ଆଣିଛି ଏଡିଆ ଓ ଓଡ଼ିଶା ଇଲେକ୍ସନ୍ ୱାଚ୍।

ADR Report
ଲଟେରୀ ଲାଗୁଛି MLA ହେଲେ; ୫ ବର୍ଷରେ ଧୁମ ଟଙ୍କା ଆୟ, ହୋସ ଉଡାଇବ ADR ରିପୋର୍ଟ

ଚୌଦ୍ୱାର-କଟକ ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ସମ୍ପତ୍ତି ଗତ ୫ ବର୍ଷରେ ୨ ହଜାର ୩୩୮ ପ୍ରତିଶତ ଅର୍ଥାତ୍ ୨୩ ଗୁଣାରୁ ଅଧିକ ବଢ଼ିଯାଇଛି। ୨୦୧୯ରେ ସୌଭିକଙ୍କ ସମ୍ପତ୍ତି ଥିଲା ମାତ୍ର ୨୦ ଲକ୍ଷ ୬୮ ହଜାର ଟଙ୍କା। ୨୦୨୪ରେ ଏହା ୫ କୋଟି ୪ ଲକ୍ଷ ଟଙ୍କାରେ ପହଞ୍ଚିଛି।

ADR report
ଆସିଲା ADR ରିପୋର୍ଟ, ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରୁ ୪୧୨ ଜଣ କୋଟିପତି

ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ସବୁଠୁ ଧନୀ । ତାଙ୍କ ସମ୍ପତ୍ତିର ପରିମାଣ ୩୧୩ କୋଟି ୫୩ ଲକ୍ଷ ଟଙ୍କା । ତାଙ୍କ ପଛରେ ଅଛନ୍ତି ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନା ମହାକୁଡ ।

ADR Report
ସ୍କୁଲ ହତା ମାଡ଼ି ନାହାନ୍ତି ୨ ପ୍ରାର୍ଥୀ, ପଞ୍ଚମ ଯାଏଁ ପଢ଼ିଛନ୍ତି ୧୧ ଜଣ

ମେ’ 25ରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ସେହିଦିନ 42ଟି ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ୍। ଏହି ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି 383 ବିଧାୟକ ପ୍ରାର୍ଥୀ। ଏ ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ? ସେମାନଙ୍କ ନାଁରେ ଅଛି କି କି ମାମଲା ? କେତେ ସମ୍ପତ୍ତିର ଅଧିକାରୀ ସେମାନେ?

ADR Report
ADR ରିପୋର୍ଟ; ସ୍କୁଲ ହତା ମାଡ଼ି ନାହାନ୍ତି ୨ ପ୍ରାର୍ଥୀ, ପଞ୍ଚମ ଯାଏଁ ପଢ଼ିଛନ୍ତି ୧୧ ଜଣ

ତୃତୀୟ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି ୩୮୩ ବିଧାୟକ ପ୍ରାର୍ଥୀ। ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ? ସେମାନଙ୍କ ନାଁରେ ଅଛି କି କି ମାମଲା ? କେତେ ସମ୍ପତ୍ତିର ଅଧିକାରୀ ସେମାନେ?

Dillip Ray
ଆସିଲା ADR ରିପୋର୍ଟ; ଦିଲୀପ ରାୟ ସବୁଠୁ ଧନୀ, ତୃତୀୟରେ ନବୀନ

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ୩୫ ଆସନରେ ଏଥର ଲଢୁଛନ୍ତି ୨୬୫ ପ୍ରାର୍ଥୀ। ଏହି ପର୍ଯ୍ୟାୟରେ ବିଜେପିର ୧୭ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୯ ଜଣ ଓ ବିଜେଡ଼ିର ଏହି ୪ ଜଣଙ୍କ ନାଁରେ ରହିଛି କ୍ରିମିନାଲ କେସ୍।

ADR Report
ମେ’ ୧୩ ନିର୍ବାଚନ ପ୍ରାର୍ଥୀଙ୍କ ADR ରିପୋର୍ଟ; ୬୫ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା

ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଆଦୌ ପାଠ ପଢ଼ି ନାହାନ୍ତି। ମୈଦାନରେ ଅଛନ୍ତି ମାତ୍ର ୩୨ଜଣ ମହିଳା।

ADR Report
ନବୀନ ଧନୀ, ଋଣୀ ଦୀପାଳି: ଏଡିଆର୍ ରିପୋର୍ଟ

ଋଣଭାରରେ ବୁଡ଼ିଛନ୍ତି ରାଜ୍ୟର ଅନେକ ବିଧାୟକ। ଯିଏ ଯେତିକି ଧନୀ, ସେତିକି ଋଣୀ। ଶୁଣିବାକୁ କିଛିଟା ଅଡ଼ୁଆ ଲାଗୁଥାଇପାରେ । ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ- ADR ଏଡିଆର୍ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ ।

ADR Report
ଆୟଠୁ ବଳିପଢୁଛି ଋଣ; ରାଜ୍ୟର ନଂ ୨ ଧନୀ ବିଧାୟିକାଙ୍କ ହୋସ ଉଡାଇଦେବ ଋଣ ଭାର

ଆପଣଙ୍କ ବିଧାୟକଙ୍କ ସଂପତ୍ତି କେତେ ? ବାର୍ଷିକ ଆୟ କେତେ ? ଋଣ ଭାର କେତେ ? ସାଧାରଣ ନିର୍ବାଚନ ପୂର୍ବରୁ ସଦ୍ୟତମ ADR ରିପୋର୍ଟରୁ ସାମ୍ନାକୁ ଆସିଛି ବିଧାୟକମାନଙ୍କ ଆର୍ଥିକ ସ୍ୱାସ୍ଥ୍ୟର ସ୍ଥିତି।

ADR Report
ADR ରିପୋର୍ଟରେ ସୂଚନା: ବଜେଟ୍‌କୁ ବଳିଗଲା ବିଧାୟକଙ୍କ ସମ୍ପତ୍ତି

ଆମ ଦେଶର ସମସ୍ତ ରାଜ୍ୟର ମୋଟ ୪ ହଜାର ୧ ବିଧାୟକଙ୍କ ସମ୍ପତ୍ତି ହେଉଛି ୫୪ ହଜାର ୫୪୫ କୋଟି ।

ADR report
କେତେ ଭଦ୍ର ଓ ଶୃଙ୍ଖଳିତ ଆମ ଜନପ୍ରତିନିଧି: ଗୁମର ଖୋଲିଲା ADR ରିପୋର୍ଟ

ADR ବିଶ୍ଳେଷଣ କରିଥିବା ଶାସକ ବିଜେଡିର ୧୧୩ ଜଣ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ୩୨ ଜଣଙ୍କ ନାଁରେ ଅଛି ଗୁରୁତର ଅପରାଧ ମାମଲା।

ADR report
କେତେ ଭଦ୍ର ଓ ଶୃଙ୍ଖଳିତ ଆମ ଜନପ୍ରତିନିଧି: ଗୁମର ଖୋଲିଲା ADR ରିପୋର୍ଟ

ADR ବିଶ୍ଳେଷଣ କରିଥିବା ଶାସକ ବିଜେଡିର ୧୧୩ ଜଣ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ୩୨ ଜଣଙ୍କ ନାଁରେ ଅଛି ଗୁରୁତର ଅପରାଧ ମାମଲା।

ADR report
ଓଡ଼ିଶାର ୬୪ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା....

ରିପୋର୍ଟ ପ୍ରକାଶ କଲା ଏଡିଆର । ଜଣେ MLAଙ୍କ ବିରୋଧରେ ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି ।

ADR report
'ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି'

ରିପୋର୍ଟ ଅନୁସାରେ ଦେଶର ୨୭ଟି ଆଂଚଳିକ ଦଳ ଅଜଣା ସୂତ୍ରରୁ ୧୧ଶହ ୬୫କୋଟିରୁ ଅଧିକ ଅର୍ଥ ପାଇଛନ୍ତି। ତାଲିକାର ଶୀର୍ଷରେ ରହିଛି ଡିଏମକେ।

ADR report
ଚାନ୍ଦା ନେଇ ତଥ୍ୟ ଦେଲାନି ବିଜେଡି . . .

ବିଜେଡି ଦ୍ୱିତୀ ଆଞ୍ଚଳିକ ଧନୀ ଦଳ ଓ ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେବା ପରେ ପାର୍ଟି ଚାନ୍ଦା ତଥ୍ୟ ଦେବାକୁ ଦଳ କାହିଁକି ପଛଘୁଞ୍ଚା ଦେଲା?

26 regional parties got donations in FY 2021-22
କେଉଁ ଦଳକୁ ମିଳିଛି କେତେ ଚାନ୍ଦା ? ତଥ୍ୟ ଦେଇଛି ADR ରିପୋର୍ଟ

୫୪ ଆଞ୍ଚଳିକ ଦଳ ମଧ୍ୟରୁ ୩୩ଟି ଦଳ ଉପରେ ADR ତଥ୍ୟ ଦେଇଛି। ତେବେ ୧୯ ଦଳ ସେମାନଙ୍କ ଚାନ୍ଦା ବାବଦ ଆୟ ବାବଦରେ ସମୟ ସୀମା ମଧ୍ୟରେ ତଥ୍ୟ ଦାଖଲ କରିଥିବା ବେଳେ ଅନ୍ୟ ୧୪ ଦଳ ବିଳମ୍ବରେ ତଥ୍ୟ ଦାଖଲ କରିଛନ୍ତି।

CM Naveen Patnaik
ଚମକାଇଦେଲା ADR ରିପୋର୍ଟ; ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ

ନବୀନ ପଟ୍ଟନାୟକ ଦେଶର ୩ୟ ଧନୀ ମୁଖ୍ୟମନ୍ତ୍ରୀ । ନବୀନଙ୍କ ସଂପତ୍ତି ହେଲା ୬୩ କୋଟି ୮୭ ଲକ୍ଷ ଟଙ୍କା । ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆନ୍ଧ୍ରର ଜଗନ ରେଡ୍ଡି । ଜଗନ ରେଡ୍ଡିଙ୍କ ସଂପତ୍ତି ୫୧୦ କୋଟି ୩୮ ଲକ୍ଷ ।

BJD
ବିଜେଡି ଦେଶର ୨ୟ ଧନୀ ଆଞ୍ଚଳିକ ଦଳ

ଦ୍ରୁତ ଗତିରେ ବଢୁଛି ଶଙ୍ଖ ଦଳର ଆୟ । ଆଗରେ ଗୋଟିଏ, ପଛରେ ୩୫ ଆଞ୍ଚଳିକ ଦଳ । ଗରିବ ରାଜ୍ୟରେ ବିଜେଡି ଧନୀ ! ସ୍ଥାନ ଦ୍ୱିତୀୟ, ଆୟ ୩୦୭ କୋଟିରୁ ଊର୍ଦ୍ଧ୍ୱ ସଦ୍ୟ ପ୍ରକାଶିତ ୨୦୨୧ ଏଡିଆର ରିପୋର୍ଟ ଅନୁଯାୟୀ ସବୁ ଆଞ୍ଚଳିକ ଦଳର ମୋଟ୍ ଆୟ ୧୨୧୩. ୧୩୨ କୋଟି । ସେଥିରୁ କେବଳ ବିଜେଡିର ଆୟ ୩୦୭.୨୮୮ କୋଟି।

BJD
ବିଜେଡି ଦେଶର ୨ୟ ଧନୀ ଆଞ୍ଚଳିକ ଦଳ

ଦ୍ରୁତ ଗତିରେ ବଢୁଛି ଶଙ୍ଖ ଦଳର ଆୟ । ଆଗରେ ଗୋଟିଏ, ପଛରେ ୩୫ ଆଞ୍ଚଳିକ ଦଳ । ଗରିବ ରାଜ୍ୟରେ ବିଜେଡି ଧନୀ ! ସ୍ଥାନ ଦ୍ୱିତୀୟ, ଆୟ ୩୦୭ କୋଟିରୁ ଊର୍ଦ୍ଧ୍ୱ ସଦ୍ୟ ପ୍ରକାଶିତ ୨୦୨୧ ଏଡିଆର ରିପୋର୍ଟ ଅନୁଯାୟୀ ସବୁ ଆଞ୍ଚଳିକ ଦଳର ମୋଟ୍ ଆୟ ୧୨୧୩. ୧୩୨ କୋଟି । ସେଥିରୁ କେବଳ ବିଜେଡିର ଆୟ ୩୦୭.୨୮୮ କୋଟି।

ADR Report
ପ୍ରକାଶ ପାଇଲା ଏଡିଆର୍ ରିପୋର୍ଟ...ଜାଣନ୍ତୁ ଅଜଣା ସୂତ୍ରରୁ କେଉଁ ଦଳକୁ ମିଳିଛି କେତେ ଅନୁଦାନ

ଏହି ରିପୋର୍ଟରୁ କେଉଁ ଦଳକୁ କେତେ ଅନୁଦାନ ମିଳିଛି, ସେ ବାବଦରେ ଟିକିନିଖି ତଥ୍ୟ ମିଳିଥାଏ।

ADR
ଚମକାଇ ଦେଲା ADR ରିପୋର୍ଟ: ସମାଜବାଦୀ ପାର୍ଟି ସବୁଠୁ ଧନୀ

୨୦୧୯-୨୦ ଆର୍ଥିକ ବର୍ଷରେ ଦେଶ ଏବଂ ରାଜ୍ୟର ରାଜନୈତିକ ଦଳ ମାନଙ୍କର ଜମା ସହ ସଂପତ୍ତିର ତାଲିକା ପ୍ରକାଶ କରିଛି ଆସୋସିଏସନ୍ସ ଫର ଡେମୋକ୍ରାଟିକ୍-ଏଡିଆର୍ ।