ପ୍ରାଇଭେଟ ସ୍କୁଲ୍ ଆଉ ନିଜ ପବ୍ଳିକେସନ୍ ବହି ପଢାଉଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ଏନେଇ ବାରମ୍ବାର ଅଭିଯୋଗ ପରେ ବି ବ୍ଲକ ଶିକ୍ଷାଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି ।
ଧାଡ଼ି ଧାଡି ହୋଇ ବସିଛନ୍ତି ବୟସ୍କ। ଏମାନଙ୍କ ପାଦ ଧୁଆ ଚାଲିଛି। କିଏ ଚନ୍ଦନ ମାରି ବନ୍ଦାପନା କରୁଛି ତ, ଆଉ କିଏ ନୂଆବସ୍ତ୍ର ଦେଇ ଆଶୀର୍ବାଦ ଭିକ୍ଷା କରୁଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝାରସୁଗୁଡ଼ା ବାସଭଭନରେ କାର୍ଯ୍ୟରତ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଏବେ ରାଜନୀତି ଉଷ୍ମ ହେବାରେ ଲାଗିଛି ।
ପୋଷ୍ଟମର୍ଟମ ରିପୋର୍ଟ, ପାରିପାର୍ଶ୍ୱିକ ସ୍ଥିତି, ବୟାନ ଏବଂ ଅନ୍ୟାନ୍ୟ ତଥ୍ୟ ଆଧାରରେ ଏହି ତଦନ୍ତ ଚାଲିଛି । ପ୍ରଦୀପଙ୍କ ମୃତ୍ୟୁକୁ ନେଇ ପୋଲିସ୍କୁ ଦାୟୀ କରିଛନ୍ତି ପରିବାରଲୋକେ ।
ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି । ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଜରିମାନା କରାଯାଇଛି ।
ସ୍ମାର୍ଟସିଟି କର୍ପୋରେସନ ଓ ବିଏମସି ପକ୍ଷରୁ ମିଳିତ ଭାବରେ ତାରିଣୀ ମନ୍ଦିର ଭଙ୍ଗାଯାଇଛି
ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଲେ ଗଜପତି ଏସ୍ପି
ସରକାରୀ ବାସଭବନରୁ ମିଳିଛି କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ମୃତଦେହ। ତାଙ୍କ ନାମ ବ୍ରଜମୋହନ ଭୋଇ
ଗୁଇନ୍ଦା ବିଭାଗ ୧୬ ତାରିଖରେ ଏସମ୍ପର୍କରେ ପୋଲିସକୁ ଅବଗତ କରିଥିଲେ । ହେଲେ ତାସତ୍ତ୍ୱେ କିପରି ଏତେ ସଂଖ୍ୟକ ଡ୍ରାଇଭର କିପରି ରାଜଧାନୀରେ ପ୍ରବେଶ କଲେ ?
ହାଇକୋର୍ଟରେ ପରିବାରଲୋକେ ଦ୍ୱାରସ୍ଥ ହୋଇଥିଲେ।
କରୋନା ସଂକ୍ରମଣ ପୁଣି ବଢ଼ୁଥିବାରୁ ଆଗୁଆ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଉତ୍କଳୀୟ କାରୁକାର୍ଯ୍ୟର ଝଲକ ଏହି ବ୍ୟାରିକେଡ୍ରେ ଦେଖିବାକୁ ମିଳିବ।
ମାଟି ତଳୁ ଜବତ ହେଲା ବିଡ଼ାବିଡ଼ା ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩୨ ଲକ୍ଷ ଟଙ୍କାକୁ ଜବତ କଲା ପୋଲିସ୍ । ଦେବଗଡ଼ରୁ ମିଳିଛି ୩୨ ଲକ୍ଷ ଟଙ୍କା ।
ସମ୍ପୃକ୍ତ ସରପଞ୍ଚ ଜାତିକୁ ନେଇ ଆକ୍ଷେପ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି।
ସୂଚନାଫଳକରେ ପିସି କାରବାର ଲେଖାଯିବା ହୁଏତ ଆପଣ ଦେଖିନଥିବେ । ହେଲେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଖୁଲମଖୁଲା ଚାଲିଛି ପିସି କାରବାର ।
ବଂଶଧାରା ଜଳବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଟ୍ରିବୁ୍ୟନାଲର ରାୟକୁ ବିରୋଧ କରି ଓଡିଶା ପକ୍ଷରୁ ଦାଖଲ ହୋଇଛି ତିନିଟି ସ୍ପେଶାଲ ଲିଭ୍ ପିଟିସନ୍ । ସୁପ୍ରିମକୋଟଙ୍କ ତିନିଜଣିଆ ଖଣ୍ଡପୀଠଦ୍ୱାରା ହେବ ଶୁଣାଣି ...
ସଡ଼କ ସୁରକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ନିୟମ ସଂଶୋଧନ କରୁଛନ୍ତି।
ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ପାଇଁ ଆସିଥିବା ବହି କବାଡ଼ିବାଲାଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ସରିବାକୁ ବସିଛି କଇଁଛମାନଙ୍କ ଅଣ୍ଡାଦାନ ପ୍ରକିୟା । ଅଲିଭ ରିଡଲେଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଚଳିତ ବର୍ଷ ଅଣ୍ଡାଦାନ ପ୍ରକିୟା ବିଳମ୍ବ ହୋଇଥିବା ସତ୍ତ୍ୱେ ମାର୍ଚ୍ଚ ୨୫ରୁ ଏବେ ଯାଏ ୫ ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦେଇ ରେର୍କଡ କରିଥିବା ବନ ବିଭାଗ କହୁଛି ।ତେବେ କେମିତି ହେବ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା । ପାଟ୍ରୋଲିଂ ପାଇଁ ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ୍ ନଥିବା ବେଳେ ବିଗତ ଦିନର ବିଫଳତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ।
ଆଜିଠୁ ପୁଣି ଧରପଗଡ଼ । ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନ କଡ଼ାକଡ଼ି ହେବ ।
ଆଜିଠୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ ତାଣ୍ଡବ ରଚିପାରେ କାଳବୈଶାଖୀ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ନାମୀ ଦାମୀ ପ୍ରତିଷ୍ଠିତ କମ୍ପାନିର ଲେବଲ୍, ପ୍ୟାକେଜିଂକୁ ନକଲ କରି ସେଥିରେ ନକଲି ଓ ନିମ୍ନମାନର ଡିଟରଜେଣ୍ଟ ପାଉଡର ଭର୍ତ୍ତି କରି ବିକ୍ରି କରାଯାଉଥିଲା । ଏଥିରେ କପଡ଼ା ଠିକ୍ରେ ସଫା ତ ହେବ ନାହିଁ, ବରଂ ଖରାପ ହେବ । ଏପରିକି ସ୍ୱାସ୍ଥ୍ୟ ଉପରେ ବି କୁପ୍ରଭାବ ପଡ଼ିବାର ଆଶଙ୍କା ଅଛି ।
ଚାର୍ଜସିଟ୍ ଦାଖଲରେ ବିଳମ୍ବରୁ ଜାମିନରେ ଖସି ଯାଉଥିବା ଏଭଳି ଅଫିସରଙ୍କ ତାଲିକା ଆହୁରି ଲମ୍ବା ଆଶ୍ଚର୍ଯ୍ୟର କଥା ହେଉଛି, ଭିଜିଲାନ୍ସ ଜାଲରେ ଫସିବା ଏବଂ ଅଚଳାଚଳ ସମ୍ପତ୍ତିର ତଥ୍ୟ ମିଳିବା ପରେ ଏଭଳି ବହୁ ଦୁର୍ନୀତିଖୋର ଅଧିକାରୀଙ୍କୁ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିରେ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।
ଦେଶରେ କରୋନା ଗ୍ରାଫ୍ର ଟେନସନ୍ ଭିତରେ ରାଜ୍ୟରେ କିନ୍ତୁ ସଂକ୍ରମଣ ନିୟନ୍ତ୍ରଣରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତାସହ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି । ଯେହେତୁ ଡବ୍ଲୁଏଚ୍ଓ କହିଛି ଯେ, ଏବେ କରୋନାର ସିଭିଅରିଟି ନାହିଁ ଓ ଏହାକୁ ଚତୁର୍ଥ ଲହର କହିହେବ ନାହିଁ ।