୨୦୦୯ ମସିହାରେ ଏକ ଦୁର୍ଘଟଣାରେ ଅମିତଙ୍କ ଗୋଟିଏ ଗୋଡ଼ କଟିଯାଇଥିଲା । ଆଉ ପରେ ପରେ ଗୋଟିଏ ହାତ ବି କାମ ଦେଲାନି l
ସୁଯୋଗ ଦେଖି ଚାବି ମେକାନିକକୁ ଡାକି ତାଲା ଭାଙ୍ଗି ଲୁଟ୍ କରୁଥିଲା । ସିକ୍ୟୁରିଟି ଗାର୍ଡ ବେଶରେ ଲୁଟେରା ଜଣକ ବାଇକ ଲୁଟି ଚମ୍ପଟ ମାରୁଥିଲା ।
କେନ୍ଦୁଝର କୋଡ଼ପଡ଼ା ନିକଟରେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ୍
କିଛି ଦିନର ନୀରବତା ପରେ ପୁଣିଥରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି ।
ପୂରଣ ହେବ ୧୯୬ ପୋଲିସ ପଦବୀ। ରାଜ୍ୟରେ ୨୮ ସ୍ଥାୟୀ ପୋଲିସ୍ ଆଉଟ୍ପୋଷ୍ଟ ପାଇଁ ୨୮ ସବ୍ଇନ୍ସପେର ଓ ୧୬୮ କନେଷ୍ଟବଳ ପଦବୀ ରହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସିଛି ସୂଚନା।
ବହୁ ଖୋଜା ଖୋଜି ପରେ କିଛି ସୂଚନା ନ ମିଳିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ ।
ବିସ୍ଫୋରଣ ଯୋଗୁ କବାଡ଼ିଖାନାରେ ଥିବା ଜିନିଷ ଛିନଛତ୍ର ହୋଇ ବାହାରେ ପଡିବା ସହିତ ଦୋକାନ ଧୂଆଁମୟ ହୋଇଯାଇଥିଲା ।
ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ କିନ୍ତୁ ନିର୍ମାଣାଧୀନ କାମ ପାଇଁ ଏଏସ୍ଆଇ ସହ ସମନ୍ୱୟ ରକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତି ।
ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବର୍ଷା ସମ୍ଭାବନା । ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ଥିବାରୁ ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଛାତ୍ରାବାସରେ ୭୦ରୁ ଅଧିକ ପିଲା ନିଜେ ରୋଷେଇ କରି ଖାଉଛନ୍ତି
ଶୁଖିଲା ନାଳରେ ଚୁଆ ଖୋଳି ଗାଁ ଲୋକେ ମେଣ୍ଟାଉଛନ୍ତି ଶୋଷ। ପିଇବା ପାଣି ସମସ୍ୟା ଯୋଗୁ ଅନେକ ବର୍ଷ ହେବ କଲବଲ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ କଲାବିଲା ଗାଁ ଲୋକେ...
କରୋନା ପାଇଁ ଦୁଇ ବର୍ଷ ସ୍କୁଲ ବନ୍ଦ ହୋଇଯିବା ଯୋଗୁ ସୁଦୀକ୍ଷାକୁ ବହୁତ ସମୟ ମିଳିଥିଲା। ପାଠ ପଢିବା ସହିତ ପ୍ରତିମୂର୍ତ୍ତି ତିଆରି କରିବାରେ ଲାଗି ପଡିଥିଲେ। ଯେଉଁ ନିଶା ଆଜି ତାଙ୍କୁ ସମ୍ମାନ ଦେଇଛି।
ଜରୁରୀ ବ୍ୟବହାର ପାଇଁ ରୋଗୀଙ୍କୁ ସହଜରେ ମିଳୁନି ଷ୍ଟ୍ରେଚର
ମଦ ନିଶା ଆଗରେ ହାରିଗଲା ମା’ର ମମତା। ଯିଏ ଜନ୍ମ ଦେଇ ପାଳିପୋଷି ବଡ଼ କରିଥିଲା, ଶେଷରେ ମଦ ନିଶାରେ ଚୁର ହୋଇ ତାକୁ ହିଁ କୁରାଢ଼ିରେ ହାଣି ଦେଲା ପୁଅ।
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍(OSSC) ପକ୍ଷରୁ ମେ ଓ ଜୁନ୍ ମାସ ପାଇଁ ହେବାକୁ ଥିବା ପରୀକ୍ଷାସୂଚୀ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିଟି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ର ଅଫିସିଆଲ୍ ୱେବ୍ସାଇଟ www.ossc.gov.in ରେ ପ୍ରକାଶ ପାଇଛି ।
ଓଡ଼ିଶାରେ କରୋନା ସ୍ଥିତି ଉଦବେଗ ଜନକ ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଭୁବନେଶ୍ୱରରେ ଏକ ସ୍କୁଲ୍ ବସ୍କୁ ପରିବହନ ବିଭାଗ ୨ ଲକ୍ଷ ୩୩ ହଜାର ଟଙ୍କା ଜରିମାନା କରିଛି। ଭୁବନେଶ୍ୱର ଡମଣା ଛକରେ ଯାଞ୍ଚ ବେଳେ ଆରଟିଓ-୨ ଏହି ଫାଇନ୍ କାଟିଛି।
ରୋଷେୟା ଲଳିତ ସାହୁ ପାଖକୁ ଏତେ ଟଙ୍କା କିଏ ଓ କାହିଁକି ପଠାଇଥିଲା? କେଉଁ ଆକାଉଣ୍ଟରୁ ଆସିଥିଲା ଟଙ୍କା? ଲଳିତଙ୍କ ଫୋନ କିଏ କଲା ଲକ୍? ଏସବୁ ପ୍ରଶ୍ନର ଉତ୍ତର କହିବ ମୃତ୍ୟୁର ରହସ୍ୟ...
ଶୁକଶାରୀ ମନ୍ଦିରର ପାର୍ଶ୍ୱରେ ଖନନ ବେଳେ ପୁଣି ଦେବା ଦେବୀଙ୍କ ମୂର୍ତ୍ତି ମିଳିଛି। ଶାରୀ ମନ୍ଦିର ପରିସରରୁ ଗତକାଲି ଆଉ ଏକ ମୂର୍ତ୍ତିକୁ ପ୍ରତ୍ନତତ୍ତ୍ୱ ବିଭାଗ ଠାବ କରିଛି। ଖନନ ସମୟରେ ମନ୍ଦିରର ଗର୍ଭଗୃହରୁ ଚାରିଭୁଜ ଥିବା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି ବାହାରିଛି।
ବଦଳିବ ଜୟପୁର-କୋରାପୁଟ ଘାଟିର ରୁପ ରେଖ । ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ଟନେଲ । ଏହାର ସଫଳ ରୂପାୟନ ହେଲେ ଗନ୍ତବ୍ୟସ୍ଥଳକୁ ପହଞ୍ଚିବାରେ ସମୟ ବଞ୍ଚିବା ସହ ବାରମ୍ବାର ଘାଟିରେ ଘଟୁଥିବା ଦୁର୍ଘଟଣାକୁ ରୋକାଯାଇପାରିବ। ଏନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ୬ଲେନ୍ ବିଶିଷ୍ଟ ଅତ୍ୟାଧୁନିକ ଜ୍ଞାନକୌଶଳ ଟନେଲ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ପ୍ରସ୍ତାବ ଦେଇଛନ୍ତି ପରିବହନ ମନ୍ତ୍ରଣାଳୟକୁ। ଯଦି ଘାଟିରେ ଟନେଲ ନିର୍ମାଣ ହୁଏ ତେବେ ଓଡ଼ିଶା ସଡକ ନିର୍ମାଣ କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ।
ନୟାଗଡ଼ ଦଶପଲ୍ଲାରେ ଆୟୋଜିତ ହୋଇଛି ପ୍ରସିଦ୍ଧ ରାମଲୀଳା ଏବଂ ଲଙ୍କାପୋଡ଼ି ଯାତ୍ରା କାହିଁ କେତେକାଳରୁ ଚାଲି ଆସୁଥିବା ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା ଶେଷ ଦିନରେ ରାବଣ ପୋଡ଼ି ସହ ଜମିଥିଲା ଆତସବାଜି କାର୍ଯ୍ୟକ୍ରମ...
ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ନବନିର୍ବାଚିତ ମେୟର ସୁବାସ ସିଂହ । କଟକ ମେୟର ନିର୍ବାଚିତ ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂହ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାକୁ ନେଇ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ମିଳିତ ପରିଦର୍ଶନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ପୁନଃ ନିର୍ଦ୍ଦେଶ ଦେଇଛନ୍ତି।
ନାବାଳିକାକୁ ଚୋରି ପରେ ବିକ୍ରି ଉଦ୍ୟମ କରିଥିବା ଅଭିଯୁକ୍ତର ସବୁ ଯୋଜନା ପଣ୍ଡ ହୋଇଗଲା। ନାବାଳିକାଟିକୁ ବିକ୍ରି କରିବା ପୂର୍ବରୁ ଅଭିଯୁକ୍ତକୁ ମାଡ଼ି ବସିଲା କମିଶନରେଟ ପୁଲିସ୍।
ପ୍ରସବ କରାଇବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲାଞ୍ଚ ମାଗୁଥିଲେ ଡାକ୍ତର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ବିରୋଧରେ ଲାଞ୍ଚ ମାଗୁଥିବା ଅଭିଯୋଗ ଆଣିଲେ ରୋଗୀଙ୍କ ସଂପର୍କୀୟ ।