ବିରୋଧୀ ନେତାଙ୍କ ପାଇଁ ଏବେ ସାହାଣମେଲା ବିଜେଡି ଦରବାର । ଲଗାତର ଭାବେ ପାଞ୍ଚ ପାଞ୍ଚ ଥର ସରକାରରେ ଥିବା ବିଜେଡିକୁ ଘାରିଛି କି ହାରିବା ଭୟ ?
ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ। କିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ।
ଅତିକ୍ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍ର ଓଡ଼ିଶା ଲିଙ୍କ୍ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ ।
ବିଜେପି ବିରୋଧରେ ବିଜେଡି ଯେଉଁସବୁ ଅଭିଯୋଗ ନେଇ ସିଇଓଙ୍କ ଅଫିସକୁ ଯାଇଛି, ତାର ତଥ୍ୟ ବି ମାଗିଛି ଦଳ।
ଗୁଇନ୍ଦା ବିଭାଗ ୧୬ ତାରିଖରେ ଏସମ୍ପର୍କରେ ପୋଲିସକୁ ଅବଗତ କରିଥିଲେ । ହେଲେ ତାସତ୍ତ୍ୱେ କିପରି ଏତେ ସଂଖ୍ୟକ ଡ୍ରାଇଭର କିପରି ରାଜଧାନୀରେ ପ୍ରବେଶ କଲେ ?