• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

fishing banned
ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଲା ସରକାରୀ କଟକଣା : ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ସରକାରଙ୍କ ଏହି ନିୟମ କିନ୍ତୁ ସମୁଦ୍ରକୁ ଯାଇ ମାଛମାରି ପରିବାର ଚଳାଉଥିବା ମତ୍ସଜୀବୀଙ୍କ ଉପରେ ବୋଝ ପାଲଟିଛି । ସମୁଦ୍ରକୁ ଯାଇ ମାଛମାରି ଦୁଇ ପଇସା ରୋଜଗାର କରୁଥିବା ମତ୍ସ୍ୟଜୀବି ଏବେ କେମିତି ପରିବାର ଚଳାଇବ ଏବେ ସେହି ଚିନ୍ତାରେ

 Negligence In Treatment
ଅଣ୍ଟା ବ୍ୟଥା ହେଉଥିଲା, ହେଲେ ଫୋଡ଼ିଲେ କୁକୁର ଇଞ୍ଜେକ୍ସନ...

ମଣିଷକୁ ଦିଆଯାଇଛି ପଶୁଙ୍କ ଲାଗି ଉଦ୍ଧିଷ୍ଟ ଇଞ୍ଜେକ୍ସନ। ତାହା ପୁଣି ଗୋଟିଏ ନୁହେଁ ତିନି ତିନିଟି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ମହୁଲଡିହା ଗାଁରୁ ଏଭଳି ଅଭିଯୋଗ ଆସିଛି।

Biju Pattnaik - OTV
OTVକୁ ୨୫ ବର୍ଷ ! ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅନ୍ତିମ ଯାତ୍ରାରୁ ଆରମ୍ଭ ହୋଇଥିଲା ଖବର ଦୁନିଆର ଯାତ୍ରା

୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏଁ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ ।

Man Shot Dead Over Digging Of A Pond In Dhenkanal
ଉଗ୍ର ରୂପ ନେଲା ଗୁଳିମାଡ଼: ଅଭିଯୁକ୍ତର ସ୍ତ୍ରୀ, ୩ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ମୃତକଙ୍କ ପରିବାର

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ଆକ୍ରମଣ କରିଛନ୍ତି। ମୃତକଙ୍କ ପରିବାର ଲୋକ ଫେରାର ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ଓ ୩ ବର୍ଷର ଶିଶୁପୁତ୍ରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Devotee dies After Falling Unconscious
ଜଗା ଦର୍ଶନ ହେଲା ଶେଷ ଦର୍ଶନ

ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଛତିଶଗଡ଼ରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି।

Daily Horoscope
Daily Horoscope 17 April 2022: ଜାଣନ୍ତୁ ଆଜିର ରାଶିଫଳ...

୨୦୨୨ ମସିହା, ଏପ୍ରିଲ ମାସ ୧୭ ତାରିଖ, ରବିବାର, ମେଷ ୪ ଦିନ, ବୈଶାଖ ମାସ କୃଷ୍ଣପକ୍ଷ, ପ୍ରତିପଦତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Puri Beach Connect
ପୁରୀ ବେଳାଭୂମିରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ, ସବୁ ରବିବାର ହେବ ଆୟୋଜନ

ପ୍ରଥମ ଏକ ଘଣ୍ଟା ବେଳାଭୂମି ସଫେଇ ପରେ ବିଚ୍ ଯୋଗ, ବିଚ୍ ଭଲିବଲ୍, କୁଇଜ୍, ଫନି ଗେମ୍ସ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

Fire Brigade Team Rescued A Youth
କୁମ୍ଭୀର ମୁହଁରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ, ବାଉଁଶକୁ ଧରି ଓହଳି ରହିଥିଲେ ଯୁବକ...

ଯୁଆଡ଼େ ଚାହିଁଲେ ଖାଲି କୁମ୍ଭୀର ହିଁ କୁମ୍ଭୀର। ଜୀବନ ବଞ୍ଚାଇବା ପାଇଁ ବାଉଁଶକୁ ଧରି ଓହଳି ରହିଥିଲେ ଯୁବକ। ଏଭଳି ସ୍ଥିତିରେ ଭୟଭୀତ ଅବସ୍ଥାରେ ଥିବା ଯୁବକଙ୍କୁ ଭରା ନଦୀରୁ ବଞ୍ଚାଇ ଆଣିଲା ଅଗ୍ନିଶମ ବାହିନୀ।

Dhana mandi
ଧାନ ଷ୍ଟକ୍‌ ଅଛି, ବିକ୍ରି ପାଇଁ ଅବଧି ସରିନି ! ତଥାପି ମଣ୍ଡି ଉଭାନ, ପ୍ରଶାସନ ଚୁପ୍‌

ଧାନ ମଣ୍ଡିକି ନଯାଉଣୁ ମଣ୍ଡି ବନ୍ଦ । ମେସେଜ ଆସିଥିଲା, ଆଉ ଦିନ ଧାର୍ଯ୍ୟ ବି ହୋଇଥିଲା । ହେଲେ ଚାଷୀ ଧାନ ବିକ୍ରି ଲାଗିି ମଣ୍ଡିକୁ ଗଲା ବେଳକୁ ବନ୍ଦ । ଏଭଳି ସମସ୍ୟାରେ ପଡିଛନ୍ତି କଟକ ଜିଲ୍ଲା ନିଆଳି ଓ କଣ୍ଟାପଡା ବ୍ଲକ ସହ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଞ୍ଚଳର ଚାଷୀ । 

Chief Secretary
ମନେ ପଡ଼ିଲା କୋଟିଆ କଥା, ସ୍ଥିତି ପରଖିଲେ ମୁଖ୍ୟ ସଚିବ ! ଦେଖିବା ଆଗକୁ କ’ଣ ହେଉଛି..

ପୂର୍ବ ଭଳି ସବୁ କିଛି ପ୍ରତିଶ୍ରୁତିରେ ରହିବ ନା ଫଳପ୍ରଦ ହେବ ତାହା ଏବେ ଆଶା ଓ ଆଶଙ୍କାରେ ।

Siba Sahoo
ମାହାଙ୍ଗା ଗଣହତ୍ୟା ମାମଲା: ଶିବ ସାହୁର ସରିଲା ରିମାଣ୍ଡ, ତଥାପି ରହିଛି ଦ୍ୱନ୍ଦ୍ୱ

ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, କଟୁରୀ ଓ ଶିବର ମୋବାଇଲ ପୂର୍ବରୁ ସିଜ୍‌ କରିଛି ପୋଲିସ ।

Exam Centre 120 km Away From School In Mayurbhanj
ଆଶ୍ଚର୍ଯ୍ୟ ! ସ୍କୁଲ୍‌ ଠାରୁ ୧୨୦ କି.ମି. ଦୂରରେ ପରୀକ୍ଷା କେନ୍ଦ୍ର

ସ୍କୁଲ୍‌ ଠାରୁ ୧୨୦ କିଲୋମିଟର ଦୂରରେ ପରୀକ୍ଷା କେନ୍ଦ୍ର। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେବାକୁ  ୧୨୦ କିଲୋମିଟର ଦୂର ରାଇରଙ୍ଗପୁର ଯିବେ।

Saswat Mishra
ଚିଠି ପରେ ଚିଠି ! ସେଲ୍ଫ ଫାଇନାନସିଂ କୋର୍ସ ନେଇ ସୃଷ୍ଟି ହେଲାଣି ଭିନ୍ନ ବିବାଦ

୧୩ ସରକାରୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ଥିବା ଉଚ୍ଚଶିକ୍ଷା ବିଭାଗର ୮ ଅଧିକାରୀଙ୍କୁ କଟକଣା କାର୍ଯ୍ୟକାରୀତା ପାଇଁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Hot wave
ଆହୁରି ତାତିବ ! ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୌଦ୍ଧ ଓ ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ ।

The heroic Story of Biju Pattnaik
ଶିଳ୍ପପତି ବିଜୁ ବାବୁଙ୍କ ବୀରତ୍ୱର କାହାଣୀ

ଆଜି କଳିଙ୍ଗ ବୀର ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଦୀର୍ଘ ବର୍ଷ ଧରି ଓଡିଶା ମା’ର ସେବା କରି ୧୭ ଅପ୍ରେଲ ୧୯୯୭ରେ ସେ ପ୍ରାଣ ତ୍ୟାଗ କରିଥିଲେ। ତେବେ ଆସନ୍ତୁ ଏହି ମହାନ ଆତ୍ମାଙ୍କ ବୀରତ୍ୱର କାହାଣୀ ଉପରେ ନଜର ପକେଇବା।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 17 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 17 April 2022
Fire Accident
ମଲ୍‌ରେ ସଠିକ୍ ଢଙ୍ଗରେ ପାଳନ ହେଉଛି ତ ଫାୟାର ସେଫ୍ଟି ଗାଇଡଲାଇନ୍ସ ?

ଅଗ୍ନିକାଣ୍ଡ ପରେ ଏହି ମଲ୍‌ରେ ଫାୟାର ସେଫ୍ଟିକୁ ଅଧିକ କଡାକଡି କରାଯାଇଛି।

NCRB report on Youth Kills
ପ୍ରେମଜନିତ ଆତ୍ମହତ୍ୟାରୁ କେମିତି ମୁକୁଳିବେ ପିଲା ?

ପ୍ରେମଜନିତ ଆତ୍ମହତ୍ୟାକୁ ନେଇ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ- NCRBର ତଥ୍ୟ ବି ଚମକାଇ ଦେଲାଭଳି। 

Srimandir Parikrama Project
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ; ଏବେବି ଚାଲିଛି ବେଧଡକ କାମ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ । ବିଧାନସଭାରୁ ସଂସଦ ଯାଏଁ, ସବୁଠି ପ୍ରକାଶ ପାଇଛି ଉଦ୍‌ବେଗ । ଏପରିକି ହାଇକୋର୍ଟରେ ବିଚାରାଧୀନ ରହିଛି ମାମଲା । ତଥାପି ଜାରି ରହିଛି ଐତିହ୍ୟ କରିଡର୍ ପ୍ରକଳ୍ପ କାମ ।

ବ୍ଲାକ୍ ସିରେ ରୁଷୀୟ ଯୁଦ୍ଧପୋତ ମୋସ୍କଭା
ମୋସ୍କଭା ବୁଡ଼ିବା ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି: ରୁଷୀୟ ସରକାରୀ ଟିଭି

ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ବ୍ୟାନ୍ ଲଗାଇଛି ଋଷ। 

New Academic Session
ମେ' ମାସରୁ ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର

ମେ ରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର । କରୋନା ପାଇଁ ୭୦ ପ୍ରତିଶତ ସିଲାବସ୍‌ରେ ପାଠ ପଢା ଚାଲିଥିଲା । ଏଣିକି ପିଲାଙ୍କୁ ପଢାଯିବ ଶତ ପ୍ରତଶତ ସିଲାବସ୍ ।

Woman Murders Father-In-Law
ନିଜ ପାପ ଲୁଚାଇବାକୁ ଯାଇ ଶ୍ୱଶୁରକୁ ଆରପାରିକୁ ପଠାଇଲା ବୋହୂ

ଏ କେମିତିକା ବୋହୂ? ନିଜର ପାପ ସମ୍ପର୍କକୁ ଲୁଚାଇବାକୁ ଯାଇ ଅନ୍ଧାର ରାତିରେ ଶ୍ୱଶୁରକୁ ମାରିଦେଲା। ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ଯା’ ଖୋଲିଲେ ପରକୀୟା ପ୍ରୀତିର ରହସ୍ୟ..

Miscreants Attacked To 66 Years Old Man In Cuttack
ଲୁଟିଲେ, ଲହୁଲୁହାଣ କଲେ; ଜଙ୍ଗଲରେ ଫିଙ୍ଗି ଦେଇ ଚାଲିଗଲେ

ଲୁଟ୍‌ ପରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ। ଶେଷରେ ପାଖ ଜଙ୍ଗଲରେ ଫୋପାଡ଼ି ଦେଇ ଚାଲିଗଲେ। ୬୬ ବର୍ଷୀୟ ବୟସ୍କଙ୍କୁ ରାସ୍ତା ମଝିରେ ଆକ୍ରମଣ କରି ୬ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।

Chilika Ghat Controversy
ଘାଟ ବିବାଦ: ଚିଲିକା ମଝିରେ ଫସିଲେ ଶତାଧିକ ଯାତ୍ରୀ

ବିନା କାରଣରେ କାହିଁକି ଏଭଳି ଦଶା ଭୋଗିଲେ ଯାତ୍ରୀ

  • Saturday, 16 April 2022
Youth Ends Life
‘ମୁଁ ଯାହାକୁ ନିଜର ଭାବିଥିଲି, ସେ ମୋ ଜୀବନକୁ ନଷ୍ଟ କରିଦେଲା...ବାପା ଏମାନଙ୍କୁ ଛାଡ଼ିବନି’

ଯେଉଁ ଝିଅକୁ ସେ ଭଲ ପାଉଥିଲେ, ଘନିଷ୍ଠ ସାଙ୍ଗ ସହ ସେ ଝିଅର ପ୍ରେମ ସମ୍ପର୍କ ଜାଣିବା ପରେ ଏହାକୁ ସହି ପାରିଲେ ନାହିଁ ଯୁବକ। ଶେଷରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।