ଆସନ୍ତା ୨୯ ତାରିଖରୁ ଭକ୍ତମାନେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏହାସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ତାନ କରିବେ।
କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍। ଜୁନ୍ ୧୨ ତାରିଖରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।
ଝାଡ଼ଖଣ୍ଡର କୁର୍ଡେଗକୁ ବାହାଘର ପାଇଁ ଯାଇଥିବା ବରଯାତ୍ରୀ ଗାଡ଼ିକୁ ମୋଟା ଅଙ୍କର ଫାଇନ ଲଗାଯାଇଛି । ଚେକିଂ ବେଳେ ବରଯାତ୍ରୀ ଗାଡ଼ିକୁ ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି ।
ରହସ୍ୟ ଘେରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ। କେମିତି ହେଲା ମୃତ୍ୟୁ ? ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ?
କେନ୍ଦ୍ରାପଡ଼ା ମାର୍ଶାଘାଇରେ ଜୈନିକ ବ୍ୟକ୍ତିଙ୍କୁ ଛେପ ପକାଇ ନାକ ଘଷାଇବା ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ୍ ।
ବାହାଘର ପ୍ରୋସେସନରେ ଟେଣ୍ଟ ହାଉସ୍ ମାଲିକଙ୍କୁ ପିଟି ପିଟି ହତ୍ୟା କଲେ ଡିଜେ ମାଲିକ। ବରଯାତ୍ରୀରେ ଯାଇଥିବା ଡିଜେ ଗାଡ଼ି ଲାଗି ଟେଣ୍ଟ କପଡ଼ା ଚିରିବାରୁ ଗଣ୍ଡଗୋଳ ଘଟିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଟେଣ୍ଟ ହାଉସ୍ ମାଲିକଙ୍କୁ ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ବାହାଘର ଭୋଜି ହେଲା କାଳ । ବାହାଘର ଭୋଜି ଖାଇ କନ୍ୟାପକ୍ଷ ଅସୁସ୍ଥ ହୋଇଛନ୍ତି । ଗତକାଲି ୧୬ ଜଣ ଅସୁସ୍ଥ ହୋଇ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ରାଜ୍ୟରେ ପ୍ରବଳ ତାତି ମଧ୍ୟରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଆକଳନ କରାଯାଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରାଜ୍ୟରେ ଖୋଲିଛି ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ମୁହଁ ଫେରାଇବା ଆରମ୍ଭ କରିଛନ୍ତି।
ଶୁଭଲକ୍ଷ୍ମୀ ଓ ଭାଗ୍ୟ ଲକ୍ଷ୍ମୀଙ୍କ ସିନା ଅକାଳରେ ଆରପାରିକୁ ଚାଲିଗଲେ, ହେଲେ ସେ ଦୁହିଁଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ।
ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ମୋବାଇଲ ଓ ମହମବତୀରେ ମହିଳାଙ୍କ ଡେଲିଭରି ।
ଏପ୍ରିଲ ୨୯ରୁ ମେ ୭ ମାଟ୍ରିକ ଓ ଏପ୍ରିଲ ୨୮ରୁ ମେ ୩୧ ହେବ +୨ ପରୀକ୍ଷା ଆରମ୍ଭ ହେବ।
କୋଟିଆ ଦଖଲ ଅଭିଯାନ କ୍ରମରେ ଚଳିତ ମାସ ପହିଲାରେ କୋଟିଆର ୨୮ଟି ଗାଁକୁ ନବ ଗଠିତ ମାନ୍ୟମ ଜିଲ୍ଲାର ନକ୍ସାରେ ସାମିଲ କରିଛି ଆନ୍ଧ୍ର ।
ଭୁବନେଶ୍ୱର ଡିସିପି କହିଛନ୍ତି, ଅଭିଯୁକ୍ତ ସ୍ତ୍ରୀ ଓ ସୁପାରି କିଲର ଧରାପଡ଼ିବା ପରେ ସତ ସାମ୍ନାକୁ ଆସିବ।
ମୃଦଙ୍ଗ ତିଆରି କରି ନାଁ କମାଇବା ସହ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଦୁଇ କାରିଗର ।
ପୋଲିସ୍ ଠାରୁ ନ୍ୟାୟ ନମିଳିବାରୁ ବାପ, ଝିଅ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ବିଭିନ୍ନ ଜିଲ୍ଲାରେ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି।
ଦୁର୍ଘଟଣା ନା ଅନ୍ୟ କାରଣରୁ ଛାତରୁ ଖସିପଡ଼ିଲେ ତାହା ଜଣାପଡ଼ିନି।
ଜୈବିକ ସାରରେ ଉତ୍ପାଦିତ ପନିପରିବା ପାଉଥିବାରୁ ଉତ୍ସାହର ସହ ଗ୍ରାହକ କିଣି ନେଉଛନ୍ତି ।
କାଲିଠୁ ପୁଣି ବଢ଼ିବ ତାପମାତ୍ରା । କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଆସନ୍ତାକାଲିଠୁ ପୁଣି ସାଧାରଣ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି। ତେବେ କାଳବୈଶାଖୀର ପ୍ରଭାବ ଆଜି ମଧ୍ୟ ରହିବ ।
ବିଶେଷ କରି ଆଜିର ଯୁବପିଢ଼ି ଆଧୁନିକତା ଆଡ଼କୁ ଅଗ୍ରସର ହୋଇ ସିନେମା ପଛରେ ଧାଉଁଥିଲା ବେଳେ ଲୋକାପଡା ଗାଁର ଯୁବପିଢ଼ି ନିଜର ପରମ୍ପରା, କଳା, ସଂସ୍କୃତିକୁ ଭୁଲି ନଯାଇ ଆତ୍ମୀୟତାର ସହିତ ରାମଲୀଳା ଜାରି ରଖିଛନ୍ତି
ନୂତନ ଭାବେ ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କର ଏହା ପ୍ରଥମ ପରିଚାଳନା କମିଟି ବୈଠକ
ସ୍କୁଲ୍ରେ ଖୋଲିବ ‘ମୋ ସ୍କୁଲ୍ ହକି କ୍ଲବ୍’ । ସ୍କୁଲ୍ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ହକି ପାଇଁ ପ୍ରଶିକ୍ଷଣ ଦେବା ପାଇଁ ଏଭଳି ଯୋଜନା କରାଯାଉଛି।