• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Navy

କାହାର କେତେ ନୌବାହିନୀ ଶକ୍ତି
World's Powerful Navy: ଏସିଆର ଶକ୍ତିଶାଳୀ ସାମୁଦ୍ରିକ ଯୋଦ୍ଧା କିଏ: ଭାରତ, ଚୀନ ନା ପାକିସ୍ତାନ ?

ଚୀନର ଅବସ୍ଥିତି ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ରହିଛି  । ସାମୁଦ୍ରିକ ସ୍ଥିତି ଏବଂ ଭୌଗଳିକ ଦୃଷ୍ଟିରୁ ଦେଖିଲେ, ଏହା ଏକ ପ୍ରମୁଖ ଦେଶ । ପାକିସ୍ତାନର ସାମୁଦ୍ରିକ ସୀମା ଆରବ ସାଗରକୁ ଲାଗିଛି । କରାଚି ବନ୍ଦର ପାକିସ୍ତାନର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ବନ୍ଦର ଅଟେ । ସେହିପରି ଭାରତର ସାମୁଦ୍ରିକ ଶକ୍ତି ଦୃଷ୍ଟିରୁ ଦେଖିଲେ ଏହା ଏସିଆର ଏକ ପ୍ରମୁଖ ଶକ୍ତି ବୋଲି କହିହେବ ।

Indian Navy
Indian Navy: ନୌସେନାରେ ସାମିଲ ହେବ ୩ ଯୁଦ୍ଧ ଜାହାଜ

ଆଜି ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ। ବହୁଗୁଣ ବଢ଼ିବ ନୌବୀରଙ୍କ ବଳ। ସାମିଲ ହେବ ତିନି ତିନିଟି ଯୁଦ୍ଧ ଜାହାଜ। ମୁମ୍ବାଇ ନାଭାଲ ଡକୟାର୍ଡରେ ଆଜି INS ସୁରତ, INS ନୀଲଗିରି ଓ INS ବାଘଶିରକୁ ଦେଶକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୁମ୍ୱାଇ ବୋଟ୍ ଟ୍ରାଜେଡି
Mumbai Boat Tragedy: ପିଲାଙ୍କୁ ସମୁଦ୍ରରେ ଫିଙ୍ଗିବାକୁ ଚାହୁଁଥିଲେ ବାପାମାଆ, ବଞ୍ଚାଇଲେ ଚିଲିକାରେ ତାଲିମପ୍ରାପ୍ତ CISF ଯବାନ

ମୁମ୍ୱାଇ ବୋଟ୍ ଟ୍ରାଜେଡିର ଉଦ୍ଧାରକାରୀ ଟିମର ହିରୋ ସିଆଇଏସଏଫ୍ ଯବାନ ଅମୋଲ୍ ସାୱନ୍ତଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସେ ଚିଲିକା ହ୍ରଦରେ ନେଇଥିଲେ ସ୍ୱତନ୍ତ୍ର ମେରାଇନ୍ ଟ୍ରେନିଂ । ସମୁଦ୍ର ପାଣିରୁ ଛାଣି ଆଣିଲେ ଜୀବନ ।

Tragedy Off Mumbai Coast
Tragedy Off Mumbai Coast: ମୁମ୍ବାଇ ବୋଟ୍ ବୁଡ଼ି ଘଟଣା, ଉଦ୍ଧାର ହେଲେଣି ୧୧୫; ୧୩ ମୃତ

ମୁମ୍ବାଇ ଉପକୂଳରେ ବଡ଼ ଧରଣର ଟ୍ରାଜେଡି । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଡଙ୍ଗାକୁ ପିଟିଲା ନୌସେନାର ସ୍ପିଡ୍ ବୋଟ୍ ।

Navy Day
Navy Day Celebration: କମ୍ପିବ ବ୍ଲୁ ଫ୍ଲାଗ୍ ବିଚ୍; ବିଶ୍ୱ ଦେଖିବ ଭାରତୀୟ ନୌସେନାର ବୀରତ୍ୱ ଓ ପରାକ୍ରମ

ଆଜି ବିଶ୍ବ ଦେଖିବ ଭାରତୀୟ ନୌସେନାର ବୀରତ୍ବ ଓ ପରାକ୍ରମ। ଆକର୍ଷଣୀୟ ପରେଡରେ କମ୍ପିବ ବ୍ଲୁ ଫ୍ଲାଗ୍ ବିଚ୍। ଜଳ, ସ୍ଥଳ ଓ ଆକାଶ ପଥରେ ଜଲୱା ଦେଖାଇବେ ନୌସେନାର ଯବାନ।

Droupadi Murmu Odisha Visit
Droupadi Murmu Odisha Visit: ଭୁବନେଶ୍ବର ପହଞ୍ଚିଲେ ରାଷ୍ଟ୍ରପତି; ଓଡ଼ିଶାରେ ରହିବେ ୫ ଦିନ 

ଭୁବନେଶ୍ବର ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି। 

president
Droupadi Murmu Odisha Visit: ଆଜି ଓଡ଼ିଶା ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତି ପୁରୀ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ନୌସେନା ଦିବସ ଅବସରରେ ପୁରୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

Navy Day Countdown Begins
ପୁରୀରେ ନୌସେନା ଦିବସ ପାଳନ କାଉଣ୍ଟଡାଉନ୍

ପୁରୀରେ ନୌସେନା ଦିବସ ପାଳନ କାଉଣ୍ଟଡାଉନ୍ । ଏଥିପାଇଁ ଜୋରସୋରରେ ଚାଲିଛି ଅଭ୍ୟାସ । ନୌସେନାର ଫାଇଟର ଜେଟ୍ ଓ ହେଲିକପ୍ଟର ରଣକୌଶଳ ଦେଖାଉଥିବା ବେଳେ ପହଞ୍ଚିଲାଣି ଓ୍ବାର ସିପ୍ । ପର୍ଯ୍ୟଟନର ସହରରେ ଏବେ ଯୁଦ୍ଧର ଭ୍ରମ। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ କେତେ ସଜାଗ ଭାରତୀୟ ନୌସେନା ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ । 

Navy Day Countdown Begins
Navy Day Countdown Begins: ବେଳାଭୂମି ପାଲଟିଛି ଯୁଦ୍ଧ ଭୂମି; ଗୁରୁ ଗର୍ଜନ ସହ ପଇଁତରା ମାରୁଛି ଯୁଦ୍ଧ ଟ୍ୟାଙ୍କ

ସମୁଦ୍ରର ବକ୍ଷକୁ ଚିରି ଆଗେଇ ଆସୁଛି ନୌସେନାର ଯୁଦ୍ଧ ଜାହାଜ। ଗୋଟିଏ କି ଦୁଇଟି ନୁହେଁ ୨୫ଟି ବିଶାଳ ଜାହାଜ। କୂଳକୁ ଶୁଭିଲାଣି ଯୁଦ୍ଧପୋତର ଗର୍ଜନ।

Navy Day Celebrations In Puri
Navy Day Celebrations In Puri: ପ୍ରଥମ ଥର ଓଡ଼ିଶାରେ ପାଳନ ହେବ ନୌସେନା ଦିବସ; ୫୦ରୁ ଅଧିକ ଏୟାରକ୍ରାଫ୍ଟ ଦେଖାଇବେ ରଣକୌଶଳ

ଡିସେମ୍ବର ୪ରେ ପାଳନ ହେବ ନୌସେନା ଦିବସ। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 

ଡିସେମ୍ବର ୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି
Droupadi Murmu Odisha Visit: ଡିସେମ୍ବର ୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି, ନୌସେନାର ସମରାଭ୍ୟାସରେ ହେବେ ସାମିଲ

ଏହି 'ଅପରେସନ ଡେମୋନଷ୍ଟ୍ରେସନ' ବା ପରିଚାଳନାଗତ ପ୍ରଦର୍ଶନୀରେ ନୌସେନା ନିଜର ଅଜେୟ ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତ କରିଛି ।

Lt Bimal Ranjan Behera
ବୀରତ୍ବ ପାଇଁ ଓଡ଼ିଆ ପୁଅଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ; ଗଭୀର ପାଣି ତଳେ ୫୫୨ ମିନିଟ୍ ଡାଇଭ...

ଅଦମ୍ୟ ସାହସ...ନିର୍ଭୀକ...ବୀରତ୍ବ ଓ ଶୌର୍ଯ୍ୟକୁ ସମ୍ମାନ। ଆମ୍ବିଆନ୍ସ.. ସଲାମ ଓଡ଼ିଆ ପୁଅ, ଲେଫ୍ଟନାଣ୍ଟ ବିମଳ ରଂଜନ ବେହେରା। ସାହସିକତା ପାଇଁ ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ।

Admiral Dinesh K Tripathi
ଭାରତୀୟ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଡମିରାଲ୍ ଦିନେଶ ତ୍ରିପାଠୀ

୧୯୮୫ ଜୁଲାଇ ୧ରେ ନୌସେନାରେ ଯୋଗ ଦେଇଥିଲେ । ସେ ଭାରତୀୟ ନୌସେନାର ସବୁଠାରୁ ବରିଷ୍ଠ ଅଧିକାରୀ। ପାଶ୍ଚାତ୍ୟ ନାଭାଲ କମାଣ୍ଡରେ ଫ୍ଲାଗ୍ ଅଫିସର କମାଣ୍ଡିଂ ସହିତ ବିଭିନ୍ନ ପଦବୀରେ ରହି କାର୍ଯ୍ୟଭାର ସମ୍ଭାଳିଥିଲେ । ଆଜି ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ତାଙ୍କ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି।

Why celebrate Indian navy day on 4 december
କାହିଁକି ପାଳନ ହୁଏ ଭାରତୀୟ ନୌସେନା ଦିବସ, କ’ଣ ରହିଛି ମହତ୍ତ୍ୱ...

ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ନୌସୈନିକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି। ଏହି ଅବସରରେ ଆସନ୍ତୁ ଏହାର ଇତିହାସ, ମହତ୍ତ୍ୱ ଓ ଚଳିତ ବର୍ଷର ଥିମ୍ ଉପରେ ନଜର ପକେଇନେବା।