ଗତ ସାଧାରଣ ନିର୍ବାଚନରେ କଟକ ବାରବାଟୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରକାଶ ବେହେରା ନିର୍ବାଚନ ଲଢ଼ିଥିଲେ ।
ବିଜେଡିର ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି ମୁଁ ଏଭଳି ରାଜନୈତିକ କାର୍ଯ୍ୟକ୍ରମରୁ କିଛିଦିନ ହେଲା ନିଜକୁ ନିବୃତ୍ତ ରଖିଛି ।
ଜୋର୍ ଧରୁଛି ଆରଆଇ-ଅମିନ୍ ପରୀକ୍ଷା ବାତିଲ ଦାବି । ରାଜଧାନୀରେ ହଲ୍ଲାବୋଲ ପରେ ଆଜି କଟକରେ ପ୍ରତିବାଦ କରୁଛନ୍ତି ଆଶାୟୀ ।
ରାଜ୍ୟରେ ରାସନ କାର୍ଡର E-KYC ଚାଲିଛି । ପାଖାପାଖି ୨ କୋଟି ୩୦ ଲକ୍ଷ E-KYC ସରିଥିବା କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।
ମହିଳାଙ୍କ ଉତ୍ପାତକୁ ଦେଖି ଭିଡିଓରେ ଥିବା ପୋଲିସ୍ ଅଧିକାରୀ ଜଣଙ୍କ ମଦ ପିଇ ଆସି କାହିଁକି ଏମିତି କରୁଛ ବୋଲି କହୁଥିବା ଦେଖିବାକୁ ମିଳିଛି।
କାକର ଭିଜା ସରୁ ଓଢଣୀ ଟାଣି ହସୁଛି କାଶତଣ୍ତୀ ଫୁଲ । ସକାଳ ସୁରୁଜର ପହିଲି ଛୁଆଁରେ ଯେମିତି ଫୁଲେଇ ହେଉଛି । ହାଲକା ପବନରେ ନବ ବିବାହିତା ବୋହୂଟିଏ ପରି କେତେବେଳେ ନଇଁପଡ଼ୁଛି ତ ପୁଣି କେତେବେଳେ ମୁଣ୍ଡଟେକି ମୁରୁକି ହସି ଦେଉଛି ।
ରେଡ୍ ବେଳେ ପ୍ରାୟ ୫ ହଜାର ଲିଟର ପୋଚ ନଷ୍ଟ କରଛି ଅବକାରୀ ବିଭାଗ । ମାମଲାରେ ୬ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
୧୯୯୫ ମସିହା ଡିସେମ୍ବର ୩୦ରେ ଗୋପାଳପୁର ଷ୍ଟିଲ ପ୍ରକଳ୍ପ ପାଇଁ ଓଡ଼ିଶା ଆସିଥିଲେ ଟାଟା । ସେତେବେଳେ ଏହି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ।
ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ, ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ କନ୍ଧମାଳ ଜିଲ୍ଲା ସଦର ଥାନା ଡାଡିକେଜୁ ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ।
ବରିଷ୍ଠ IAS ଅଧିକାରୀଙ୍କୁ ୧୬ ଆକାଂକ୍ଷୀ ଜିଲ୍ଲାର ଦାୟିତ୍ୱ। କେନ୍ଦୁଝର ଜିଲ୍ଲା ଦାୟିତ୍ବରେ ରହିବେ ବରିଷ୍ଠ IAS ହେମନ୍ତ ଶର୍ମା ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବେଶ୍ ପ୍ରଭାବଶାଳୀ ଛେଳି। ପ୍ରୋଟିନ୍ରେ ଭରପୁର ହାଲୁକା ଧୂସର ଓ କଳା-ଧଳା ରଙ୍ଗର ଛେଳିର ରହିଛି ଏକାଧିକ ଫାଇଦା।
ଚମକିଲାଣି ମେଢ ସାଙ୍ଗକୁ ରଙ୍ଗିନ ଆଲୋକର ଫୁଆରା। କେଉଁଠି ଝଟକୁଛି ଫ୍ରେଞ୍ଚ୍ ପ୍ୟାଲେସ୍ ଆଉ କେଉଁଠି ମନମୋହୁଛି ସ୍ବାମୀ ନାରାୟଣମନ୍ଦିର ଆକୃତିର ସୁଦୃଶ୍ୟ ତୋରଣ।
ଧାଁ ଦୌଡ଼ । ଅସମ୍ଭାଳ ଭିଡ଼ । ଠେଲାପେଲା ଓ ଅଣନିଶ୍ବାସୀ । ଶ୍ରୀମନ୍ଦିର ଭିତରେ ଜଗା ଦର୍ଶନାର୍ଥୀଙ୍କ ପାଇଁ ଇଏ ନିତି ଦିନିଆ ଯମ ଯନ୍ତ୍ରଣା । ଏଥିରୁ ଭକ୍ତଙ୍କୁ ମୁକ୍ତି ଦେବାକୁ ହୋଇଛି ବ୍ଲୁ ପ୍ରିଣ୍ଟ ।
ଅକାତ ଅକାତ ପାଣି, ଯୁଆଡ଼େ ଆଖି ବୁଲାଇ ଆଣିବେ ଖାଲି ନୀଳ ଜଳରାଶି। ଆଉ ଏହାରି ଭିତରେ ଖୋଲା ବୋଟ୍ରେ ଯାଉଛନ୍ତି ଲୋକେ।
ଧାଡ଼ି ଧାଡ଼ି ହେଇ ପୋତା ହେଉଛି ଗଞ୍ଜେଇ ଗଛ। ନା କାହାକୁ ଡର, ନା କାହାକୁ ଭୟ। ଶହ ଶହ ହେକ୍ଟର ଜମିରେ ହେଉଛି ଗଞ୍ଜଇ ଚାଷ। ପାହାଡ଼ ପର୍ବତ ଘେରା ପ୍ରକୃତି କୋଳରେ ଥିବା ମାଲକାନଗିରି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷ ପାଇଁ ସେଫ୍ ହେଭେନ୍।
ମହାଷଷ୍ଠୀର ଶୁଭ ମୁହୂର୍ତ୍ତରେ ମହିଳାଙ୍କୁ ମିଳିଛି ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ବାରିପଦା ସଭାରୁ ପ୍ରାୟ ୩୫ ଲକ୍ଷ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିଛନ୍ତି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି।
ଛାତ ତଳେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ୍ ଟିମ୍ ଯାଉଥିବା ସୂଚନା ମିଳିଛି ।
ପ୍ରତିଦିନ ବିଳମ୍ବିତ ରାତିରେ ମଦ ପିଇ ପଡ଼ୁଛନ୍ତି ରାସ୍ତାଘାଟରେ । ଆଉ ଏମାନଙ୍କ ପାଇଁ ନାକେଦମ୍ ହେଉଛି ପୋଲିସ ।
ଯେଉଁମାନେ ଦଳର ପୂର୍ବରୁ ନେତୃତ୍ବ ନେଉଥିଲେ ଏବଂ ଏବେ ମଧ୍ୟ ନେଉଛନ୍ତି ସେମାନେ ତାଙ୍କ ବନ୍ଧୁବାନ୍ଧବଙ୍କୁ ଲଗେଇ କୋଟି କୋଟି ଟଙ୍କା କଳାଧନ ଖର୍ଚ୍ଚ କରିଥିଲେ। କେବଳ ପ୍ରଭାତ ବିଶ୍ବାଳଙ୍କୁ ତଳକୁ ଖସେଇବା ପାଇଁ।
ଦୁଇଟି ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିଛି । ଖୁବ୍ ଜଲ୍ଦି ତୃତୀୟ ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଟଙ୍କା ଦେବୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ସ୍ବପ୍ନ ମହଲ ଯାତ୍ରା ପାର୍ଟିର ମେଲୋଡି କାର୍ଯ୍ୟକ୍ରମରେ ନିଶା ମହାରଣା ଆଇଟମ ନୃତ୍ୟ ପରିବେଷଣ କରିଥିଲେ । ତେବେ ସେ ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଥିବା ଅଭିଯୋଗ କରି ଜଣେ ଦର୍ଶକ ତାଙ୍କ ଉପରକୁ ଚେୟାର ମାଡ କରିଥିଲେ ।
ଓଡ଼ିଶା ପୋଲିସ୍ରେ ଚାକିରି ପାଇଁ ଅନେକ ଯୁବକ ସ୍ୱପ୍ନ ଦେଖୁଥାନ୍ତି। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡିଶା ପୋଲିସ ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ରାଜ୍ୟରେ ଲଗାତର ଗୋଟିଏ ସରକାର ୨୫ ବର୍ଷ ଶାସନ କରିବା ପରେ କ୍ଷମତାଚ୍ୟୁତ ହୋଇଛି । କିନ୍ତୁ ତଥାପି ସରିଲାନି ଏମାନଙ୍କ ଦୁଃଖ ।