• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Potato Crisis Returns
Potato Crisis Returns: ପୁଣି ମମତାଙ୍କ 'ଆଳୁ' ରାଜନୀତି; ସଙ୍କଟରେ ବ୍ୟବସାୟୀ, ଚିନ୍ତାରେ ଗ୍ରାହକ...

ବଜାରରେ ଆଳୁ ନେବା ପାଇଁ ଗ୍ରାହକଙ୍କ ଭିଡ଼ । ଆଜି ବଜାରକୁ କିଛି ଗାଡ଼ି ଆସିଥିବା ବେଳେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରିଛନ୍ତି ବ୍ୟବସାୟୀ ।

Khalistani Terrorists
Khalistani Terrorists Target BBSR: ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?

ତିନି ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ସାରା ଦେଶର ବିଶିଷ୍ଟ ବ୍ୟକ୍ତି ଓ ବରିଷ୍ଠ ଅଧିକାରୀ ସାମିଲ ହେବେ । ତେବେ ୟା ପୂର୍ବରୁ ପନ୍ନୁ ଧମକ ଦେବା ସବୁଠି ହଇଚଇ ସୃଷ୍ଟି କରିଛି ।

Dumping yard
Dumping Yard: ଡମ୍ପିଂୟାର୍ଡ ସ୍ଥାନାନ୍ତର ପ୍ରସଙ୍ଗରେ ଘେରୁଥିଲା ବିଜେପି ଏବେ ଘେରୁଛି କଂଗ୍ରେସ

ରାଜଧାନୀ ଭୁବନେଶ୍ୱରର ଗାଡକଣ ମୌଜା ସୈନିକ ସ୍କୁଲ ନିକଟରେ ଆଜି ଯେଉଁ କୃତ୍ରିମ ଆକାଶଛୁଆଁ ଆବର୍ଜନାର ପାହାଡ ଦେଖାଯାଉଛି ପ୍ରାୟ ୨୦ ବର୍ଷ ତଳେ ଠିକ ସେତିକି ଗଭୀରର ଏକ ପୋଖରୀ ଦେଖାଯାଉଥିଲା । ସେହି ସ୍ଥାନକୁ ଖୋଳି, ପଥର କାଟି ନେଇଯିବା ଫଳରେ ବିରାଟ ଖାଲ ହେବା ଏବଂ ବର୍ଷାପାଣି ଜମା ହୋଇ ପୋଖରୀର ରୂପ ନେଇଥିଲା ।

Bhubaneswar Under Tight Security
Bhubaneswar Under Tight Security: ଡିଜିପି ସମ୍ମିଳନୀ କାଉଣ୍ଟଡାଉନ୍ କଡ଼ା ସୁରକ୍ଷା ବଳୟରେ କ୍ୟାପିଟାଲ ସିଟି

ଓଡିଶା ଆସୁଛନ୍ତି ବିଭିନ୍ନ ରାଜ୍ୟର ପୋଲିସ୍ ଓ କେନ୍ଦ୍ରୀୟ ସଂଗଠନର ଡିଜି । ସ୍ୱାଗତ ଓ ସହାୟତା ପାଇଁ ବିମାନବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି ।

Subhadra Yojana
Subhadra Yojana: ‘ସୁଭଦ୍ରା’କୁ ନେଇ ଖୁସି ଖବର, ଏହି ମାସରେ ୨୧ ବର୍ଷ ପୂରିଥିଲେ କରିପାରିବେ ଆବେଦନ

 ‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପଡ଼େଟ୍‌ । ୨୧ ବର୍ଷ ପୂରିଥିଲେ ‘ସୁଭଦ୍ରା’ ଯୋଜନାରେ କରିପାରିବେ ଆବେଦନ।

Sex Racket In Bhubaneswar
Sex Racket In Bhubaneswar: ରାଜଧାନୀରେ ଚାଞ୍ଚଲ୍ୟ; ଖଣ୍ଡଗିରିରେ ସେକ୍ସ ରାକେଟ୍‌ ଠାବ, ୪ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

ଖଣ୍ଡଗିରି ଅଞ୍ଚଳରୁ ଠାବ ହେଲା ସେକ୍ସ ରାକେଟ। ବାଂଲାଦେଶୀ ଯୁବତୀ ସେକ୍ସ ରାକେଟ ଚଳାଉଥିବା ସନ୍ଦେହ କରାଯାଉଛି। ୪ ଯୁବତୀଙ୍କୁ ଉଦ୍ଧାର କରି ଛାନଭିନ୍ ଚଳାଇଛି ପୋଲିସ।

Subhadra Yojana
Subhadra Yojana: ‘ସୁଭଦ୍ରା’କୁ ନେଇ ଆସିଲା ବଡ଼ ସୂଚନା; ‘୧୫ ଦିନ ଭିତରେ ସରିବ ରିଜେକ୍ସନ ଯାଞ୍ଚ’

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ବ ଦିଆଯାଉଛି ବୋଲି ମଧ୍ୟ କହିଛନ୍ତି ।

Potato-Laden Trucks Stranded at Odisha-West Bengal Border
Potato-Laden Trucks Stranded At Odisha-West Bengal Border: ପୁଣି ମମତାଙ୍କ 'ଆଳୁ' ଖେଳ ! ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଲା ଶତାଧିକ ଟ୍ରକ୍

ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଲା ଆଳୁ ବୋଝେଇ ଟ୍ରକ୍। ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ସୀମାନ୍ତ ରାସ୍ତାରେ ନାକାବନ୍ଦୀ କରାଯାଇ ଗାଡ଼ି ଯାଞ୍ଚ କରାଯାଉଛି।

Panchang
Panchang Today 28th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 28 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 28 November 2024
ଆସିବେ ମୋଦି, ବଢ଼ିଲା ପଲିଟିକାଲ୍ ପାରା
PM Narendra Modi's Odisha Visit: ମୋଦି-ଶାହଙ୍କ ଗସ୍ତ ଆଗରୁ ବଢ଼ିଲା ପଲିଟିକାଲ୍ ପାରା, ବିଜେଡି ଅସନ୍ତୁଷ୍ଟ ବିଜେପିକୁ ଡେଇଁବା ନେଇ ବୟାନବାଜି

ଆସୁଛନ୍ତି ମୋଦି । ଓଡ଼ିଶାରେ କାଟିବେ ତିନି ଦିନ । ନିର୍ବାଚନୀ ପ୍ରତିଶ୍ରୁତି ସହ ସରକାରୀ ଯୋଜନାର କରିବେ ସମୀକ୍ଷା । ଏହା ସହ ବିଜେପି ସାଂସଦ ଓ ବିଧାୟକଙ୍କ ରିପୋର୍ଟ କାର୍ଡ ବି ପରଖିବେ ।

ପାୱାର କରିଡରରେ ସୁଜାତା ଚର୍ଚ୍ଚା
IAS Sujata Karthikeyan: ଫେରିଲେ ସୁଜାତା କାର୍ତ୍ତିକେୟନ, ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ କଲେ ଜଏନ୍

ନଭେମ୍ବର ୨୭। ପାଣ୍ଡିଆନ ଦମ୍ପତିଙ୍କ ପାଇଁ ସଂଯୋଗ ନା ଦୁର୍ଯୋଗ ? ନଭେମ୍ବର ୨୭, ୨୦୨୩ରେ ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନ ।

ରାଜଧାନୀକୁ ଗ୍ରାସିଲା ଶିଶୁ ବିକ୍ରି କଳଙ୍କ !
Child Trafficking in Bhubaneswar: ରାଜଧାନୀକୁ ଗ୍ରାସିଲା ଶିଶୁବିକ୍ରି କଳଙ୍କ, ୪ ବର୍ଷର ଝିଅକୁ ବିକିଦେଲେ ବିହାରୀ ଦଂପତି

ରାଜଧାନୀରେ ହଇଚଇ ! ୪୦ ହଜାର ଟଙ୍କାରେ ପିଲା ବିକ୍ରି ! ୪ ବର୍ଷର ଅବୋଧ କନ୍ୟାଶିଶୁକୁ ଅନ୍ୟ ହାତରେ ଟେକିଦେଲେ ବାପା ଓ ସାବତ ମାଆ । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଏ ଘଟଣା ଘଟିଛି ଖୋଦ୍ ଭୁବନେଶ୍ବର ବଡଗଡ଼ ଥାନା ଅଞ୍ଚଳରେ ।

Navy Day Celebrations In Puri
Navy Day Celebrations In Puri: ପ୍ରଥମ ଥର ଓଡ଼ିଶାରେ ପାଳନ ହେବ ନୌସେନା ଦିବସ; ୫୦ରୁ ଅଧିକ ଏୟାରକ୍ରାଫ୍ଟ ଦେଖାଇବେ ରଣକୌଶଳ

ଡିସେମ୍ବର ୪ରେ ପାଳନ ହେବ ନୌସେନା ଦିବସ। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 

Ration Card
Ration Card: ଭୂତ ଖାଉଛନ୍ତି ରାସନ; ସତ ଧରିଛି  E-KYC, ମଲା ଲୋକଙ୍କ ନାଁରେ ବୁହା ଚାଲିଛି ସରକାରୀ ଚାଉଳ

ରାଜ୍ୟରେ ଧରା ପଡ଼ିଛନ୍ତି ଲକ୍ଷେ ୭୭ ହଜାରରୁ ଅଧିକ ଭୂତ ରାସନକାର୍ଡ ହିତାଧିକାରୀ। ଆସେମ୍ଲିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି। 

Modi Enjoys Tea At Odisha Parba
Modi Enjoys Tea At Odisha Parba: ‘ଦିନେ ମୋଦିଙ୍କୁ ଭେଟିବା ପାଇଁ ବାପାଙ୍କଠୁ ମାଡ଼ ଖାଇଥିଲି, ଏବେ ଚା’ ପିଆଇଲି...’

୧୦ ବର୍ଷ ତଳେ ମୋଦିଙ୍କୁ ଦେଖିବା ପାଇଁ ବାପାଙ୍କ ଠାରୁ ମାଡ଼ ଖାଇଥିଲେ । ଏବେ ପ୍ରଧାନମନ୍ତ୍ରୀଙ୍କୁ ଚା’ ପିଆଇ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ପୁଅ । ଦିନେ ତାଙ୍କ ପାଇଁ ଯାହା ଥିଲା ସ୍ବପ୍ନ, ଏବେ ନେଲା ବାସ୍ତବ ରୂପ । 

Know the Hair Care Tips hair fall and graying will stop
Hair Care Tips: ବନ୍ଦ ହୋଇଯିବ କେଶ ଉପୁଡ଼ିବା ଓ ପାଚିବା, ଗାଏବ୍ ହୋଇଯିବ ରୁପି

ଚୁଟି କଳା କରୁଥିବାରୁ ମୁଣ୍ଡରେ ଘା’ ହେଉଛି ଓ ରୁପି ବଢୁଛି। ହାତରେ ବଜାରର କୃତ୍ରିମ ରଙ୍ଗ ଆଣି ମେହେନ୍ଦି କରିବାରୁ କଣନଖା ହେଲା ଓ ଚର୍ମରେ ଇମ୍ଫେକ୍ସନ୍ ହେଉଛି। ଏହା ଗୋଟିଏ ଥରରେ ଭଲ ହେଇଯିବ। ଆପଣଙ୍କ ବାଡ଼ିର ଏହି ଗଛଟି ଏହାର ମହୌଷଧି ପରି କାମ କରିବ।

Deputy CM Vows To Protect Gandhamardhan
KV Vows To Protect Gandhamardhan: ଗନ୍ଧମାର୍ଦ୍ଦନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ; ‘ଖଣି ଉତ୍ତୋଳନ ହେଲେ, ମୁଁ ଆନ୍ଦୋଳନକୁ ଓହ୍ଲାଇବି'

ଆଦାନୀ ଜମି କିଣିବା ପ୍ରସଙ୍ଗ ଉଠାଇ ଶୂନ୍ୟକାଳରେ ପ୍ରଶ୍ନ କରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଆଦାନୀ କମ୍ପାନୀ ଭାରତକୁ ସାରା ବିଶ୍ୱରେ ନିନ୍ଦିତ କରିଛି।

  • Wednesday, 27 November 2024
  • BJP
  • BJD
4-Year-Old Child Allegedly Sold
4-Year-Old Child Allegedly Sold: ରାଜଧାନୀରେ ଚାଞ୍ଚଲ୍ୟ: ପିଲା ବିକ୍ରି ଅଭିଯୋଗ, ୪ ବର୍ଷର ଶିଶୁପୁତ୍ରକୁ ୪୦ ହଜାରରେ ବିକିଲେ ! 

ଭୁବନେଶ୍ବର ବଡ଼ଗଡ଼ ଥାନାରୁ ଆସିଲା ସାଂଘାତିକ ଅଭିଯୋଗ । ଅର୍ଥ ଅଭାବରୁ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ । 

OSSC CHSL Recruitment 2024
OSSC CHSL Recruitment 2024: ଓଡ଼ିଶାରେ ସରକାରୀ ଚାକିରି; ସୁଯୋଗ ନେବେ +2 ପ୍ରାର୍ଥୀ

OSSC ରେ ଗ୍ରୁପ୍ C ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ପଦବୀ ପୂରଣ ହେବ। ଏନେଇ OSSC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Ration Card
Ration Card: ‘ଭୂତ ଖାଉଥିଲେ ରାସନ ଚାଉଳ, ରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ’

ଇ-କେୱାଇସି ବେଳେ ଏକ ଲକ୍ଷ 77 ହଜାର 68 ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 

IAS Sujata Karthikeyan
IAS Sujata Karthikeyan: ମିସେସ୍ ପାଣ୍ଡିଆନ୍‌ଙ୍କ ଛୁଟି ବାତିଲ୍; ଆଜିଠୁ କାର୍ଯ୍ୟରେ ଯୋଗଦେଲେ

କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ । ୬ ମାସ ଛୁଟିରୁ ଫେରିବା ପରେ ଆଜି ଚାକିରିରେ ଯୋଗ ଦେଇଛନ୍ତି। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଯୋଗ ଦେଇଛନ୍ତି ସୁଜାତା।

Is another Nadal possible to debut in professional tennis
Sports: ପେସାଦାର ଟେନିସ୍‌ରେ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ କି ?

ଟେନିସ୍‌ରେ ରୋଜର୍ ଫେଡେରର୍ ଓ ସେରେନା ୱିଲିଅମ୍ସଙ୍କ ପରେ ‘କ୍ଲେ କୋର୍ଟର ବାଦ୍‌ଶାହ’ ରାଫେଲ୍ ନାଡାଲ୍‌ଙ୍କ ଯୁଗର ବି ଘଟିଛି ଅନ୍ତ । ଏବେ ବଡ଼ ପ୍ରଶ୍ନ ହେଉଛି, ପେସାଦାର ଟେନିସ୍‌ରେ କ’ଣ ଆଉ ଜଣେ ନାଡାଲ୍‌ଙ୍କ ଅଭ୍ୟୁଦୟ ସମ୍ଭବ ?

Panchang
Panchang Today 27th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 27 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 27 November 2024